Breaking News

ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ: ୪୦ ଡିଗ୍ରୀ ଉପରେ ୧୪ ଟି ଜିଲ୍ଲା ,ଆସନ୍ତା 3 ମାସ ଜଳିବ ଓଡିଶା

ବଢିଚାଲିଛି ତାତି ଆଉଟୁପାଉଟୁ ହେଉଛି ସାରା ଓଡିଶା | ଉପାନ୍ତର ଆଉ ଉପକୂଳ କେବଳ ଖରା ଆଉ ଖରା | ବାରିପଦା ଠାରୁ ବଲାଙ୍ଗୀର ପର୍ଯ୍ୟନ୍ତ କେବଳ ଖରା ଆଉ ଖରା | ବର୍ତ୍ତମାନ ତାତିର ସ୍ଥିତି ଏଭଳି ହୋଇଛି ଯେ ସକାଳ ୮ଟା ପରଠୁ ଘରୁ ବାହାରିବା ଅସମ୍ଭବ ପ୍ରାୟ ହୋଇପଡିଛି | ଆସନ୍ତା କାଲି ଯାଏଁ ସାରା ରାଜ୍ୟରେ ଜାରି ରହିଛି ତାତି | ଗ୍ରୀଷ୍ମର ପ୍ରଭାବକୁ ନେଇ ୨୧ଟି ଜିଲ୍ଲା କୁ ଅରେଞ୍ଜ ୱାର୍ନିଙ୍ଗ ଜାରି କରାଯାଇଛି |

ଦୁଇ ଦିନ ପରେ ତାପମାତ୍ରା ରେ ପରିବର୍ତ୍ତନ ହେବାସହ କାଳ ବୈଶାଖୀର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ | ଗତ ୨୪ ଘଣ୍ଟା ଭିତରେ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି ରାଜଧାନୀ ଭୁବନେଶ୍ବର | ମାର୍ଚରେ ସର୍ବକାଳୀନ ରେକର୍ଡ ଭାଙ୍ଗିଛି ରାଜଧାନୀ ଭୁବନେଶ୍ବର |

ଗତ କଲି ୪୪.୦୨ ଡିଗ୍ରୀ ସହ ଭୁବନେଶ୍ବର ରାଜ୍ୟର ସବୁଠୁ ଉତ୍ତପ୍ତ ସହର | ସେହି ପରି ରାଜ୍ୟର ୧୩ଟି ସହର ୪୧ ଡିଗ୍ରୀ ଉପରେ ରହିଛି |୨୦୧୬ ମାର୍ଚ ୨୧ରେ ଭୁବନେଶ୍ବର ର ପାରଦ ଥିଲା ୪୨.୦୨ ଡିଗ୍ରୀ | ଏହା ପରେ ବାଲେଶ୍ଵର ଉତ୍ତପ୍ତ ସହର ଥିଲା ଯାହାର ତାପମାତ୍ରା ୪୩ ଡିଗ୍ରୀ ସେଲସିୟସ ରହିଥିଲା |

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ବଡ ଖବର – ଭୁବନେଶ୍ଵର ହାଇଟେକ ହସ୍ପିଟାଲରେ ରୋଗୀର ମୃତ୍ୟୁ ପରେ ବି ଜାଣିଲେ ନାହିଁ!, ମା ଝିଅଙ୍କ ଦୁଃଖ ଦେଖିଲେ ସହି ପାରିବେ ନାହିଁ ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଭୁବନେଶ୍ବର ର ହାଇଟେକ ମେଡିକାଲ ରେ ରେ ବଡ ଅଭିଯୋଗ , ହଁ ବନ୍ଧୁ ମାତ୍ର କିଛି …

Leave a Reply

Your email address will not be published. Required fields are marked *