ବନ୍ଧୁଗଣ ଆସନ୍ତୁ ଜାଣିବା ଗୌତମ ବୁଦ୍ଧ ଙ୍କ ଜୀବନୀ କିପରି ଥିଲା।ଏସବକୁ ଜାଣିବା ପାଇଁ ଲେଖାଟିକୁ ଆରମ୍ଭ ରୁ ଶେଷ ଯାଏଁ ପଢ଼ନ୍ତୁ।ସେ ମନୁଷ୍ୟ ସମାଜକୁ ଏପରି କିଛି ଶିକ୍ଷା ଦେଇଯାଇଛନ୍ତି ଯାହାକୁ ଶୁଣିଲେ ଆପଣଙ୍କ ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଯିବ। ବହୁ ବର୍ଷ ତଳର କଥା ସେତେବେଳ ର ମଧ୍ୟପ୍ରଦେଶ ର ରାଜଧାନୀ କପିଳବସ୍ତୁ ଥିଲା।ସେଠାକାର ରାଜା ଶୁଦ୍ଧଦନ ଙ୍କ ପୁତ୍ର ଥିଲେ ଗୌତମ।ଗୌତମ ଙ୍କ ପୁରା ନାମ ଥିଲା ସିଦ୍ଧାର୍ଥ ଗୌତମ ବୁଦ୍ଧ। ତାଙ୍କ ମାତା ଙ୍କ ନାମ ଥିଲାମାୟାଦେବୀ। ଜନ୍ମ ର ମାତ୍ର ଗୋଟିଏ ସପ୍ତାହ ଭିତରେ ତାଙ୍କ ମା ଙ୍କର ମୃତୁ ହୋଇଥିଲା।
ରାଜପୁତ୍ର ହେଲେ ମଧ୍ୟ ଭୋଗବିଳାସ ପ୍ରତି ତାଙ୍କ ମନ ଆଦୌ ଆକୃଷ୍ଟ ନଥିଲା। ସେ ଜଣେ ସଂସାର ବିରାଗୀ ଥିଲେ। ପୁତ୍ର ର ମନ ପରିବର୍ତ୍ତନ ପାଇଁ ରାଜା ଗୌତମୀ ନାମକ ଜଣେ ସୁନ୍ଦରୀ ରାଜକନ୍ୟା ଙ୍କୁ ବିବାହ କରିଥିଲେ । ବିବାହ ପରେ ଗୌତମୀ ଙ୍କର ଅନ୍ୟ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା।ଏ ସବୁ ସତ୍ତ୍ୱେ ଗୌତମ ଙ୍କ ମନ ପରିବର୍ତ୍ତନ ହୋଇନଥିଲା। ଦିନକର କଥା କପିଳବସ୍ତୁ ନଗର ବୁଲିବା ସମୟରେ ଗୌତମ ଏକ ଅତ୍ୟନ୍ତ ରୋଗିଣା ଏବଂ ଏକ ସବ ଦେଖିବାରୁ ମନରେ ଗଭୀର ଦୁଃଖ ପ୍ରକାଶ କଲେ।
ମଣିଷର ଜନ୍ମ, ରୋଗ, ଦୁଃଖ, ମୃତୁ ଆଦି ବିଷୟରେ ଚିନ୍ତା କରି ସେ ଦୁଃଖରେ ଭାଙ୍ଗି ପଡିଲେ।ଏସବୁରୁ ବାହାରିବାର ଉପାୟ ଚିନ୍ତା କଲେ। ଦିନେ ସେ କପିଳଵସ୍ତୁ ର ଉଦ୍ୟାନ ର ବୁଲିବା ସମୟରେ ଗୋଟିଏ କ୍ଷତ ବିଖ୍ୟାତ ପକ୍ଷୀ କୁ ଦେଖିଲେ ତାହା ଦେଖି ସେ ବହୁ ଦୁଃଖ ପ୍ରକାଶ କଲେ। ଏବଂ ତାକୁ ସାଙ୍ଗରେ ନେଇ ତାର ଚିକିତ୍ସା କରାଇଲେ।
ଏହିସବୁଥିରୁ ଜଣାପଡେ ସେ କେତେ ଦୟାଳୁ ଥିଲେ। ଦିନେ ସେ ଚିନ୍ତା କଲେ ସନ୍ୟାସ ବରଣ କଲେହିଁ ଏ ସମସ୍ତ ଦୁଖରୁ ତ୍ରାହି ମିଳିବ ଏବଂ ଯେତେବେଳେ ତାଙ୍କୁ 29 ବର୍ଷ ବୟସ ହୋଇଥାଏ ସେ ସବୁ ସଂସାର ର ମୋହ ମାୟା କୁ ଛାଡି ରାଜପ୍ରାସାଦ ତ୍ୟାଗ କରି ସନ୍ୟାସ ଗ୍ରହଣ କରିନେଲେ।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ