Breaking News

ଆସିଗଲା ଭାରତର ‘ PUB-G ‘ – ଏହି ଦିନ ଲଞ୍ଚ କରିବାକୁ ଯାଉଛି !

ଗତ ବର୍ଷ ଭାରତ ସରକାର ଅନେକ ଚୀନର ଆପ୍ପ କୁ ବ୍ୟାନ କରିଦେଇଥିଲେ। ଚୀନର ଆପ୍ ବନ୍ଦ ହେବା ପରେ ଅକ୍ଷୟ କୁମାର ଏକ ଗେମିଂ ଆପ୍ ଲଞ୍ଚ କରିଥିଲେ। ଏହାର ନାମ ରଖାଯାଇଥିଲା ଫୌଜି। ଦେଶରେ ଏହି ଗେମର ଘୋଷଣା ସେହି ସମୟରେ ଆସିଥିଲା ଯେତେବେଳେ ଗଲଓ୍ବାନ ଘାଟିରେ ଭାରତ-ଚୀନ ମଧ୍ୟରେ ବିବାଦ ହୋଇଥିଲା।


ଏହି ସବୁ ବ୍ୟାନ ହୋଇଥିବା ଆପ୍ ଲିଷ୍ଟରେ ପବଜି ସାମିଲ ଥିଲା। ଏହାପରେ ଦେଶରେ ଭାରତୀୟ ଗେମିଂ ଆପ୍ ଫୌଜି ଗେମ ର ଘୋଷଣା କରାଯାଇଥିଲା। ଏବେ ଏହି ଗେମର ଲଞ୍ଚିଂ ହେବା ପାଇଁ ସମସ୍ତ ପ୍ରସ୍ତୁତି ସରିସାରିଛି। ମିଳିଥିବା ସୂଚନା ଅନୁଯାୟୀ, ଜାନୁଆରୀ ୨୬ରେ ଅର୍ଥାତ୍ ଗଣତନ୍ତ୍ର ଦିବସ ଅବସରରେ ଏହି ଗେମକୁ ଲଞ୍ଚ କରାଯିବ। ଏବେ ଅକ୍ଷୟ କୁମାର ହି ଆପର ଆନ୍ଥେମ ଗୀତ ରିଲିଜ କରିଛନ୍ତି।

ଭାରତର ସ୍ବଦେଶୀ ଗେମ ଫୌଜିର ଦମଦାର ଆନ୍ଥେମ ସୋସିଆଲ ମିଡିଆରେ ସେୟାର କରିଛନ୍ତି ବଲିଉଡ ଷ୍ଟାର ଅକ୍ଷୟ କୁମାର । ରବିବାର ଦିନ ଅକ୍ଷୟ କୁମାର ଏହି ଗେମର ଆନ୍ଥେମ ସେୟାର କରିବା ସହିତ ଗେମର ପ୍ରି-ରେଜିଷ୍ଟ୍ରେସନ୍ ପାଇଁ ମଧ୍ୟ ଲିଙ୍କ ସେୟାର କରିଛନ୍ତି। ଏହି ଲିଙ୍କ ଦ୍ବାରା ୟୁଜର୍ସ ଗେମ ରେଜିଷ୍ଟ୍ରେସନ୍ କରିପାରିବେ। ସୂଚନାଯୋଗ୍ଯ, ଅନେକ ଦିନରେ ଅକ୍ଷୟ କୁମାର ଏହି ଗେମ୍ ଲଞ୍ଚ କରିବା ପାଇଁ ପ୍ରସ୍ତୁତି ଚଲାଇଥିଲେ।


ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ | ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ |

About admin

Check Also

ଚମତ୍କାର ବାଳକ ! ମାତ୍ର ୪ ବର୍ଷ ବୟସରେ କରୁଛନ୍ତି ଏପରି କାମ , ଦେଖିଲେ ଆପଣ ବି ବିଶ୍ବାସ କରିବେନି …

ଦୁନିଆରେ ଭିନ୍ନ ଭିନ୍ନ ଲୋକଙ୍କ ପାଖରେ ଅଲଗା ଅଲଗା ପ୍ରକାରର ପ୍ରତିଭା ଲୁଚିକି ରହିଥାଏ। ତା ଛଡା ସମସ୍ତଙ୍କ ଦ୍ଵାରା …

Leave a Reply

Your email address will not be published. Required fields are marked *