Breaking News

Sarakar ନେଲେ ବଡ ନିଷ୍ପତ୍ତି ଖବର, ଏଣିକି ବଢିବ ମାସିକଭତ୍ତା ସର୍ବନିମ୍ନ ୭୫୦ ଟଙ୍କା ହେବ, ପୁରା ଖବର ଶୁଣିଲେ ଆପଣ ବି ଖୁସିରେ ନାଚି ଉଠିବେ…

ଦର୍ଶକବନ୍ଧୁ ଆସିଲା ବଡ ଖୁସୀର ଖବର ସରକାର ନେଲେ ବଡ ନିଷ୍ପତି ଏଣିକି ବଢିବ ମାସିକ ଭତ୍ତା ସର୍ବନିମ୍ନ 750 ଟଙ୍କା ହେବ ଆପଣମାନେ ଜଣିଥିବେକି ମଧୁବାବୁ ପେନସନ ଯୋଜନାରେ ଅନେକ ଲୋକମାନେ ଭତ୍ତା ପାଇଥାନ୍ତି ଏବେ ଏହି ସମସ୍ତ ହିତାଧୀକାରୀ ମାନଙ୍କ ପାଇଁ ଆସି ଯାଇଛି ଖୁସିର ଖବର

ଯାହାକୁ ଶୁଣିବା ପରେ ଆପଣମାନେ ମଧ୍ୟ ଖୁସୀ ହୋଇଯିବେ ରାଜ୍ୟ ସରକାର ଏବେ ସର୍ବନିମ୍ନ ଭତ୍ତା ପରିମାଣ କୁ 500 ରୁ 750 କୁ ବୃଦ୍ଧି କରିବା ପାଇଁ ଯାଉଛନ୍ତି ଏହା ଦ୍ବାରା 47 ଲକ୍ଷ ହିତାଧୀକାରୀ ମାନେ ଲାଭବାନ ହୋଇପାରିବେ ଏହି ଖବର ଶୁଣି ସମସ୍ତ ବୃଦ୍ଧ ବୃଦ୍ଧା ଅନାଥ ଶିଶୁ ଦିବ୍ୟାଙ୍ଗ ବିଧବା ତଥା ଭତ୍ତା ପାଉଥିବା ସମସ୍ତ ବ୍ୟକ୍ତି ଏବେ ଅନେକ ଖୁସୀ ଅଛନ୍ତି ।

ସେହି ପରି ରାଜ୍ୟ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗରୁ ମିଳିଥିବା ସୂଚନା ଅନୁସାରେ ଆସନ୍ତା 2023 – 24 ଆର୍ଥିକ ବର୍ଷ ରୁ ସମାଜର ନିସ୍ପିଶିତ ବର୍ଗର ଏହି ଲୋକମାନଙ୍କୁ ମାସିକ ଭତ୍ତା ମିଳିବ ଏଥି ସହିତ ବୃଦ୍ଧ ଲୋକମାନଙ୍କୁ ମଧ୍ୟ ଏହି ଭତ୍ତା ମିଳିବା ପାଇଁ ଯାଉଛି ମଧୁବାବୁ ପେନସନ ଯୋଜନାରେ ମଧ୍ୟ ଏବେ ଅଧିକ ଲୋକମାନଙ୍କୁ ଏହି ଭତ୍ତା ର ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି କୁହାଯାଇଛି ।

ବର୍ତ୍ତମାନ୍ ସୁଦ୍ଧା ଏହି ଭତ୍ତା ଦ୍ବାରା ଅନେକ ଲୋକମାନେ ଉପକୃତ ହୋଇ ସାରିଲେଣି କେନ୍ଦ୍ର ସରକାରଙ୍କର ଜାତୀୟ ସାମାଜିକ ସୁରକ୍ଷା ଯୋଜନାରେ ମଧ୍ୟ ଅନେକ ଲୋକମାନଙ୍କୁ ଭତ୍ତା ମିଳୁଥିଲା ହେଲେ ଏବେ ଏହି ଯୋଜନାରେ ମାରିଥିବା ଲୋକମାନଙ୍କୁ ମଧ୍ୟ ଚିହ୍ନଟ କରିବା ସହ ଅଧିକ ସଂଖ୍ୟକ ହିତାଧୀକାରୀଙ୍କୁ ସାମିଲ କରିବା ନିମନ୍ତେ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଥିବାରୁ । ରାଜ୍ୟ ସରକାର ଜାତୀୟ ସାମାଜିକ ସୁରକ୍ଷା ଯୋଜନା ରେ ଅଧିକ ସଂଖ୍ୟକ ହିତାଧିକାରୀଙ୍କୁ ସାମିଲ କରିବା ପାଇଁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି ବୋଲି ତାହା ସୂଚନା ମିଳିଛି

About odisha news

Check Also

ଗ୍ରାହକ ମାନଙ୍କ ପାଇଁ ଆସିଲା ବଡ଼ ଖୁସି ଖବର ଦୁର୍ଗା ପୂଜା ଅଫର କମିଲା ସୁନା (Gold) ଦର ଭୁବନେଶ୍ୱର ର ଦାମ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ !

ବନ୍ଧୁଗଣ ରାଜ୍ୟରେ ଆଜି ପୁଣିଥରେ ସୁନା ଦର କମିଥିବାର ଦେଖିବାକୁ ମିଳିଛି 22 ଏବଂ 24 କ୍ୟାରେଟ ସୁଦ୍ଧ ସୁନା …

Leave a Reply

Your email address will not be published.