Breaking News

ଅର୍ଚ୍ଚିତା କଲେ କାକରା ପିଠା ଚୋରି କରି ଖାଇଲେ Sabyasachi, ତାପରେ ଅର୍ଚ୍ଚିତା ଯାହା କଲେ ଜାଣିଲେ ଆପଣ…ଦେଖନ୍ତୁ

ଦର୍ଶକବନ୍ଧୁ ଆପଣ ମାନେ ଜାଣିଥିବେ ଓଡ଼ିଆ ଇଣ୍ଡରଷ୍ଟିରେ ଅନେକ ଲୋକ ପ୍ରିୟ ଯୋଡ଼ି ରହିଛନ୍ତି ଏମାନଙ୍କ ଦମଦାର ଅଭିନୟ ପାଇଁ ଲୋକ ପରିଚିତ ହୋଇଚ୍ଛନ୍ତି ଯିଏ ବାସ୍ତବ ଜୀବନରେ ଜୀବନ ସାଥି ହୋଇଛନ୍ତି ଚଳଚିତ୍ର ଦୁନିଆରେ ଲୋକ ପ୍ରିୟ ହେବ ପରେ ବାସ୍ତବ ଜୀବନରେ ପରସ୍ପର ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ।

ଆଜି ଆମେ ସେହି ଭଳି ଯୋଡ଼ିକ ବିଷୟରେ ଜାଣିବା ଯିଏ କି ଆମ ଓଡ଼ିଶା ଚଳଚିତ୍ର ର ଲୋକ ପ୍ରିୟ ଯୋଡ଼ି ଏହି ଯୋଡ଼ି ହେଉଛନ୍ତି ଆମ ମାନଙ୍କର ପ୍ରିୟ ସବ୍ୟସାଚୀ ଓ ଅର୍ଚ୍ଚିତା ବିଶୟରେ ଆପଣ ମାନେ ଜାଣିଥିବେ ଅର୍ଚ୍ଚିତା ଓ ସବ୍ୟସାଚୀ ଦୁହେଁ ମିଶି ବହୁତ୍ ଚଳଚିତ୍ର ରେ ସୁଟିଂ କରି ଭଲପାଇ ବିବାହ ରେ ବାନ୍ଧି ହୋଇଛନ୍ତି ।

ସେହି ପରି ଆପଣ ମାନେ ଜାଣିଥିବେ ଅର୍ଚ୍ଚିତା ସବ୍ୟସଚିଙ୍କୁ ବିବାହ ପରେ ବହୁତ୍ ଖୁସୀ ରେ ଅଛନ୍ତି ଓ ନିଜର ଅଭିନୟ ଜାରି ରଖିଛନ୍ତି ଆପଣ ମାନେ ଦେଖି ପାରୁ ଥିବେ ସେ ଏକାଠି ସୋସିଆଲ ମିଡିଆରେ ଫୋଟ ଛାଡୁଛନ୍ତି ।ଉଭୟ ସବୁ ବେଳେ ଚର୍ଚ୍ଚା ରେ ରହି ଆସୁଛନ୍ତି ଦଶହରା ଉପଲକ୍ଷେ ତାଙ୍କ ପରିବାର ବେଶ୍ ଖୁସି ରେ ଅଛନ୍ତି

ଦଶହରା ରେ ଏକାଠି ହୋଇ ବହୁ ଧୁମ୍ ଧାମରେ ପାଳନ କରୁଛନ୍ତି ଶବ୍ୟ ଅର୍ଚ୍ଚିତା ଓ ତାଙ୍କ ବାପା ମା ଭାଇ ଭଉଣୀ ଏକାଠି ହୋଇଛନ୍ତି ଅର୍ଚ୍ଚିତା ତାଙ୍କ ପରିବାର ପାଇଁ କାକରା ପିଠା ଛାନି ଛନ୍ତି ସେ ପିଠାକୁ ଖାଇ ଘର ଲୋକ ବହୁତ୍ ପ୍ରଶଂସା କରିଛନ୍ତି ତେବେ ବନ୍ଧୁ ଗଣ ଆଗାମୀ ଦିନରେ ଅର୍ଚ୍ଚିତା ନଜର ଏକ ନୂଆ ଚଳଚିତ୍ର ଆସିବାକୁ ଯାଉଛି ଯାହାର ନାମ ହେଲା ମହ୍ନିସାସୁର ।

About odisha news

Check Also

ଆପଣ ମାନେ କେବେ ନିତୁ ମିଶ୍ରଙ୍କ ସ୍ୱାମୀକୁ କେବେ ଦେଖିନଥିବେ ଦେଖନ୍ତୁ ସେ କୋଉ Hero ଠାରୁ କମ ନୁହନ୍ତି !

ନମସ୍କାର ବନ୍ଧୁଗଣ ଆପଣ ମାନେ ତ ଶିରିଏଲ ତଥା ଓଡ଼ିଆ ଇଣ୍ଡରଷ୍ଟି ର ଅଭିନେତ୍ରୀ ନିତୁ ମିଶ୍ର କୁ ବେଶ୍ …

Leave a Reply

Your email address will not be published.