Breaking News

ଆସନ୍ତୁ ଜାଣିବା ବୁଦ୍ଧାଦିତ୍ୟ ଙ୍କର ବିଷୟରେ କିଛି ଅଜଣା କଥା…

ଆପଣ ମାନେ ସମସ୍ତେ ଜାଣିଥିବେ ଆମ ଓଲିଉଡ ଜଗତରେ ଏମିତି ହିରୋ ହିରୋଇନ ମାନେ ଅଛନ୍ତି ଯେଉଁ ମନେ ଖୁବ କମ ସମୟରେ ବହୁତ ଲୋକପ୍ରିୟତା ହାସଲ କରିପାରିଛନ୍ତି |ତାଙ୍କର ଏହି ସୁନ୍ଦର ଅଭିନୟ ପାଇଁ ସେ ଆମର ଓଲିଉଡ ଜଗତରେ ଏକ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି |ଆପଣ ମାନେ ଜାଣିଥିବେ ଏପରି ଅଭିନେତା ମାନେ ଅଛନ୍ତି ଯେଉଁମାନେ କିଛି ଦିନ ଅଭିନୟ କରିବା ପରେ ଆଉ ଦେଖାଯାନ୍ତି ନାହିଁ |


କିନ୍ତୁ ଦର୍ଶକ ମାନେ ତାଙ୍କୁ କେବେବି ଭୁଲି ନଥାନ୍ତି ତାଙ୍କର ସୁନ୍ଦର ଆଭିନୟ ପାଇଁ ସେ ସବୁବେଳେ ଲୋକାମାନଙ୍କ ହୃଦୟ ରେ ରହିଥାନ୍ତି |ଲୋକମାନେ ସବୁବେକେ ନିଜର ପ୍ରିୟ କାଳକାର ମାନଙ୍କ ବିଷୟରେ ଜାଣିବାକୁ ଚେଷ୍ଟା କରନ୍ତି |ତାଙ୍କର ରିୟଲ ଲାଇଫ ଓ ତାଙ୍କ ପରିବାର ବିଷୟରେ ଜାଣିବାକୁ ଚେଷ୍ଟା କରିଥାନ୍ତି |ତେବେ ଆସନ୍ତୁ ଏମିତି ଜଣେ କଳାକାର ଙ୍କର ବିଷୟରେ ଜାଣିବା ଯିଏ କି ଖୁବ ସୁନ୍ଦର ଅଭିନୟ କରନ୍ତି କିନ୍ତୁ ଏବେ ସିଏ ଆଊ ଦେଖାଯାଉନାହାନ୍ତି |


ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ଲୋକପ୍ରିୟ ଅଭିନେତା ବୁଦ୍ଧାଦିତ୍ୟ |ଆପଣ ମାନେ ଜାଣିଥିବେ ସେ ଆଊ ଚଳଚିତ୍ର ଜଗତରେ ଦେଖାଯାଉନାହାନ୍ତି | ସେ ଅନେକ ଫିଲ୍ମରେ ହିରୋ ଭାବେ ମଧ୍ୟ ନଜର ଆସିଥିଲେ ତ ସହ ମଧ୍ୟ ଖଳନୟକ ଚରିତ୍ର ରେ ମଧ୍ୟ ନଜର ଆସିଥିଲେ |


ତେବେ ଲୋକମାନେ ତାଙ୍କୁ ଆଜି ବି ମାନେ ରଖିଛନ୍ତି |ତାଙ୍କର ସୁନ୍ଦର ଅଭିନୟ ଓ ତାଙ୍କର ଭଲ ବ୍ୟବହାର ପାଇଁ ଆଜି ବି ଲୋକମାନେ ତାଙ୍କୁ ଭୁଲି ନାହାନ୍ତି |ସେ କେବଳ ଓଲିଉଡ ନୁହେଁ ସେ ବହୁତ ହିନ୍ଦୀ ସିରିଏଲ ରେ ମଧ୍ୟ ଅଭିନୟ କରିଛନ୍ତି| ତେବେ ବୁଦ୍ଧାଦିତ୍ୟ ପ୍ରଥମେ ହିନ୍ଦୀ ରେ ଏକ ଫିଲ୍ମ କରିଥିଲେ ଯାହାର ନାମ ଥିଲା “ମେହେର୍”,ଏହି ସିରିଏଲ ଟି ବହୁତ ଲୋକପ୍ରିୟତା ହାସଲ କରି ପାରିଥିଲା |ଏହି ସିରିଏଲ ରେ ଖୁବ ସୁନ୍ଦର ଅଭିନୟ କରିଥିଲେ ବୁଦ୍ଧାଦିତ୍ୟ|ତେବେ ସେ ବହୁତ ଲୋକପ୍ରିୟତା ହାସଲ କରିପାରିଥିଲେ ଏହି ସିରିଏଲ ମଧ୍ୟମରେ |

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – ଲକଡାଉନରେ ଏଲିନା (Elina) କିପରି ଗାଁ ରେ ପିଲା ମାନଙ୍କ ସହ ଖେଳୁଛନ୍ତି

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଥିବା ସମସ୍ତ ଲୋକ ପ୍ରିୟ ଅଭିନେତ୍ରୀ …

Leave a Reply

Your email address will not be published. Required fields are marked *