Breaking News

ଅର୍ଚ୍ଚିତାଙ୍କ ପ୍ରଥମ ଫିଲ୍ମ ଓ ତାଙ୍କ ସମ୍ପତ୍ତି କେତେ ଜାଣି ଆଶ୍ଚର୍ଯ୍ୟ ହେବେ

ଦର୍ଶକବନ୍ଧୁ ଆପଣମାନେ ଓଲିଉଡ଼ ର ଜବରଦସ୍ତ ହିରୋଇନ ଅର୍ଚ୍ଚିତା ଙ୍କୁ ବେଶ ଭଲଭାବରେ ଜାଣିଥିବେ ତେବେ ବନ୍ଧୁଗଣ ଆଜି ଆସନ୍ତୁ ଅର୍ଚ୍ଚିତା ସାହୁଙ୍କ ବିଷୟରେ ଅଜଣା ତଥ୍ୟ ଜାଣିବା ତାଙ୍କ ପରିବାର ତାଙ୍କ ପର୍ସ୍ନାଲ୍ ଲାଇଫ ତାଙ୍କ ସମ୍ପତ୍ତି ତାଙ୍କ କାର୍, ଘର ଏହି ସବୁ ବିଷୟରେ ଜାଣିବା । ଅର୍ଚ୍ଚିତା ସାହୁ ଓଡ଼ିଆ ଫିଲ୍ମ ଜଗତକୁ ଆସିବା ପୂର୍ବରୁ ଓଡ଼ିଶାର ଏକ ବୋହୁତ ବଡ କ୍ଲାସିକାଲ ଡାନ୍ସର୍ ଥିଲେ।

ବନ୍ଧୁଗଣ ସେ ତାଙ୍କ ସମୟରେ ନମ୍ୱର୍ ୧ ଓଡ଼ିଶୀ ଡାନ୍ସର୍ ଥିଲେ କାହିଁକିନା ସେ ୬ ବର୍ଷ ବୟସରୁ ଓଡ଼ିଶୀ ନୃତ୍ୟ କରି ଆସିଛନ୍ତି ଆଉ ସେ ୨୦୦୫ ମସିହାରେ ଓଡ଼ିଆ ଫିଲ୍ମ ଜଗତରେ ପାଦ ଦେଇଥିଲେ ତାଙ୍କର ପ୍ରଥମ ଫିଲ୍ମ ହେଲା ଓ ମାଇଁ ଲଭ୍।ତାଙ୍କର ୩ଟି ଫିଲ୍ମ ଆକାଶେ କି ରଙ୍ଗ ଲାଗିଲା, ବାବୁ ଆଇ ଲଭ୍ ୟୁ, ମୁଁ ଏକା ତୁମର ଏହି ୩ଟି ଫିଲ୍ମ କେବଳ ଓଡ଼ିଶାରେ ନୁହେଁ ଓଡ଼ିଶା ବାହାରେ ମଧ୍ୟ ସୁପରହିଟ ହୋଇଥିଲା।

ବନ୍ଧୁଗଣ ସେ ଆମ ଓଡ଼ିଶା ପାଇଁ ମଧ୍ୟ ବୋହୁତ ସୁନାମ ଅର୍ଜନ କରିଛନ୍ତି ଯେମିତିକି ୨୦୧୩ ମସିହାରେ ସେ ଫେମିନା ମିସ୍ ଇଣ୍ଡିଆରେ ଭାଗ ନେଇଥିଲେ ଆଉ ସେଠାରେ ଫର୍ଷ୍ଟ ରନର୍ ଅଫ୍ ହୋଇଥିଲେ ସେ ସେଠି ମିସ୍ ଟ୍ୟାଲେଣ୍ଟେଡ୍ ମିସ୍ ଷ୍ଟାଇଲିଷ୍ଟ୍ ଭଳି ହେୟାର୍ ପଦ ଜିତିଥିଲେ। ଅର୍ଚ୍ଚିତା ସାହୁଙ୍କ ବୟସ ହେଉଛି ୨୭ ବର୍ଷ ଓ ଓଜନ ୫୫ କିଲୋ ଆଉ ତାଙ୍କ ଉଚ୍ଚତା ହେଉଛି ୫.୯ ଇଞ୍ଚ୍।

ବନ୍ଧୁଗଣ ଅର୍ଚ୍ଚିତା ସାହୁଙ୍କ ପାଖରେ ୫୫ ଲକ୍ଷ ଟଙ୍କାର ଏକ BMW କାର୍ ଅଛି ଏବଂ ଗୋଟିଏ ବୋହୁତ ବଡ ଘର ଅଛି। ସେ ଗୋଟିଏ ଓଡ଼ିଆ ଫିଲ୍ମ କରିବା ପାଇଁ ୧୦ ରୁ ୧୫ ଲକ୍ଷ ଟଙ୍କା ନେଇଥାନ୍ତି ଆଉ ଗୋଟିଏ ବ୍ରାଣ୍ଡର ଆଡ୍ଭାଟାଜ୍ କରିବା ପାଇଁ ସେ ୩ ରୁ ୫ ଲକ୍ଷ ଟଙ୍କା ନେଇଥାନ୍ତି। ସେ ୨୦୦୫ ମସିହା ଠାରୁ ଆଜି ପର୍ଯ୍ୟନ୍ତ ମୋଟ୍ ୩୫ଟି ଫିଲ୍ମ କରିସାରିଛନ୍ତି |

ଏବଂ ଓଡ଼ିଶାରେ ତାଙ୍କର ଫ୍ୟାନ ସବୁଠାରୁ ଅଧିକ, ଓଡ଼ିଶାର ସମସ୍ତ ଯୁବକ ଯୁବତୀ ଅର୍ଚ୍ଚିତା ସାହୁଙ୍କୁ ହିଁ ଭଲ ପାଇଥାନ୍ତି। ଓଡ଼ିଶାର ସବୁଠାରୁ ଚର୍ଚ୍ଚିତ ଅଭିନେତ୍ରୀ ହେଉଛନ୍ତି ଅର୍ଚ୍ଚିତା ସାହୁ। ଅର୍ଚ୍ଚିତା ସାହୁ ଗୋଟିଏ ଫିଲ୍ମ ପାଇଁ ଯେତିକି ଟଙ୍କା ନିଅନ୍ତି ଆଉ ଓଡ଼ିଶାରେ କେଉଁ ହିରୋଇନ୍ ମଧ୍ୟ ସେତିକି ନିଅନ୍ତି ନାହିଁ। ତେବେ ଦର୍ଶକବନ୍ଧୁ ଆପଣମାନଙ୍କୁ ଅର୍ଚ୍ଚିତା କେମିତି ଲାଗନ୍ତି ଆମକୁ କମେଣ୍ଟ ରେ ନିଶ୍ଚିତ ଜଣାଇବେ|

About odisha news

Check Also

ରାଜେଶ୍ୱରୀଙ୍କ ଏହି ପର୍ଶନାଲ କଥା କେହି ଜାଣି ନାହାନ୍ତି, ଏହି କଥା ସବୁ ବାହାର ଲୋକ ଜାଣିଲା ପରେ କଣ ଯେ ଘଟିଲା….ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

ଓଲିଉଡ ଅଭିନେତ୍ରୀ ରାଜେଶ୍ଵରୀଙ୍କର ଏହି ଶେଷ ଇଚ୍ଛା ଅପୁରଣ ହୋଇ ରହି ଗଲା ଜାଣିଲେ ଆପଣଙ୍କ ଆଖି ଓଦା ହୋଇଯିବ …

Leave a Reply

Your email address will not be published.