Breaking News

ଆସନ୍ତୁ ଜାଣିବା ଗରୁଡ଼ ପୁରାଣ ଅନୁଯାୟୀ ପିତାଙ୍କ ମୃ -ତ୍ୟୁ ପରେ ପୁତ୍ରର କଣ ସବୁ କର୍ତ୍ତବ୍ୟ ରହିଛି?

ବନ୍ଧୁଗଣ ହିନ୍ଦୁ ଧର୍ମ ବିଷୟରେ ସମସ୍ତେ ଅଳ୍ପେ ବହୁତ ଜାଣିଥିବେ।ସମଗ୍ର ବିଶ୍ୱରେ ହିନ୍ଦୁ ଧର୍ମ କୁ ଶ୍ରେଷ୍ଠ ଧର୍ମ ର ମାନ୍ୟତା ଦିଆଯାଇଛି।ଆମ ହିନ୍ଦୁ ଧର୍ମ ରେ ଆନେକ ଦେବାଦେବୀ ଅଛନ୍ତି ସେମାନଙ୍କ ମଧ୍ୟରୁ ସବୁଠାରୁ ଶ୍ରେଷ୍ଠ ହେଲେ ଭଗବାନ ବିଷ୍ଣୁ । ସେ ଧରାପୃଷ୍ଠ ରେ ବିଭିନ୍ନ ଅବତାର ନେଇ ଜନ୍ମ ଗ୍ରହଣ କରିଛନ୍ତି ଏବଂ ମନୁଷ୍ୟ ସମାଜକୁ ଅନେକ ନୀତି, ଧର୍ମ ଓ କର୍ତ୍ତବ୍ୟ ଶିଖାଇଯାଇଛନ୍ତି। ସେ ମନୁଷ୍ୟ ଅବତାର ଧରି ଆସିଥିଲେ ସତ କିନ୍ତୁ ତାଙ୍କର ମୃ- ତ୍ୟୁ ମଧ୍ୟ ହୋଇଥିଲା।

 

ହଁ ଆଜ୍ଞା ଭଗବାନ ହେଲେ କଣ ହେଲା ମୃ- ତ୍ୟୁ ଠାରୁ ସେ ବାଦ ପଡିନାହାନ୍ତି। ଜନ୍ମ ଏବଂ ମୃ- ତ୍ୟୁ ଏପରି ଏକ ନିଛକ ସତ୍ୟ ଯାହା ସମସ୍ତଙ୍କ ଜୀବନରେ ଆସିଥାଏ । ପରିବାର ର କେହି ଜଣେ ଚାଲିଗଲେ ଆମ୍ଭେ ତାଙ୍କ ପାଇଁ ଶୋକ କରିଥାଉ ଏବଂ ଆପଣାର ଲୋକ ପାଖରୁ ଦୁରେଇ ଗଲେ ବହୁତ କଷ୍ଟ ପହଞ୍ଚି ଥାଏ ମାତ୍ର ଯେତେ ଲୁହ ଗଡେଇଲେବି ସେ ଲୋକ କେବେବି ଫେରି ଆସିବ ନାହିଁ।ଏହା କେବଳ ଦୁନିଆର ରୀତି। ଜନ୍ମ ଏବଂ ମୃ- ତ୍ୟୁ ଚକ୍ର ରୁ କେହି ନିବୃତି ପାରି ନାହାନ୍ତି।

ଏବେ ଆସନ୍ତୁ ଜାଣିବା ଆମ ପେଜ୍ ମାଧ୍ୟମରେ ଜନ୍ମ ମୃ- ତ୍ୟୁ ର କିଛି ରହସ୍ୟ ସମ୍ବନ୍ଧରେ।ପିତାଙ୍କ ମୃ- ତ୍ୟୁ ପରେ ପୁତ୍ର ର କଣ ସବୁ ଧର୍ମ ରହିଥାଏ । ଏହା ହିନ୍ଦୁ ଧର୍ମର ଗରୁଡ ପୁରାଣ ରେ ସ୍ପଷ୍ଟ ଭାବେ ଉଲ୍ଲେଖ ଅଛି।ହିନ୍ଦୁ ଧର୍ମ ରେ ମୃ- ତ୍ୟୁ ପରେ ଦା- ହ ସଂସ୍କାର କରାଯାଇଥାଏ ଏବଂ ଦଶ ଦିନ ଯାଏଁ ପିଣ୍ଡ ଦାନ ମଧ୍ୟ କରାଯାଏ। ଗରୁଡ ପୁରାଣ ରେ ଉଲ୍ଲେଖ ଅଛି ମୃ- ତ୍ୟୁ ପରେ ପିଣ୍ଡ ଦାନ କଲେ ମୃ- ତ ଲୋକର ଶରୀର ଗଠନ ହୋଇଥାଏ ଏବଂ ଅତି ସହଜରେ ସେ ଯମ ଲୋକକୁ ସେ ଗମନ କରିଥାନ୍ତି। ପିତାଙ୍କର ଦଶାହ କାମ ପୁତ୍ରକୁହିଁ କରିବାକୁ ପଡେ। ଦଶାହ କର୍ମ ରେ କଣ ପାଈଁ ହୋଇଥାଏ ଆପଣମାନେ ତ ଜାଣିଥିବେ ନିଶ୍ଚୟ ।

ଗରୁଡ଼ ପୁରାଣ ରେ ଉଲ୍ଲେଖ ଅଛି ଦଶାହ କର୍ମ ପାଳନ କଲେ ପୁତ୍ର ପିତା ଙ୍କ ଋଣ ରୁ ମୁକ୍ତ ହୋଇଥାଏ ଆହୁରି ମଧ୍ୟ କର୍ମ ସମୟରେ ପୁତ୍ରର ଆଖି ଟୋପାଟେ ମଧ୍ୟ ଲୁହ ଯେମିତି ନ ବାହାରିବ ସେଥିପ୍ରତି ଧ୍ୟାନ ଦେବାକୁ ପଡିଥାଏ କାରଣ ପୁତ୍ର ଆଖିରୁ ଅଶ୍ରୁ ବାହାରିଲେ ପିତା ର ଆତ୍ମା ଶାନ୍ତି ପାଇ ନଥାଏ ।ଆହୁରି ମଧ୍ୟ କୁହାଯାଇଛି ଯାହାର ପୁତ୍ର ନାହିଁ ତାଙ୍କର ପତ୍ନୀ, ବନ୍ଧୁ କିମ୍ବା ମୃତକଙ୍କ ବଡ ଭାଇ ଏ କର୍ମ କୁ ସମ୍ପାଦନ କରିପାରିବେ। ପୁଣି ମଧ୍ୟ ଉଲ୍ଲେଖ ଅଛି ଯାହାର 10 ଜଣ ପୁତ୍ର ଥିଲେ ବିକେବଳ ବଡ ପୁଅ କୁ ହିଁ କର୍ମ କରିପାରିବକୁ ପଡେ। ଦଶାହ ର ଦଶ ଦିନ ପଯ୍ୟନ୍ତ ପୁତ୍ରକୁ ଚଟାଣରେ ସୋଇବାକୁ ପଡିଥାଏ। ଦଶ ଦିନ ପଯ୍ୟନ୍ତ ପୁତ୍ର କୁ ଏକୁଟିଆ ରହିବାକୁ ପଡେ ଏବଂ କର୍ମ ଶେଷରେ ପରିଜନ ଙ୍କ ସହ ମିଶି ମୁଣ୍ଡନ ହେବାକୁ ପଡିଥାଏ। ପିତା ର ମୃତ୍ୟୁ ପରେ ଏହିପରି ବିଭିନ୍ନ କର୍ତ୍ତବ୍ୟ ପୁତ୍ର କୁ ତୁଲାଇବାକୁ ପଡିଥାଏ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଏହି 4 ଗୋଟି ରାଶିର ବ୍ୟକ୍ତିଙ୍କ ଉପରେ ଆଜିଠୁ ରହିବ ସନିଦେବଙ୍କ କୃପା ରହିବ ଆପଣଙ୍କ ରାଶି ନାହିଁ ତ ଏଥିରେ …

ହେଲୋ ଫ୍ରେଣ୍ଡସ ଆଜିକା ସମୟରେ ପ୍ରତେକ ବ୍ୟକ୍ତି ଦୁର୍ଭାଗ୍ୟକୁ ନେଇ ଚିନ୍ତାରେ ରହିଥାନ୍ତି | ପ୍ରତେକ ବ୍ୟକ୍ତି ଜୀବନରେ ସବୁକ୍ଷେତ୍ରରେ …

Leave a Reply

Your email address will not be published.