ଭାରତର ସବୁଠାରୁ ବୟସ୍କ ବାଘ ରାଜାର ମୃତ୍ୟୁ ଏହା ଏକ ବହୁତ ବଡ଼ ଦୁଃଖ ଖବର ଭାରତର ସବୁଠାରୁ ବୟସ୍କ ବାଘ କୁହାଯାଉଥିବା ରାଜାର ମୃତ୍ୟୁ ହୋଇଛି | ମୃତ୍ୟୁ ବେଳେକୁ ତାକୁ 25 ବର୍ଷ ବୟସ ହୋଇଥିଲା ପଶ୍ଟିମ ବଙ୍ଗ ଅଲିପୁର ଦର ଜିଲ୍ଲାର ଜଳଦ ପଳା ଜଙ୍ଗଲରେ ରହୁଥିଲା ତାହାର ମୃତ୍ୟୁ ହୋଇଛି | ଆଜି ପଶ୍ଟିମବଙ୍ଗ ବିବାହାଗ ପକ୍ଷରୁ ରାଜାର ଅନ୍ତିମ ସଂସ୍କାର କରାଯାଇଛି |
ତାକୁ ଶେଷ ସମାନ ଜଣାଇବା ପାଇଁ ଜଙ୍ଗଲ ବିଭାଗର ସାଧାରଣ କର୍ମ ଚାରିଙ୍କ ଠାରୁ ଆରମ୍ଭ କରି ବରିଷ୍ଟ ଅଧିକାରୀ ଙ୍କ ପର୍ଯ୍ୟନ୍ତ ଉପସ୍ଥିତ ଥିଲେ | ହିନ୍ଦୁ ପରମ୍ପରା ଅନୁସାରେ ତାହାର ଦାହ ସଂସ୍କାର କରାଯାଇଛି ପୂର୍ବରୁ ସୁନ୍ଦର ବର୍ଣ ଜଙ୍ଗଲରେ ରହୁଥିବା ରାଜା 2008 ରେ ମତଳା ନଦୀ ଅତିକ୍ରମ କରୁଥିବା ସମୟରେ ଏକ କୁମ୍ଭୀର ଆକ୍ରମଣର ଶିକାର ହୋଇଥିଲା |
ତେବେ ମିଳିଥିବା ସୂଚନା ମୁତାବକ କୁମ୍ଭୀର ଆକ୍ରମଣରେ ତାର ଗୋଟେ ଗୋଡ ପୁରା ଖରାପ ହୋଇଯାଇଥିଲା | ସେହି ବର୍ଷ ଜଙ୍ଗଲ ବିବାହ ପକ୍ଷରୁ ତାହାକୁ ବାଘ ଉଦ୍ଧାର କାରି କେନ୍ଦ୍ରକୁ ଆଣି ତାର ଚିଖିଚ୍ୟ କରାଯାଉଥିଲା ସେବେ ଠାରୁ ସେ ଛୋଟେଇ ଛୋଟେଇ ଚାଲୁଥିଲା ତାର ଅନ୍ୟ କୌଣସି ଶରୀରରେ ସମସ୍ୟା ନଥିଲା ଓ ତାର ମୃତ୍ୟୁ ଵର୍ଦ୍ଧକିୟା ଜନିତ ବୋଲି ଜଙ୍ଗଲ ବିବାହାଗ ପକ୍ଷରୁ କୁହାଯାଉଛି |
Check Also
ଏହି ତାରିଖରେ ମିଳିବାକୁ ଯାଉଛି କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା, ଦେଖନ୍ତୁ ଡେଉଁ ମାନଙ୍କୁ ମିଳିବ ଏହି ଟଙ୍କା ଓ କେଉଁ ମାନଙ୍କୁ ମିଳିବ ନାହିଁ ଏହି ଟଙ୍କା !
କାଳିଆ ଯୋଜନାରେ ଏବେ ଆସୁଛି ଆଉ କିଛି ନୂଆ ଯୋଜନ ଆପଣ ମାନେ ସମସ୍ତେ ଜାଣିଥିବେ କାହାକୁ ଟଙ୍କା ମିଳୁଥିବା …