ଆପଣ ମାନେ ସମସ୍ତେ ଜାଣିଥିବେ ଆମ ଓଲିଉଡ ଜଗତର ଦୁଇ ଫେମସ କଳାକାର ସବ୍ୟସାଚୀ ଓ ଅର୍ଚ୍ଚିତା ମାର୍ଚ୍ଚ ଏକ ତାରିଖରେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି।ତେବେ ଏହି ଯୋଡି ଙ୍କୁ ଲୋକମାନେ ଖୁବ ପସନ୍ଦ କରନ୍ତି ।ଏହି ଦୁଇଜଣ ତାଙ୍କର ସୁନ୍ଦର ଅଭିନୟ ପାଇଁ ଆଜି ଓଲିଉଡ ଜଗତରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବା ସହ ବହୁତ ଲୋକପ୍ରିୟତା ହାସଲ ମଧ୍ୟ କରିପାରିଛନ୍ତି ।ତେବେ ଆପଣ ମାନେ ଜାଣିଥିବେ ଏହି ଦୁଇଜଣ ତାଙ୍କ ପରିବାର ସହ ରାଜସ୍ଥାନ ରେ ଯାଇ ବିବାହ କରିଥିଲେ ଓ ସେଠାରେ କିଛି ଦିନ ବୁଲା ବୁଲି କରି ଓଡିଶା ଫେରିଥିଲେ।
ତେବେ ବନ୍ଧୁଗଣ ଏହି ଦୁଇଜଣ ଙ୍କର ବାହାଘର ରେ ଅର୍ଚ୍ଚିତା ଖୁବ ସୁନ୍ଦର ଦେଖା ଯାଉଥିଲେ ତେବେ ବନ୍ଧୁଗଣ ଆପଣ ମାନଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଉଠୁଥିବ କି ଅର୍ଚ୍ଚିତା ତାଙ୍କ ମେକ ଅଫ ରେ କେତେ ଟଙ୍କା ଖର୍ଚ୍ଚ କରିଛନ୍ତି।ଓ ତାଙ୍କୁ କିଏ ସଜେଇ ଦେଇଥିଲା।ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଅର୍ଚ୍ଚିତା ଙ୍କର ମେକ ଅଫ ରୁମ ର ବହୁତ ଗୁଡିଏ ଫଟ ଭାଇରଲ ହେବାରେ ଲାଗିଛି ତେବେ ଏହି ଲେଖା ଟିକୁ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ ଆପଣ ମାନେ ଜାଣି ପାରିବେ ଅର୍ଚ୍ଚିତାଙ୍କ ମେକ ଅଫ ରେ କେତେ ଟଙ୍କା ଖର୍ଚ୍ଚ ହୋଇଥିଲା ଓ କିଏ ତାଙ୍କୁ ମେକ ଅଫ କରିଥିଲେ।
ତେବେ ଆମେ ଆପଣ ଙ୍କୁ କହି ରଖୁଛୁ ଅର୍ଚ୍ଚିତା ଙ୍କୁ ମେକ ଅଫ କରିବା ପାଇଁ କୌଣସି ମେକ ଅଫ ମ୍ୟାନ ଆସିନଥିଲେ ।ଯାହା କି ଅର୍ଚ୍ଚିତା ଙ୍କର କିଛି ବାନ୍ଧବୀ ତାଙ୍କୁ ମେକ ଅଫ କରିଦେଇଥିଲେ ଏବଂ ତା ସହିତ ତାଙ୍କ ଡ୍ରେସ ର ଦାମ ମଧ୍ୟ ବହୁତ କମ ଅଛି।ଏବଂ ଅର୍ଚ୍ଚିତା ଙ୍କର ବାନ୍ଧବୀ ମାନେ ଖୁବ ଭଲ ଭାବରେ ଅର୍ଚ୍ଚିତା ଙ୍କୁ ସଜେଇ ଦେଇଥିଲେ। ଯାହା କି ଅର୍ଚ୍ଚିତା ଙ୍କୁ ବେସ ସୁନ୍ଦର କରିଦେଇଥିଲା।ତେବେ ବନ୍ଧୁଗଣ କେହି ବି ମେକ ଫ ମ୍ୟାନ ଅର୍ଚ୍ଚିତା ଙ୍କୁ ସଜେଇ ନଥିଲେ ।ଅର୍ଚ୍ଚିତା ଙ୍କର ଏହି ଭଲ ସଜେଇ ହେବା ସବୁତାଙ୍କ ବାନ୍ଧବୀ ମାନେ କରିଥିଲେ।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ