Breaking News

ଅର୍ଚ୍ଚିତା ସାହୁ ଫିଲ୍ମ ଇଣ୍ଡଷ୍ଟ୍ରି କୁ ଆସିବା ପୂର୍ବରୁ କଣ କରୁଥିଲେ ଓ ତାଙ୍କର ପ୍ରଥମ ଫିଲ୍ମ ଟି କଣ ଥିଲା …

ବନ୍ଧୁଗଣ ଆମେ ଆପଣଙ୍କୁ କହି ରଖୁଛୁ ଯେ ଓଲିଉଡ଼ ର ଜବରଦସ୍ତ ନାୟିକା ଅର୍ଚ୍ଚିତା ସାହୁ ଯିଏକି ନିଜର ସୁନ୍ଦର ଅଭିନୟରେ ଓଡ଼ିଶାର ଦର୍ଶକମାନଙ୍କ ମନରେ ଏକ ଅଲଗା ପ୍ରକାର ସ୍ଥାନ ବନାଇବାରେ ସଫଳ ହୋଇପାରିଛନ୍ତି | ଅର୍ଚ୍ଚିତା ଙ୍କ ପୁରା ନାଁ ହେଉଛି ଅର୍ଚ୍ଚିତା ସାହୁ ସେଜଣେ ଆକ୍ଟର ହେବ ସହ ଜଣେ ମଡେଲ ମଧ୍ୟ ଅର୍ଚ୍ଚିତା ର ଜନ୍ମ 29 ଜୁଣେ 1990 ରେ ଓଡ଼ିଶାରେ ହୋଇଥିଲା |

ଅର୍ଚ୍ଚିତା ଙ୍କ ଉଚ୍ଚତା 5.5ଫୁଟ ଆଉ ଓଜନ 55 କେଜି | ଅର୍ଚ୍ଚିତା ଭୁବନେଶ୍ୱର କଳିଙ୍ଗ ଇନଷ୍ଟିଟ୍ୟୁଟ ରେ ତାଙ୍କର ବିଟେକ କମ୍ପ୍ଲିଟ କରିଥିଲେ ତେବେ ଅର୍ଚ୍ଚିତା ନିଜର ଫିଲ୍ମ କ୍ୟାରିଅର 2005 ରେ ଓ ମାଇଁ ଲଭ ରୁ ଆରମ୍ଭ କରିଥିଲେ ଓ ଅର୍ଚ୍ଚିତା ଙ୍କ ଘରେ ତାଙ୍କର ବାପା ମା ସହ ତାଙ୍କର ଜଣେ ଭଉଣୀ ମଧ୍ୟ ଅଛି |

ତାଙ୍କ ମା ଙ୍କ ନାମ ହେଉଛି ଧରାଶ୍ରୀ ମହାପାତ୍ର ଓ ତାଙ୍କ ଭଉଣୀଙ୍କ ନାଁ ହେଉଛି ଅର୍ପିତା ସାହୁ ଅର୍ଚ୍ଚିତା ସୁଟିଂ ସେଟ ରୁ ସବ୍ୟସାଚୀଙ୍କୁ ଭଲପାଇ ପରବର୍ତ୍ତୀ ସମୟରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଓ ବର୍ତ୍ତମାନ ସମୟରେ ସେ ଏକ ସଂଗେ ରହୁଛନ୍ତି |

ଅର୍ଚ୍ଚିତା ଙ୍କ ପାଖରେ ଗୋଟେ ମର୍ସେଡେସ କାର ରହିଛି ଯାହାର ମୂଲ୍ୟ 40 ଲକ୍ଷ ଟଙ୍କା ଅର୍ଚ୍ଚିତା ଗୋଟେ ଫିଲ୍ମ କରିବା ପାଇଁ 10 ରୁ 20 ଲକ୍ଷ ଟଙ୍କା ନେଇଥାନ୍ତି ଓ ଅର୍ଚ୍ଚିତା ଙ୍କର ଗୋଟେ ଦମଦାର ଘର ମଧ୍ୟ ଅଛି ଓ ଏହା ସହ ଅର୍ଚ୍ଚିତା ବହୁତ ସାରା ଅଡ଼ବାଟିଜ ମଧ୍ୟ କରିଥାନ୍ତି ତେବେ ଆସିବାକୁ ଯାଉଛି ଅର୍ଚ୍ଚିତା ଙ୍କ ଗୋଟେ ନୂଆ ଫିଲ୍ମ ତେବେ ସେଇ ଫିଲ୍ମ କେତେ ସୁପରହିଟ ହବ ତାହାତ ସମୟ କହିବ|

About odisha news

Check Also

ଆପଣ ମାନେ କେବେ ନିତୁ ମିଶ୍ରଙ୍କ ସ୍ୱାମୀକୁ କେବେ ଦେଖିନଥିବେ ଦେଖନ୍ତୁ ସେ କୋଉ Hero ଠାରୁ କମ ନୁହନ୍ତି !

ନମସ୍କାର ବନ୍ଧୁଗଣ ଆପଣ ମାନେ ତ ଶିରିଏଲ ତଥା ଓଡ଼ିଆ ଇଣ୍ଡରଷ୍ଟି ର ଅଭିନେତ୍ରୀ ନିତୁ ମିଶ୍ର କୁ ବେଶ୍ …

Leave a Reply

Your email address will not be published.