Breaking News

ଆସନ୍ତା କାଲି ଠାରୁ ଏହି 5 ଟି ରାଶିଙ୍କ ବଦଳିବ ଭାଗ୍ୟ ଆଉ ହୋଇଯିବେ ମାଲାମାଲ !

ନମସ୍କାର ବନ୍ଧୁଗଣ ହାତୀକୁ ଭଗଵାନ ଗଣେଶଙ୍କର ପ୍ରତୀକ ଭାବରେ ବିଚାର କରାଯାଇଥାଏ ଏବଂ ଭଗଵାନ ଗଣେଶ ବୁଦ୍ଧିର ଦେବତା ଅଟନ୍ତି କୁଣ୍ଡଳୀରେ ଗଜ କେଶରୀ ଯୋଗ ହେବା ଦ୍ଵାରା ଜାତକ ନିଜ ବୁଦ୍ଧି ବଳରେ ଧନ ମାନସମ୍ମାନ ଓ ନାମ ଅର୍ଜନ କରିଥାଏ ଯଦି କାହାର କୁଣ୍ଡଳୀରେ ଗଜ କେଶରୀ ଯୋଗ ସୃଷ୍ଟି ହୋଇଥାଏ ତେବେ ସେହି ଜାତକଙ୍କର ଗଜ ଅର୍ଥାତ୍ ହାତୀର ସମାନ ଶକ୍ତି ଓ ବୈଭବ ପ୍ରାପ୍ତି ହୋଇଥାଏ।

ଗଜ କେଶରୀ ଯୋଗର ଶୁଭ ଏବଂ ଅଶୁଭ ଫଳ କୁଣ୍ଡଳୀର ଭାବ ରାଶି ନକ୍ଷତ୍ର ଓ ଗୁରୁର ସ୍ଥିତି ଉପରେ ନିର୍ଭର କରିଥାଏ କୁଣ୍ଡଳୀର ଗୁରୁ ଓ ଚନ୍ଦ୍ର ବଳବାନ୍ ହେବା ପରେ ଗଜ କେଶରୀ ଯୋଗର ନିର୍ମାଣ ହୋଇଥାଏ ଆମର ଜ୍ୟୋତିଷ ବିଦ୍ୱାନଙ୍କ କଥା ଅନୁସାରେ ଆଜିଠାରୁ ଆରମ୍ଭ କରି ୩୧ ଅକ୍ଟୋବର ପର୍ଯ୍ୟନ୍ତ ଏକ ବଡ଼ ଶୁଭ ହେବାକୁ ଯାଉଛି ଯାହାର ନାମ ଅଟେ |

ଗଜ କେଶରୀ ଯୋଗ ଏହି ଯୋଗ କାରଣରୁ ବୋହୁତ ରାଶି ମାନଙ୍କ ଜୀବନରେ ବଡ ସକାରାତ୍ମକ ପରିଣାମ ଦେଖିବାକୁ ମିଳିବ ଏମାନଙ୍କ ଜୀବନରେ ଧନ ସମ୍ବନ୍ଧୀୟ ସବୁ ପ୍ରକାର ସମସ୍ୟା ଦୂର ହେବ। ତେବେ ଦର୍ଶକ ବନ୍ଧୁ ଆଜି ଆସନ୍ତୁ ସେହି ରାଶି ମାନଙ୍କ ବିଷୟରେ ବିସ୍ତାର ରୂପରେ ଜାଣିବା ଯେଉଁ ମାନଙ୍କ ରାଶିରେ ଗଜ କେଶରୀ ଯୋଗ ସୃଷ୍ଟି ହେଉଅଛି।

ମେଷ ରାଶି
ମେଷ ରାଶି ଥିବା ବ୍ୟକ୍ତିଙ୍କ ଜୀବନରେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଧନ ଲାଭର ଯୋଗ ଯୋଗ ବନୁ ଅଛି ଲମ୍ବା ସମୟ ଧରି ଚାଲିଥିବା ସମସ୍ୟାରୁ ମୁକ୍ତି ମିଳିବ ଏହି ରାଶି ଥିବା ବ୍ୟକ୍ତିଙ୍କ ଜୀବନରେ ନୂଆ ଅବସର ଆସିବ ଯାହାଦ୍ଵାରା ଆପଣ ଆପଣଙ୍କ ଜୀବନରେ ଉନ୍ନତି ଆଡ଼କୁ ଅଗ୍ରସର କରିବେ କଠିନ ପରିଶ୍ରମ କରିବା ଦ୍ଵାରା ଆପଣଙ୍କୁ ସଫଳତା ନିଶ୍ଚିତ ମିଳିବ ଆପଣ ଏହି ସମୟରେ ଭାଗ୍ୟର ସଂପୂର୍ଣ୍ଣ ସହଯୋଗ ପ୍ରାପ୍ତ କରିବେ।

ମିଥୁନ ରାଶି
ମିଥୁନ ରାଶି ଥିବା ବ୍ୟକ୍ତିଙ୍କ ପାଇଁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଜୀବନ ସାଥିଙ୍କ ସହିତ ବୋହୁତ ଭଲ ସମୟ ବ୍ୟତୀତ ହେବ ଆପଣଙ୍କୁ ଆପଣଙ୍କ ପରିବାରର ବ୍ୟକ୍ତିଙ୍କ କଥାକୁ ଧ୍ୟାନର ସହିତ ଶୁଣିବାକୁ ପଡ଼ିବ ଓ ସମସ୍ତଙ୍କୁ ସମ୍ମାନ ଦେବା ମଧ୍ୟ ଆବଶ୍ୟକ ଆପଣଙ୍କୁ କୌଣସି ଶୁଭ ସମାଚାର ପ୍ରାପ୍ତ ହୋଇପାରେ ଆପଣଙ୍କର ଆଗକୁ ଆସିବାକୁ ଥିବା ସମୟ ବୋହୁତ ଉତ୍ତମ ରହିବାର ଅଛି।

ସିଂହ ରାଶ
ସିଂହ ରାଶି ଥିବା ଜାତକଙ୍କ ପାଇଁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆଜିଠାରୁ ସୃଷ୍ଟି ହେଉଥିବା ରାଜଯୋଗ କାରଣରୁ କିଛି ଶୁଭ ଖବର ମିଳିପାରେ। ସିଂହ ରାଶି ଥିବା ବ୍ୟକ୍ତିଙ୍କ ଉପରେ ମାତା ଲକ୍ଷ୍ମୀଙ୍କର ଅପାର କୃପା ରହିବ ଯେଉଁ କାରଣରୁ ଆପଣଙ୍କ ଅୟରେ ବୃଦ୍ଧି ହେବ ଆପଣଙ୍କର ସ୍ବାସ୍ଥ୍ୟ ଉତ୍ତମ ରହିବ ଅଟକି ରହିଥିବା ସମସ୍ତ କାର୍ଯ୍ୟ ଆପଣଙ୍କର ପୂରଣ ହେବ ବ୍ୟବସାୟରେ ଆପଣଙ୍କୁ ଧନ ଲାଭ ହୋଇପାରେ ତେବେ କେବଳ କ୍ରୋଧରୁ ନିଜକୁ ଦୂରରେ ରଖନ୍ତୁ।

ବିଛା ରାଶି
ବିଛା ରାଶିର ଜାତକଙ୍କ ପାଇଁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ରାଜଯୋଗ କାରଣରୁ ଆପଣଙ୍କର କୁଣ୍ଡଳୀରେ ଧନ ଲାଭର ଯୋଗ ବନୁ ଅଛି ଏହି ରାଶି ଥିବା ବ୍ୟକ୍ତିଙ୍କୁ ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହେବ ଯେଉଁ କାରଣରୁ ଯେଉଁ ବି ବ୍ୟକ୍ତି ବ୍ୟାପାର କ୍ଷେତ୍ରରେ ଅଛନ୍ତି ତାଙ୍କୁ ବ୍ୟବସାୟରେ ଅଧିକ ଧନ ଲାଭର ଯୋଗ ବନୁ ଅଛି ଶାରିରୀକ ଏବଂ ମାନସିକ ଭାବରେ ସ୍ବାସ୍ଥ୍ୟ ଭଲ ରହିବ ଏହି ରାଶିର ଲୋକଙ୍କୁ ଧନର ଅଭାବ ରହିବ ନାହିଁ ଓ ଭାଗ୍ୟର ସଂପୂର୍ଣ୍ଣ ସହଯୋଗ ମିଳିବ।

ମୀନ ରାଶି
ମୀନ ରାଶିର ଜାତକଙ୍କ ପାଇଁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏମାନଙ୍କ ସମୟ ଶୁଭଫଳ ଦାୟକ ରହିବାର ଅଛି ଆପଣଙ୍କ ଆତ୍ମ ବିଶ୍ବାସରେ ବୃଦ୍ଧି ହେବ ସରକାରୀ କାର୍ଯ୍ୟରେ ଆପଣ ଲାଭ ପ୍ରାପ୍ତ କରିବେ କୋର୍ଟ କଚେରି ମାମଲାରେ ନିର୍ଣ୍ଣୟ ଆପଣଙ୍କ ପକ୍ଷରେ ରହିବ ଆପଣଙ୍କ ସ୍ବାସ୍ଥ୍ୟ ଉତ୍ତମ ରହିବ ବୈବାହିକ ଜୀବନ ଶାନ୍ତି ନିରନ୍ତର ରହିବ ଚାକିରୀ ଓ ବ୍ୟାପାର କ୍ଷେତ୍ରରେ କରାଯାଉଥିବା ପ୍ରୟାସ ସଫଳ ହେବ।

About odisha news

Check Also

ଶ୍ରାବଣ ମାସରେ ( ନନ୍ଦୀ ) କାନରେ କହିଦିଅନ୍ତୁ ଏହି ଶବ୍ଦ, ଆଉ ତାପରେ ଦେଖନ୍ତୁ ଚମତ୍କାର, ଧନର ବର୍ଷା ହେବ…

ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସ ଅର୍ଥାତ ବର୍ଷ ଜଳଭରା ଏବଂ ସବୁଜ ଜିମା ପରିବେଶ ଏହି ମାସରେ ଧରିତ୍ରୀ ସୁନ୍ଦର …

Leave a Reply

Your email address will not be published.