Breaking News

ଭୋଜନ କେଉଁଠି ଓ କେମିତି କରୁଛନ୍ତି, ଜାଣି ନିଅନ୍ତୁ ଏହି ଭ-ୟ-ଙ୍କ- ର କଥା ,ନଚେତ ….

ଆସନ୍ତୁ ଭୋଜନ ବିଷୟ ରେ ଜାଣିବା କିଛି ନୂଆ ତଥ୍ୟ ମହାଭାରତ ସମୟ ରେ ମନ୍ୟୁଷ କୁ ଭୋଜନ କରିବା ସମୟ ରେ କିଛି ନିର୍ଦ୍ଦିଷ୍ଟ ନିୟମ ମାନି ବାକୁ ପଡି ଥାଏ |ଯଦି କୌଣସି ମନ୍ୟୁଷ ଏହି ନିୟମ ର ପାଳନ କରିବ ତେବେ ସେ ସୁଖ ସମ୍ପତ୍ତି ଓ ଆରୋଗ୍ୟ ଲାଭ କରି ଥାଏ |ଆସନ୍ତୁ ଜାଣିବା ସେ ନିୟମ ଗୁଡିକ କଣ କଣ |ଭୋଜନ କରିବା ଆଗରୁ ପାଦ ,ହାତ ଓ ମୁହଁ କୁ ଭଲ ଭାବେ ଧୁଅନ୍ତୁ |ଭୋଜନ ଆଗରୁ ଅନ୍ନ ଦେବୀ ତଥା ଅନ୍ନ ପୂର୍ଣ୍ଣା ମାତା ଙ୍କ ନାମ ସୁମରଣା କରି ଭୋଜନ ପାଇଁ ତାଙ୍କୁ ଧନ୍ୟବାଦ ପ୍ରଦାନ ଏବଂ ପୃଥିବୀ ରେ କୌଣସି ପ୍ରାଣୀ ଭୋକିଲା ନ ରୁହନ୍ତୁ ବୋଲି ତାଙ୍କୁ ପ୍ରାର୍ଥନା କରିବା ଉଚିତ | ଭୋଜନ ବନଉଥିବା ମହିଳା ସ୍ନାନ କରି ଶୁଦ୍ଧ ମନ ରେ ଭୋଜନ ତିଆରି କରିବା ଉଚିତ |ସର୍ବ ପ୍ରଥମେ ତିନୋଟି ରୁଟି ଗୋଟେ ଗାଈ ପାଇଁ ଗୋଟେ କୁକୁର ପାଇଁ ଅନ୍ୟ ଟି କାଉ ପାଇଁ ତିଆରି କରି ଅଗ୍ନି ଦେବ ଙ୍କୁ ଭୋଗ ଲଗାଇ ଘର ଲୋକ ଙ୍କୁ ଖାଇବାକୁ ଦେବା ଉଚିତ |

 

ପାଚନ କ୍ରିୟା ର ଜଟିଳ ଅଗ୍ନି ସୂର୍ଯ୍ୟ ଦେବତା ଙ୍କ ଉଦୟ ର ଦୁଇ ଘଣ୍ଟା ପରେ ଏବଂ ସୂର୍ଯ୍ୟ ଅସ୍ତ ହେବାର ଅଧ ଘଣ୍ଟା ଆଗରୁ ରହି ଥାଏ |ଯେଉଁ ବ୍ୟକ୍ତି ଗୋଟିଏ ଥର ଭୋଜନ କରେ ସେ ଯୋଗୀ ଏବଂ ଯେଉଁ ବ୍ୟକ୍ତି ଦୁଇ ଥର ଭୋଜନ କରେ ତାକୁ ଭୋଗୀ ବୋଲି କୁହା ଯାଏ |ଭୋଜନ ପୂର୍ବ ଏବଂ ଉତ୍ତର ଦିଗ କୁ ମୁହଁ କରି କରିବା ଉଚିତ |ଦକ୍ଷିଣ ଦିଗ କୁ ମୁଖ କରି ଭୋଜନ କରିବା ଦ୍ଵାରା ଏହା ପ୍ରେ-ତ କୁ ପ୍ରାପ୍ତ ହୋଇ ଥାଏ |ପଶ୍ଚିମ ଦିଗ କୁ ଭୋଜନ କରି ରୋ -ଗ କୁ ଆମନ୍ତ୍ରଣ କରିବା ସହ ସମାନ ହୋଇ ଥାଏ |

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ରାଜ୍ୟ ସରକାର ଙ୍କ ନିଷ୍ପତି , ଏଣିକି ଶବ୍ଦ ପ୍ରଦୂଷଣ କଲେ ଦେବେ 1 ଲକ୍ଷ ଟଙ୍କାର ଜୋରିମାନା

ଆଜିକାଲି ବଡ଼ ବଡ଼ ସହର ମାନଙ୍କରେ ସବୁଠାରୁ ବଡ଼ ସମସ୍ୟା ସାଜିଛି ଶବ୍ଦ ପ୍ରଦୂଷଣ। କେମିତି ବି ନହେବ ଯେଉଁ …

Leave a Reply

Your email address will not be published. Required fields are marked *