ଦର୍ଶକବନ୍ଧୁ ଆପଣ ମାନେ ଜାଣିଛନ୍ତି ଯେ ରାଶି ଚକ୍ରରେ 12 ଗୋଟି ରାଶି ରହିଛି ଓ 12 ଗୋଟି ରାଶିର ରାଶିଫଳ ଗ୍ରହମାନଙ୍କ ପରିଚାଳନାରୁ ନିଦ୍ଧାରିତ ହୋଇଥାଏ ଗ୍ରହ ମାନଙ୍କର ସିଧା ପ୍ରଭାବ ଏହି ରାଶି ମାନଙ୍କ ଉପରେ ପଡିଥାଏ ପ୍ରତେକ ବ୍ୟକ୍ତିର କୁଣ୍ଡଳୀ ବା ଜାତକ ଏହି ରାଶି ମାନଙ୍କ ସହିତ ଜଡିତ ରହିଥାଏ ଏହି ଗ୍ରହ ମାନଙ୍କ ଚଳନରୁ କିଛି ରାଶି ମାନଙ୍କ ଉପରେ ଶୁଭ ପ୍ରଭାବ ପକାଇଥାଏ ତ କିଛି ରାଶି ମାନଙ୍କ ଉପରେ ଖରାପ ପ୍ରଭାବ ମଧ୍ୟ ପକାଇଥାଏ ପ୍ରତେକ ଦିନ ଗ୍ରହରେ କିଛିନା କିଛି ପରିଵର୍ତନ ଘଟୁଛି ସେହି ପରି 4 ଟି ରାଶି ଉପରେ ଆଜି ଠାରୁ ଗ୍ରହ ମାନଙ୍କର କୁ ପ୍ରଭାବ ପଡ଼ିବାକୁ ଯାଉଛି ଏହି 4 ଗୋଟି ରାଶିର ଲୋକ ମନକୁ ସାବଧାନ ସହିତ ରହିବାକୁ ପଡିବ |
ମିଥୁନ ରାଶି
ଲୋକ ପ୍ରିୟତା ହ୍ରସ ପାଇବା ନିଜର ସବୁ ଭଲ ସାଙ୍ଗ ଓ ବନ୍ଧୁଙ୍କୁ ହରେଇବେ ଅର୍ଥ ଅଭାବ ଅନୁଭବ କରିପାରନ୍ତି କୌଣସି କଳହ ରେ ପଡିପାରନ୍ତି ଓ ଆର୍ଥିକ ଖେତୀ ସହିବେ ପାଇଥିବା ଦ୍ରବ୍ୟ ହରାଇବସିବେ କୌଣସି ବଡ଼ ଧରଣ ଯୋଜନାରେ ପରିବର୍ତନ କରିବେ ପରିବାରରେ ଜଞ୍ଜାଳ ବଢିବ ଓ ଖର୍ଚ୍ଚ ବଢ଼ିବାରୁ ବିଚଳିତ ରହିବେ | ଆପଣଙ୍କର ପ୍ରତିକାର ହେଉଛି ଗାଈକୁ ସବୁଜ ଘାସ ବା ଅନ୍ୟ କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ |
କର୍କଟ ରାଶି
ଆପଣ ମାନଙ୍କର ମାନସିକ ଅଶାନ୍ତି ବଢି ପାରେ ଦୂର ବନ୍ଧୁଙ୍କର ଦ୍ୱାରା ଅପମାନିତ ହୋଇପାରନ୍ତି ଅଯଥା କାମରେ ଟଙ୍କା ବିନିଯୋଗ କରିବେ କୌଣସି ଜାଗାରୁ ଅପମାନିତ ହୋଇପାରନ୍ତି ଶାରୀରିକ କଷ୍ଟ ଭୋଗିବାକୁ ପଡିବ | ଆପଣଙ୍କ ପାଇଁ ପରିବାରରେ କଳହ ସୃଷ୍ଟି ହୋଇପାରେ ଅପଣଙ୍କ ପାଇଁ ପ୍ରତିକାର ହଉଛି ଗରିବ ଲୋକଙ୍କୁ ଅର୍ଣ୍ଣ କିଛି ସାହାଯ୍ୟ କରନ୍ତୁ |
ମୀନ ରାଶି
ଏହି ରାଶିରେ ଅର୍ଥ ଅଭାବ ଦେଖାଦେବ ନିଜର ପରିବେଶରେ ପରିଵର୍ତନ ହେବ ମାନସନମାନ ରେ ହାନି ଘଟିବ ଉପଯୁକ୍ତ ନ୍ୟୟ ପାଇପାରିବେ ନାହିଁ ପରିବାରରେ ସବୁବେଳେ ଝଗଡା ଲାଗିରହିବ | ଆପଣ ମାନେ ଆଳସ୍ୟ ଅନୁଭବ କରିବେ ଘାଟାତ ଦୃଘଟଣା ଘଟିବ ତେଣୁ ସର୍ବଦା ସାବଧାନ ରୁହନ୍ତୁ ମାନସିକ ଉଦେଗ ବଢ଼ିଯିବ କାର୍ଯ୍ୟ ରେ ଅବନତି ଘଟିବ ଆପଣଙ୍କ ପାଇଁ ପ୍ରତିକାର ପାଇଁ ପ୍ରତେକ ମଙ୍ଗଳ ବାର ଦିନ ହନୁମାନ ମନ୍ତ୍ର ପାଠ କରନ୍ତୁ ଏବଂ ହନୁମାନଙ୍କ ମନ୍ଦିର କୁ ଯାଇ ହନୁମାନଙ୍କ ଚରଣରେ ମୁଣ୍ଡିଆ ମରାନ୍ତୁ |
ବିଛା ରାଶି
ଭୟବିତ୍ତ ମଧ୍ୟରେ ସମୟ ଅତିବାହିତ ହେବ ବହୁତ ଦିନର ଅନୁ ସନ୍ଧାନରେ ବିଫଳ ହେବେ ଯାତ୍ରାରେ ସତର୍କତା ଅବଲମ୍ବନ କରନ୍ତୁ ମାନସିକ ଚାପ ପଡିପାରେ ବେସ୍ତତା ଭିତରେ ସମୟ କଟି ପାରେ | ଅଭାବ ଅନଟନରେ ଦିନ କଟି ପାରେ ବିଶ୍ୱାସ ଘାତକ ତାର ଶିକାର ହୋଇ ପାରନ୍ତି ନିଜ ଦେହ ଉପରେ କଷ୍ଟ ରହିଛି ସତର୍କ ରୁହନ୍ତୁ ଶାରୀରିକ କଷ୍ଟ ଅନୁଭବ କରିପାରନ୍ତି ଆପଣଙ୍କ ପାଇଁ ପ୍ରତିକାର ହେଉଛି ଅସହ୍ୟ ବ୍ୟକ୍ତିଙ୍କୁ ସାହାଯ୍ୟ କରନ୍ତୁ ବା ବସ୍ତ୍ର ଦାନ କରନ୍ତୁ |
Check Also
ଆସନ୍ତା କାଲିଠାରୁ ଏହି ୮ ଗୋଟି ରାଶିରେ ରାଜଯୋଗ ବନିବାକୁ ଯାଉଛି, ଦେଖନ୍ତୁ ଏଥି ମଧ୍ୟରୁ ଆପଣଙ୍କ ରାଶି !
ବନ୍ଧୁଗଣ ଶ୍ରାବଣ ମାସର ଦ୍ୱିତୀୟ ସୋମବାର ଏହି ୮ ଗୋଟି ରାଶି ଉପରେ ବର୍ଷିବା ପ୍ରଭୁ ଭଗବାନ ଶିବଙ୍କର କୃପା …