Breaking News

ହିରୋଇନ ଅର୍ଚ୍ଚିତାଙ୍କ ଭଉଣୀ ଦେଖିବାକୁ କୌଣସି ହିରୋଇନଙ୍କ ଠାରୁ କମ ନୁହନ୍ତି …

ଦର୍ଶକବନ୍ଧୁ ଓଲିଉଡର ଜବରଦସ୍ତ ଅଭିନେତ୍ରୀ ଅର୍ଚ୍ଚିତା ଙ୍କୁ ତ ବହୁତ ଭଲ ଭାବେ ଜାଣି ଥିବେ ଓ ତାଙ୍କର ଖୁବ ସୁନ୍ଦର ଅଭିନୟ ମଧ୍ୟ ଆପଣମାନେ ନିଶ୍ଚିତ ଭାବରେ ଦେଖିସାରିଥିବେ ତେବେ ଫ୍ରେଣ୍ଡ ଅର୍ଚ୍ଚିତା ସାହୁଙ୍କୁ ଆପଣମାନେ ବହୁତ ସାରା ଫିଲ୍ମରେ ଅଭିନୟ କରୁଥିବାର ଦେଖିଥିବେ ଅର୍ଚିତା ସାହୁ ଓ ସଭ୍ୟସଚିଙ୍କ ଯୋଡି ବର୍ତମାନ ସମୟରେ ଓଡ଼ିଉଡ଼ର ଗୋଟିଏ ହିଟ ଯୋଡି ସାବ୍ୟସ୍ତ ହୋଇଛି |

ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ସେହି ଓଲିଉଡ ର ଅଭିନେତ୍ରୀ ଅର୍ଚ୍ଚିତା ଙ୍କ ଭଉଣୀ ଙ୍କ ବିଷୟ ରେ ସୂଚନା ଦେବାକୁ ଚାହିଁବୁ ଯେ ସେ କୈଣସି ହିରୋଇନ୍ ଙ୍କ ଠାରୁ କମ୍ ନୁହଁନ୍ତି । ତେବେ ତାଙ୍କ ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣିବା ପାଇଁ ଆପଣ ମାନେ ପୋଷ୍ଟ ଟିକୁ ଆପଣ ମନେ ସେଷ ଯାଏ ପଢନ୍ତୁ ନିଶ୍ଚିତ ଭାବେ ତାଙ୍କ ବିଷୟ ରେ ଜାଣି ପାରିବେ ସେମିତି ରେ ଅର୍ଚ୍ଚିତା ସାହୁ ଙ୍କୁ ଆପଣ ମାନେ ଓଲିଉଡ ର ବହୁତ ସିନେମା ରେ କାମ କରି ଥିବାର ଦେଖିବା ପାଇଁ ପାଇ ଥିବେ |

ଦର୍ଶକବନ୍ଧୁ ଅର୍ଚ୍ଚିତା ଏବଂ ସବ୍ୟୟସାଚୀ ଙ୍କ ଯୋଡି କୁ ଆପଣ ମାନେ ବହୁତ ମାତ୍ରା ରେ ପସନ୍ଦ କରି ଥିବେ । ଏବଂ ଏହି ଯୋଡି ବର୍ତମାନ ସମରେ ଏକ ହିଟ୍ ଯୋଡି ଭାବେ ସାବ୍ୟସ୍ତ ହୋଇଛି ଅର୍ଚ୍ଚିତା ଙ୍କୁ ବର୍ତମାନ ସମୟ ରେ 35 ବର୍ଷ ହୋଇ ଥିବା ବେଳେ ସେ ଏବେ ଏବେ ବିବାହ କରିଛନ୍ତି ଅର୍ଚ୍ଚିତା ଙ୍କ ବାପା ନ ଥିବା ବେଳେ ଅର୍ଚିତା ନିଜର ପରିବାର ଭାର ସବୁ ବେଳେ ନିଜ ମୁଣ୍ଡ ଉପରେ ହିଁ ନେବାକୁ ପସନ୍ଦ କରନ୍ତି ।

ଅର୍ଚ୍ଚିତା ନିଜର ଭଉଣୀ ଙ୍କୁ ଭଲ ଶିକ୍ଷା ଦେବା ସହିତ ଭଲ ଲାଇଫ୍ ଷ୍ଟାଇଲ୍ ବି ଦେଇଛନ୍ତି ଅର୍ଚ୍ଚିତା ଙ୍କ ପରିବାର କଥା କହିଲେ ତାଙ୍କ ପରିବାର ରେ ତାଙ୍କ ମାଆ ଏବଂ ଭଉଣୀ ଙ୍କ ଛ଼ଡା ଆଉ କେହି ବି ନାହାଁନ୍ତି । ଅର୍ଚ୍ଚିତା ତାଙ୍କ ଭଉଣୀ ଙ୍କୁ ବହୁତ ଅଧିକ ଭଲ ପାଆନ୍ତି ଗତ ଦିନ ମାନଙ୍କରେ ଅର୍ଚ୍ଚିତା ଙ୍କ ଭଉଣୀ ଓଲିଉଡ କୁ ଆସିବା ପାଇଁ ଚାହିଁ ଥିଲେ ହେଲେ ଅର୍ଚ୍ଚିତା ତାଙ୍କୁ ଓଲିଉଡ କୁ ଆସିବା ପାଇଁ ମନା କରି ଦେଇ ଥିଲେ ।

ଏବେ ବର୍ତମାନ ସମୟ ରେ ତାଙ୍କର ଭଉଣୀ MBA ସାରି ଏକ ନୂଆ ବିଜନେସ୍ ରେ ପାଦ ମଧ୍ୟ ଦେଇଛନ୍ତି ସେମିତି ରେ ବନ୍ଧୁଗଣ ଆପଣ ମାନଙ୍କୁ ଅର୍ଚ୍ଚିତା ସାହୁ କେମିତି ଲାଗନ୍ତି ଏବଂ ତାଙ୍କର ଅଭିନୟ କେମିତି ଲାଗେ ନିଶ୍ଚିତ ଭାବେ କମେଣ୍ଚ କରି ଜଣେଇ ଦେବେ |

About odisha news

Check Also

ରାଜେଶ୍ୱରୀଙ୍କ ଏହି ପର୍ଶନାଲ କଥା କେହି ଜାଣି ନାହାନ୍ତି, ଏହି କଥା ସବୁ ବାହାର ଲୋକ ଜାଣିଲା ପରେ କଣ ଯେ ଘଟିଲା….ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

ଓଲିଉଡ ଅଭିନେତ୍ରୀ ରାଜେଶ୍ଵରୀଙ୍କର ଏହି ଶେଷ ଇଚ୍ଛା ଅପୁରଣ ହୋଇ ରହି ଗଲା ଜାଣିଲେ ଆପଣଙ୍କ ଆଖି ଓଦା ହୋଇଯିବ …

Leave a Reply

Your email address will not be published.