Breaking News

ଅର୍ଚ୍ଚିତା ଓ ସବ୍ୟସାଚୀ ନୂଆ ଘର କିଣିଲେ ପୁରୀ ରେ, ଏହାର ମୂଲ୍ୟ କେତେ ନିଶ୍ଚୟ ଦେଖନ୍ତୁ !

ନମସ୍କାର ଦର୍ଶକବନ୍ଧୁ ଓଲିଉଡର ଜବରଦସ୍ତ ଅବିନେତ୍ରୀ ଅର୍ଚିତା ସାହୁଙ୍କୁ ଆପଣ ମାନେ ବେଶେ ଭଲଭାବରେ ଜାଣିଥିବେ ସେ ବର୍ତମାନ ସେରେ ନୂଆ ଘର କିଣିଛନ୍ତି ଅର୍ଚ୍ଚିତା ଆଉ ଏହି ନୂଆ ଘରଟି କିଣିଲା ପରେ ବର୍ତମାନ ସମୟରେ ସେ ଭୁବନେଶ୍ୱର ଛାଡି ସେହି ନୂଆ ଘରେ ସ୍ୱାମୀଙ୍କ ସହିତ ରହୁଥିବାର ନଜର ଆସୁଛନ୍ତି ଅଲିଉଡର ଏହି ଜବରଦସ୍ତ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଆପଣ ମାନେ ଜାଣିଥିବେ 2005 ମସିହାରେ ଅଲିଉଡ ଜମାନାକୁ ଆସିଥିଲେ |

ଅର୍ଚ୍ଚିତା ଅଲିଉଡ ଇଣ୍ଡଷ୍ଟ୍ରି ସମସ୍ତ ଆଗ ଧାଡିର କଳାକାର ସହ ଅଭିନୟ କରି ସାରିଛନ୍ତି ଅର୍ଚ୍ଚିତା ଓ ସବ୍ୟସାଚୀ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ତାଙ୍କୁ ବହୁ ସାରା ଦର୍ଶକ ପସନ୍ଦ କରନ୍ତି ଏହା ପରସ୍ପର କୁ ଦେହେଁ ସୁତିଙ୍ଗି ସେଟ ରୁ ଭଲ ପାଇ ଗତ ବର୍ଷ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ସବ୍ୟସାଚୀ ବିବାହ ପୂର୍ବରୁ ସେ ପରବର୍ତୀ ସମୟରେ ଡିଭସ ହୋଇଥିଲା ସେ ପରବର୍ତୀ ସମୟରେ ବର୍ତମାନ ସମୟରେ ସେ ଅର୍ଚ୍ଚିତା ଙ୍କୁ ବିବାହ କରିଛନ୍ତି |

ବାହାଘର ପରେ ଦୁହେଁ ଅଧିକ ଖୁସି ରହୁଥିବାର ଦେଖା ଯାଇଛି ସବ୍ୟସାଚୀ ଓ ଅର୍ଚ୍ଚିତା ଗୋଟେ ନୂଆ ଘର ପୁରୀ ସମୁଦ୍ର ପାଖରେ କିଣିଛନ୍ତି ଯାହାର ମୂଲ୍ୟ ବହୁତ ଅଧିକ ବୋଲି କୁହାଯାଉଛି ଏହି ନୂଆ ଘରେ ଅର୍ଚ୍ଚିତା ଓ ସବ୍ୟସାଚୀ ଏକାଠି ରହୁଥିବା ନଜର ଆସିଛନ୍ତି ଭୁବନେଶ୍ୱର ଛାଡିବା ପରେ ବର୍ତମାନ ସମୟରେ ପୁରୀ ସମୁଦ୍ର ମଜା କରୁଛନ୍ତି ଅର୍ଚ୍ଚିତା ଆଉ ସବ୍ୟସାଚୀ | ସବ୍ୟସାଚୀ ଏହି ସମୟରେ କିଛି ଗରିବ ଲୋକ ମାନଙ୍କୁ ସାହାଯ୍ୟ କରୁଥିବାର ନଜର ଆସିଛନ୍ତି ସବ୍ୟସାଚୀ ଙ୍କୁ ପଡେ ପାଦେ ସାହାଯ୍ୟ କରୁଛନ୍ତି ଅର୍ଚ୍ଚିତା ସାହୁ | ଦରସକବନ୍ଧୁ ଅଲିଉଡର ଜବରଦସ୍ତ ଅଭିନେତ୍ରୀ ଅର୍ଚ୍ଚିତା ଓ ସବ୍ୟସାଚୀ ଙ୍କ ଯୋଡି କିପରି ଲାଗେ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ |

About odisha news

Check Also

ଓଡିଆ ସିରିଏଲ ଅଭିନେତା ଜଗଜିତ୍ ପାଲ୍ (Swatik) ଗର୍ଲଫ୍ରେଣ୍ଡ ଏବଂ ପରିବାର ଆଗରୁ କେବେ ଦେଖିନଥିବେ ଦେଖନ୍ତୁ |

ନମସ୍କାର ବନ୍ଧୁଗଣ ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ନୂଆ ବୋହୁ ସିରିଏଲଟିକୁ ଆପଣ ମାନେ ନିଶ୍ଚୟ ଭାବେ ଦେଖୁଥିବେ ତାହାହେଲେ …

Leave a Reply

Your email address will not be published.