Breaking News

ଆଶ୍ଚର୍ଯ୍ୟ ଜନକ ଘଟଣା ଗୀତ ଗାଉ ଗାଉ ଚାଲିଗଲା ଜୀବନ, ଦେଖନ୍ତୁ କିଏ ସେ ଲୋକ ପ୍ରିୟ କଳାକାର….

ବର୍ତମାନର ବଡ଼ ଖବର ଗୀତ ଗାଉ ଗାଉ ଷ୍ଟଯେ ରେ ଚାକିଗଲା ଜୀବନ ତେବେ ଆଉ ନାହାନ୍ତି ପ୍ରସିଦ୍ଧ ଗାଇକ ମଲାଈମ ଗାଇକ ଷ୍ଟଯେ ରେ ଗୀତ ଗାଉଥିଲା ବେଳେ ଅଚାନକ ଚାଲିଗଲା ଜୀବନ ଆଉ ନାହିଁ ପ୍ରସିଦ୍ଧ ଗାୟିକା ଓ ଲୋକ ପ୍ରିୟ ଚେହେରା ତଥା ଭଲ ଗାୟକ ବସିଲି କେରଳର ଆରାଲ ପୂଜା ଠାରେ ଏକ କାର୍ଯ୍ୟ କ୍ରମରେ ଅଂଶ ଗ୍ରହଣ କରିଥିଲେ ସେ ଏଇ ସମୟରେ ଗୀତ ଗାଇବା ସମୟରେ ମଞ୍ଚ ଉପରେ ଟଳି ପଡ଼ିଥିଲେ |

ସେ ଟଳିପଡିବ ପରେ ତାଙ୍କୁ କେରଳ ର ଏକ ଘେରେଇ ଡାକ୍ତର ଖାନରେ ଭର୍ତି କରାଯାଇଥିଲା ସେ ଠାରେ ତାଙ୍କ ମୃତ୍ୟୁ ହୋଇଛି | ସେ ଏହି ଜାଗର ବାସିନ୍ଧା ଥିଲେ ଏଇ ଘଟଣା ରାତି ପପ୍ରାୟ 9 ସମୟରେ ଘଟି ଥିଲା ସେ ମୁଖ୍ୟ ଅତିଥି ଭାବରେ କାର୍ଯ୍ୟରେ ଅପହଞ୍ଚି ଥିଲେ |3

ସେ ବହୁତ ସୁନ୍ଦର ଗୀତ ଗାଇଥିଲେ ସେ ଗୀତାର ଶେଷରେ ଏମିତି କିଛି ଘଟଣା ଘଟିଲା ଯାହାକି ସେଠାରେ ଉପସ୍ଥିତ ଥିବା ଦର୍ଶକ ମାନେ ଆଶ୍ଚର୍ୟ୍ଯ ହୋଇ ଯାଇଥିଲେ କାରଣ ସେ ଗୀତ ଟି ଗାଇସାରିବା ପରେ ଷ୍ଟଯେ ଉପରେ ସେ ଟଳି ପଡ଼ିଥିଲେ ଆଉ ଏପରି ଘଟିବ ପରେ ସଙ୍ଗେ ସାଙ୍ଗେ ସେହି କାର୍ଯ୍ୟ କର୍ମ ବନ୍ଦ କରାଯାଇଥିଲା ଆଉ ଏହାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଖୁବୁ ଭାଇରଲ ହେବାରେ ଲାଗିଛି |

About odisha news

Check Also

ଆସିଲା ବଡ଼ ଖବର ସେପ୍ଟେମ୍ବର ମାସରେ ବନ୍ଦ ହେବ ରାସନ କାର୍ଡ, ଏହି ଲୋକ ମାନଙ୍କର କଟିଯିବ ରାସନ କାର୍ଡ…ଆପଣଙ୍କର ରାସନ କାର୍ଡ ଅଛି ଯଦି ଜଲଦି ଦେଖନ୍ତୁ !

ବର୍ତମାନର ବଡ଼ ଖବର ଯାହାକି ଆପଣ ମାନେ ସମସ୍ତେ ରାସନ କାର୍ଡ ଜାଣିଥିବେ ଯଦି ଆପଣ ମାନଙ୍କର ରାସନ କାର୍ଡ …

Leave a Reply

Your email address will not be published.