Breaking News

ଚୂଳବୁଲି ନାୟିକା ଅର୍ଚିତା | କେତେ ସମ୍ପତି ର ମାଲିକାଣୀ ?

ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଲିଉଡ ଜଗତର ଫେମସ ହିରୋଇନ ଅର୍ଚ୍ଚିତା ଙ୍କୁ ନିଶ୍ଚୟ ଜାଣିଥିବେ।ଆମ ଓଲିଉଡ ଜଗତ ଏବେ ଖୁବ ନାମ କମେଇ ସାରିଲାଣି ଏହା କେବଳ ସମ୍ଭବ ହୋଇପାରିଛି ଆମ ଓଲିଉଡ ଜଗତର ଅଭିନେତା ଓ ଅଭିନେତ୍ରୀ ମାନଙ୍କ ସୁନ୍ଦର ଅଭିନୟ ପାଇଁ।ଏମାନଙ୍କର ଚେଷ୍ଟା ଆଜି ଓଲିଉଡ ଜଗତକୁ ବହୁ ଆଗକୁ ନେଇଛି।ଓ ଓଡ଼ିଆ ସିନେମା ଜଗତ ଏକ ସ୍ୱତନ୍ତ୍ର ପରିଚୟ ସୃଟି କରି ପାରିଛି।


ତେବେ ଆମେ ଆପଣ ମାନଙ୍କୁ କହି ରଖୁଚୁ କି ବହୁତ ଗୁଡିଏ ଫିଲ୍ମି କେତେଜଣ ନାୟିକା ମାନଙ୍କ ଷ୍ଟାଇଲ ଓ ଲୁକ ପାଇଁ ହିଟ ହୋଇ ପାରିଛି।ଆପଣ ମାନେ ଫେମସ ଅଭିନେତ୍ରୀ ଅର୍ଚ୍ଚିତା ଙ୍କୁ ତ ନିଶ୍ଚୟ ଜାଣିଥିବେ।ସେ ତାଙ୍କର ଖୁବ ସୁନ୍ଦର ଅଭିନୟ ପାଇଁ ଆଜି ବହୁତ ଲୋକପ୍ରିୟତା ହାସଲ କରିପାରିଛନ୍ତି ।ତେବେ ବନ୍ଧୁଗଣ ଆପଣ ମାନେ କଣ ଜାଣିଛନ୍ତି କି ଅର୍ଚ୍ଚିତା ଙ୍କର ସମ୍ପତି କେତେ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ।ତେବେ ଆସନ୍ତୁ ଜାଣିବା ତାଙ୍କ ସମ୍ପତି ବିଷୟରେ।


ଆପଣ ମାନେ ଜାଣିଥିବେ ଅର୍ଚ୍ଚିତା ଏବେ ଘରେ ଘରେ ପରିଚିତ ।ସେ ତାଙ୍କର ସୁନ୍ଦର ଅଭିନୟ ପାଇଁ ଆଜି ସାରା ଓଡ଼ିଶାରେ ନାମ କମାଇ ପାରିଛନ୍ତି। ଆପଣ କଣ ଜାଣିଛନ୍ତି କି ଅର୍ଚ୍ଚିତା ଯେତେବେଳେ ଫିଲ୍ମ ଇଣ୍ଡଷ୍ଟ୍ରୀ କୁ ଆସିନଥିଲେ ସେତେବେଳେ ସେ ଜଣେ ବହୁତ ଭଲ କ୍ଲାସିକାଲ ଡ୍ୟାନ୍ସର ଥିଲେ । ଅର୍ଚ୍ଚିତା ଏହି ସମୟରେ ବହୁତ ଗୁଡିଏ ଓଡିଶୀ ଡ୍ୟାନ୍ସ ମଧ୍ୟ କରିଥିଲେ।
ତେବେ ଅର୍ଚ୍ଚିତା 2013 ମସିହାରେ ଫେମିନା ମିସ ଇଣ୍ଡିଆ ପାରିଯୋଗୀତା ଭାଗ ନେଇ ପ୍ରଥମ ରନର୍ସ ଅପ ହୋଇପାରିଥିଲେ।

ତେବେ ତାଙ୍କୁ ବର୍ତ୍ତମାନ ବୟସ 27।ତେବେ ଆମେ ଯଦି ତାଙ୍କ ସମ୍ପତି ବିଷୟରେ କହିବା ତାଙ୍କ ପାଖରେ ଗୋଟିଏ ବିଏମ ଡବ୍ଲୁ କାର ଅଛି ଓ ଗୋଟିଏ ବଡ ଆଲିସନ ଘର ରହିଛି।ଅର୍ଚ୍ଚିତା ଗୋଟିଏ ଫିଲ୍ମି କରିବା ପାଇଁ 10 ରୁ 15 ଲକ୍ଷ ଟଙ୍କା ଡିମାଣ୍ଡ କରିଥାନ୍ତି ଓ ଆଡ଼ଭାଇଟାଇଜ କରିବା ପାଇଁ 3 ରୁ 5 ଲକ୍ଷ ଟଙ୍କା ଡିମାଣ୍ଡ କରିଥାନ୍ତି।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ପ୍ରଥମଥର ନିଜ ବୟ ଫ୍ରେଣ୍ଡଙ୍କ ସହ ଲିପି (Lipi) କଲେ ଏମିତି ଖେଳ! ଭିଡିଓ ଦେଖନ୍ତୁ

ଦର୍ଶକ ବନ୍ଧୁ ଆପଣ ମାନେ ଲିପି ଙ୍କୁ ନିଶ୍ଚୟ ଜାଣିଥିବେ ସେ ତରଂଗ ଟିଭି ରେ ପୂର୍ବ ରୁ ପ୍ରସାରିତ …

Leave a Reply

Your email address will not be published. Required fields are marked *