ଦର୍ଶକବନ୍ଧୁ ଆସନ୍ତା କଲି ଅକ୍ଷୟ ତୃତୀୟା ଅବସରରେ ଚାଷୀଙ୍କ ଖାତାକୁ ସିଧା ସଳକ କାଳିଆ ତାଙ୍କ ଯିବ ବୋଲି ଜଣା ଯାଉଛି ଏହା ଦ୍ୱାରା ୪୦ ଲକ୍ଷରୁ ଉର୍ଧ ଚାଷୀ ନାମ ମାତ୍ର ଚାଷୀ ଲାଭ ପାଇବେ ମୁଖ୍ୟ ମନ୍ତ୍ରୀ ନବୀନ ପଟନାୟକ ଏକ ସ୍ୱତନ୍ତ୍ର କାର୍ଯ୍ୟ କର୍ମରେ କାଳିଆ ତାଙ୍କ ପଠାଇବେ ବୋଲି ସୂଚନା ମିଳିଛି ଉଲେଖ ଯୋଗ୍ୟ କୃଷକଙ୍କ ଜୀବିକା ଓ ଆୟ ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା କାଳିଆ ଯୋଜନା ଅବଧି କୁ ଆଉ 3 ବର୍ଷ ପାଇଁ ବଢ଼ାଇ ଦିଆଯାଇଥିଲା |
2019 ସାଧାରଣ ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇଥିବା କାଳିଆ ଯୋଜନାର ଅବଧି 2022 ମସିହାମାର୍ଚ୍ଚ 31 ରେ ଶେଷ ହୋଇଥିବା ବେଳେ ଏହାକୁ 3 ବର୍ଷ ବଢ଼ାଇ ବାକୁ ରାଜ୍ୟ ସରକାର ନିଷ୍ପତି ନେଇଥିଲେ | ଆସନ୍ତା 3 ବର୍ଷ ପର୍ଯ୍ୟନ୍ତ ବର୍ଷକୁ 2ଟି ପର୍ଯାୟରେ ଚାଷୀଙ୍କୁ କାଳିଆ ସହାୟତା ମିଳିବ | ଅକ୍ଷୟ ତୃତୀୟା ଏବଂ ନୂଆଖାଇ ରେ ଚାଷୀଙ୍କ ବ୍ୟାଙ୍କ ଖାତାକୁ 200 ଟଙ୍କା ଲେଖାଏ ପଠାଯିବ ବୋଲି ନିଷ୍ପତି ନିଆଯାଇଥିଲା |
କାଳିଆ ଯୋଜନାରେ ଯୋଡି ହୋଇ ରହିଥିବା ଭାଇ ମାନେ ଖୁସି ଖବର ଯଦି ଆପଣ ମାନେ କାଳିଆ ଯୋଜନାରେ ହିତାଧିକାରୀ ତାହାଲେ ଆପଣ ପାଇଁ ବହୁତ ବଡ଼ ଖୁସି ଖବର ଏହି 3 ତାରିଖରେ ମିଳିବାକୁ ଯାଉଛି କାଳିଆ ଯୋଜନା ସପ୍ତମ କିସ୍ତି ଟଙ୍କା ଯିବା | ଅକ୍ଷୟ ତୃତୀୟା ଓ ନୂଆଖାଇରେ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଆସିବ 2000 ଟଙ୍କା ଲେଖାଏ ମିଳିବ |
Check Also
ଜଗନ୍ନାଥ ମନ୍ଦିରର ଗୁପ୍ତ ରହସ୍ୟ ଜାଣନ୍ତୁ ବିଶ୍ୱ ପ୍ରସିଦ୍ଧ କାହିଁକି, ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ !
ନମସ୍କାର ବନ୍ଧୁଗଣ ଆସନ୍ତୁ ଜାଣିବା ବିଶ୍ୱବ୍ରମହାଣ୍ଡର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥ ମନ୍ଦିର ଗୁପ୍ତ ରହସ୍ୟ | ତେବେ ଏହିଖବରଟି ଶେଷଯାଏଁ …