Breaking News

ଶ୍ରୀ କୃଷ୍ଣଙ୍କର ଯିବା ପରେ ରାଧାଙ୍କର କଣ ହୋଇଥିଲା, ଜାଣିବା ପରେ Apananka ଆଖିରେ ଲୁହର ଧାର ଆସିଯିବ !

ନମସ୍କାର ବନ୍ଧୁଗଣ ବୃଦାବନ ରେ ସବୁବେଳେ କୃଷ୍ଣଙ୍କ ନାମ ଠାରୁ ଆଗେ ରାଧା କର ନାମ ନିଆଯାଇଥାଏ କିନ୍ତୁ ଆମେ ସମସ୍ତେ ଜାଣୁ ଏପରି କିଛି ସମୟ ଆସିଥିଲା ଯାହା ଫଳରେ ସେମାନଙ୍କର ବିଚ୍ଛେଦ ହୋଇଥିଲା | ଏହି ବିଚ୍ଛେଦ ପରେ ଭଗବାନ ବିଷ୍ଣୁ ତାଙ୍କ ବଂଶୀ ଭାଗିଦେଇଥିଲେ ଓ ଏହା ପରେ କେବେ ମଧ୍ୟ ସେ ତାଙ୍କର ବଂଶୀ ଧରି ନାହାନ୍ତି ଭଗବାନ ଶ୍ରୀକୃଷ୍ଣ ଓ ରାଧା କୁ ମଧ୍ୟ ୬ ବର୍ଷ ବୟସରୁ ପ୍ରେମ ହୋଇଥିଲା ସେମାନେ ପରସ୍ପର କୁ ବୋହୁତ ଅଧିକ ଭଲ ପାଉଥିଲେ ଭଗବାନ ଯେତେବେଳେ ବଂଶୀ ଧରୀ ଥାଆନ୍ତି |

ସେତେବେଳେ ରାଧା ତାଙ୍କ ପାଖକୁ ଦୌଡି ଆସିଥାନ୍ତି ସେମାନଙ୍କ ମଧ୍ୟ ରେ ଥିବା ଭଲ ପାଇବା ସମସ୍ତେ ଭଲ ଭାବରେ ଜାଣିଥିଲେ କିନ୍ତୁ ଏହା ପରେ ଅବ୍ରିଭାବ ହେଲା ସେମାନଙ୍କର ବିଚ୍ଛେଦ ହେବାର ସମୟ କୃଷ୍ଣ ତାକୁ ନେବା ପାଇ ରଥ ପଠାଇ ଥିଲେ କିନ୍ତୁ ବୃଦବନ୍ ଫେରି କୃଷ୍ଣ ମଥୁରା ଯିବା କୁ ଚାହିଁଥିଲେ ଏହା ପରେ ଭଗବାନ ଶ୍ରୀକୃଷ୍ଣ ସମସ୍ତ କୁ ବୁଝାଇବା ପରେ ସେ ମଥୁରା କୁ ଯାଇଥିଲେ |

ଏହା ପରେ ସେ କଂସ କୁ ବଧ କରି ଏହା ପରେ ସେ ସେଠାରୁ ରୁକ୍ମଣୀ କୁ ବିବାହ କରିଥିଲେ ଏପଟେ ରାଧା ମଧ୍ୟ ଜାଣି ସାରିଥିଲେ ରାଧା ଧିରେ ଧିରେ ଏହା ପରେ ସେ ଯେତେବେଳେ ରାଧା ନିଜର ଜୀବନ କୁ ମୁକ୍ତ ହୋଇଥିଲେ ସେ ଚିନ୍ତା କଲେ ଯେ ଶେଷ ଥର ପାଇଁ ନିଜର ପିଲା ବେଳର ପ୍ରେମ ଭଗବାନ ଶ୍ରୀକୃଷ୍ଣ କୁ ଦେଖିବେ | ଏହା ଭାବି ସେ ଦ୍ୟାରିକା ଯିବାକୁ ବାହାରିଲେ ସେ ସେଠାରେ ପହଞ୍ଚି ବା ପରେ କୃଷ୍ଣ କୁ ଖୋଜିଲେ କିଛି ସମୟ ପରେ ସେ ତାଙ୍କୁ ପାଇଲେ |

ଏହା ପରେ ରାଧା କ ଅନୁରୋଧ କ୍ରମେ ସେ ରାଧା କୁ ତାଙ୍କ ମହଲା ରେ ସେବିକ ଭାବରେ ନିଯୁକ୍ତି କରିଥିଲେ ଏହା ପରେ ରାଧା ସେ କୃଷ୍ଣ କ ସହ ଜଡ଼ିତ ରହି ପାରୁନାହାନ୍ତି ସେଥି ପାଇ ସେ ଦ୍ୟାରୀକ ଛାଡ଼ି ଚାଲିଗଲେ | ଅନେକ ବାଟ ଗଲା ପରେ ସେ ଯାଇ ଏକ ସ୍ଥାନ ରେ ଭଗବାନ ଶ୍ରୀକୃଷ୍ଣ କୁ ଧ୍ୟାନ କଲେ ସେ ସ୍ମରଣ କରିବା ମାତ୍ରେ ଶ୍ରୀ କୃଷ୍ଣ ତାଙ୍କ ସାମ୍ନା ରେ ଉଭା ହେଲେ କୃଷ୍ଣ କହିଲେ ହେ ରାଧା ତମେ ମୋ ପାଖରୁ କଣ ପାଇବା ପାଇଁ ଚାହୁଚ ରାଧା କହିଲେ ମୁ ଶେଷ ଥର ପାଇ ଆପଣ କ ବଂଶୀ ସ୍ୱର ଶୁଣିବାକୁ ଚାହୁଁଚି |

ଏହା ଶୁଣିବା ପରେ ଭଗବାନ ନିଜର ବଂଶୀ ବଜାଇବା କୁ ଲାଗିଲେ ଏହା ପରେ ରାଧା ସେହି ବଂଶୀ ସ୍ୱର ଶୁଣୁ ଶୁଣୁ ନିଜ ର ଦେହ ତ୍ୟାଗ କରି ଦେଲେ ଏହା ପରେ ଭଗବାନ ବିଷ୍ଣୁ ସେହି ଦୁଃଖ କୁ ସହ୍ୟ ନ କରି ପାରି ଫଳରେ ସେ ଫୁନି ନିଜର ବଂଶୀ ଭାଙ୍ଗି ଦେଇଥିଲେ ଏହା ପରେ ସେ କେବେ ତାଙ୍କ ବଂଶୀ ଆଉ ବଜାଇ ନାହାଁନ୍ତି ସେହି ଦିନ ଠାରୁ ତାଙ୍କ ପ୍ରେମ ଆମର ହୋଇ ରହିଛି ଭଗବାନ ରୁକ୍ମଣୀ କୁ ବିବାହ କରିଥିଲେ ମାତ୍ର ତାଙ୍କର ପ୍ରଥମ ପ୍ରେମ ଥିଲା ରାଧା |

About odisha news

Check Also

ବାଛନ୍ତୁ ଗୋଟିଏ ରଙ୍ଗର Kalasa, ଆଉ ଜାଣନ୍ତୁ ଆପଣଙ୍କର ଆଗାମୀ ଦିନର ଭବିଷ୍ୟତ ବିଷୟରେ, ସବୁ କିଛି ହୋଇଯିବ ସତ ଥରେ ନିଶ୍ଚିତ ଦେଖନ୍ତୁ…

ହେଲୋ ଫ୍ରେଣ୍ଡ୍ ବାଛନ୍ତୁ ଏଥି ମଧ୍ୟରୁ କୌଣସି ବି ଗୋଟିଏ ରଙ୍ଗ ଓ ଜଣାନ୍ତୁ ନିଜ ଭବିଷ୍ୟତ ଜଡିତ କିଛି …

Leave a Reply

Your email address will not be published.