Breaking News

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବର୍ଷିବ ଭୟଙ୍କର ବର୍ଷା ଏହି ୧୩ ଜିଲ୍ଲାକୁ ୟେଲୋ ୱର୍ଣୀ ଜାରି !

ବର୍ତମାନର ବଡ଼ ଖବର ପାଇପାଗକୁ ନେଇ ବଡ଼ ସୂଚନା ଷଣ୍ତ 24 ଘଣ୍ଟାମଧ୍ୟରେ 13 ଜିଲାରେ ୟେଲୋ ୱର୍ଣୀ ଜାରି ବାତ୍ୟା ପ୍ରଭାବ ଏପଟେ ସମଗ୍ର ରାଜ୍ୟରେ ବିଗତ 3ଦିନ ଧରି ଅସହାୟ ଗ୍ରୀଷ୍ମ ପ୍ରଭାବ ଲାଗି ରହିଛି ଆକାଶରୁ ଖୁସୁଛି ନିଆଁ ବର୍ଷା ଖାଲି ନିଆଁ ବର୍ଷ ନୁହେଁ | ନିଆଁ ବର୍ଷା ସାଙ୍ଗକୁ ଆକାଶରୁ ଆସୁଛି ଅତି ବାଇଗଣୀ ରଶ୍ମି ସେଥିପାଇଁ ସତର୍କ ସୂଚନା ଜାରି ଦିନ 10ରୁ 3ଟା ପର୍ଯ୍ୟନ୍ତ ଖରାରେ ବୁଲିବା ମନା ସୂର୍ଯ୍ୟଙ୍କ ଠାରୁ ଆସୁଥିବା ଅତି ବାଇଗଣୀ ରଶ୍ମି ଚର୍ମ କର୍କଟ କରି ପାରେ ତେବେ ସତର୍କ ରୁହନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ |

ଏପଟେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରଭାବ ଯୋଗୁଁ ଅସ୍ଵାସ୍ଥି ଅଶ୍ୱନୀ ପରେ କାଳ ବୈଶାଖୀ ତାତି ଖସାଇ ପରେ ଝଡ ବାତ୍ୟା କାଳ ବୈଶାଖୀ | ତେବେ ସମଗ୍ର ରାଜ୍ୟରେ 3ଦିନ ଧରି ଅସହାୟ ଗ୍ରୀଷ୍ମ ପ୍ରଭାବ ଲାଗି ରହୁଥିଲା ବେଳେ ଆସନ୍ତା 24 ଘଣ୍ଟା ମଧ୍ୟରେ ଏହାକି ଆସନ୍ତା କଲି ରାତି ସୁଦ୍ଧା 3ଟି ଜିଲ୍ଲାକୁ ବଜର ପାତ ବର୍ଷା ସହ କାଳ ବୈଶାଖୀ ର ସମ୍ଭାବନା ରହିଛି ବୋଲି ପାଣି ପାଣି ପାଗ ବିଭାଗ ସତର୍କ ସୂଚନା ଜାରିକରିଛି ଏଥିସହ ଆସନ୍ତା 5ଦିନ ପର୍ଯ୍ୟନ୍ତ ଆକାଶରୁ ଖସିବ ନୁଆଁ ବର୍ଷା |

ଖରାକୁ ବାହାରିବା ମନା ରାଜ୍ୟରେ ଅନୁଗୁଳୁ ଢେଙ୍କାନାଳ କେନ୍ଦୁଝର ମୟୁରଭଞ୍ଜ ବାଲେଶ୍ୱର ଭଦ୍ରକ ଯାଜପୁର କଟକ କୋରାପୁଟ ରାୟଗଡା କନ୍ଧମାଳ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଗୋଟେ କିମ୍ବା 02ଟି ସ୍ଥାନରେ ବଜ୍ରପାତ ପବନ ସହ ଝଡ଼ ବାତ୍ୟା ସହିତ କାଳ ବୈଶାଖୀ ସମ୍ଭାବନା ରହିଛି ଭରତୀୟ ପାଣିପାଗ ବିବାହାଗ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ସତର୍କ ସୂଚନା କୁହାଯାଇଛି ଏହାକୁ ଦୁଷ୍ଟିରେ ରଖି ଏହି 13ଟି ଜିଲ୍ଲା ପାଇଁ ୟେଲୋ ୱର୍ଣୀ ଜାରି କରିବା ସହ କାଳ ବୈଶାଖୀ ସମୟରେ ପଦାକୁ ନବାହାରିବ ପାଇଁ ଳୋକଙ୍କୁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର |

ସେହି ପରି ଜାରି ସତର୍କ ସୂଚନ ଜାରି ଉତ୍ତର ଉପକୂଳ ଓଡିଶା ସମ୍ବଲପୁର ସୁନ୍ଦର ଗଡ଼ ଦେବଗଡ଼ ଅନୁଗୁଳ ଢେଙ୍କାନାଳ କେନ୍ଦୁଝର ମୟୁରଭଞ୍ଜ କୋରାପୁଟ ରାୟଗଡ଼ କନ୍ଧମାଳ ଗଞ୍ଜାମ ଓ ଗଜପତି ଜିଲ୍ଲାର ଗୋଟେ କିମ୍ବା ଦୁଇଟି ସ୍ଥାନରେ ହାଲୁକରୁ ମାଧ୍ୟମ ଧରଣ ବର୍ଷା ସହ ବାଜପାତ ହେବାର ସମ୍ଭାବନା ରହିଛି | ଅନ୍ୟ ପକ୍ଷ ଓଡ଼ିଶାର ଜିଲ୍ଲା ଗୁଡିକରେ ଆସନ୍ତା 24 ଘଣ୍ଟା ମଧ୍ୟରେ ସର୍ବାଧିକ ତାପମାତ୍ରା ଦିନର ଟପମାତ୍ରା ରେ କୌଣସି ବଡ଼ ଧରଣ ପରିବର୍ତନ ହେବାର ସମ୍ଭାବନା ନାହିଁ |

About odisha news

Check Also

ସାବଧାନ; ଅତି ଭୀଷଣ ରୂପ ନେଲା ଲଘୁଚାପ, ବାଲେଶ୍ଵର ସହ 13 ଜିଲ୍ଲାକୁ ହାଇ ଆଲଟ ଜାରି |

ନମସ୍କାର ଦର୍ଶକବନ୍ଧୁ ଲଘୁଚାପ ପ୍ରଭାବ ରେ ରାଜ୍ୟରେ ଜାରି ରହିଛି ବର୍ଷା ଉପକୂଳ ଜିଲ୍ଲା ସମେତ ଦକ୍ଷିଣ ଓଡିଶା ରେ …

Leave a Reply

Your email address will not be published.