Breaking News

ଅପରାଜିତା ଙ୍କ ଜନ୍ମ ଦିନ ରେ ଘରକୁ ଫେରିଲେ ତୃପ୍ତି, ହସ ଖୁସି ରେ ଭରିଗଲା ପୁରା ପରିବାର ଦେଖନ୍ତୁ ପୁରା Video….

ନମସ୍କାର ବନ୍ଧୁଗଣ ନିଜ ଜନ୍ମ ଦିନକୁ ଧୁମୁ ଧାମରେ ପାଳନ କରିଛନ୍ତି ଅପରାଜିତା ମହାନ୍ତି ଆଉ ଅପରାଜିତଙ୍କ ଜନ୍ମ ଦିନରେ ଘରେ ଘରକୁ ଆସିଛନ୍ତି ତାଙ୍କର ବୋହୂ ତୃପ୍ତି କଣ ରହିଛି ସମ୍ପୂର୍ଣ ଖବର ଜଣାନ୍ତୁ | ଆପଣ ମାନେ ଜାଣିଥିବେ ଓଲିଉଡର ଜବରଦସ୍ତ ଅଭିନେତା ବାବୁଶାନ ମହାନ୍ତିଙ୍କ ସ୍ତ୍ରୀ ତୃପ୍ତି ଗତ ଦିନ ମାନଙ୍କରେ ପ୍ରକୃତି ମିଶ୍ରଙ୍କୁ ରାସ୍ତା ମଝିରେ ମାଡ଼ ମାରିଥିଲେ |

ଆଉ ଏହା ପର ଠାରୁ ବାବୁସାନଙ୍କ ଉପରେ ରାଗି ତୃପ୍ତି ତାଙ୍କ ବାପା ଘରକୁ ଚାଲିଯାଇଛନ୍ତି ଆଉ ବାବୁସାନଙ୍କ ପାଖରେ ବା ନିଜ ଶଶୁର ଘରକୁ ଫେରିବା ପାଇଁ ନାଁ ନେଉନାହାନ୍ତି ତୃପ୍ତି | ଏହାରି ମଧ୍ୟରେ ବାବୁସାନଙ୍କ ଘରର ଗୁରୁଜନ ଲୋକ ମାନେ ତୃପ୍ତିଙ୍କୁ ମନେଇବା ପାଇଁ ବହୁତ ଚେଷ୍ଟା କରିଥିଲେ ଆଉ ଏଥି ସହିତ ବାବୁସାନ ମହାନ୍ତି ମଧ୍ୟ ତୃପ୍ତିଙ୍କୁ ବହୁତ ଭୁଲୁ ମାଗିଥିଲେ ଏମିତିକି ସେ ସୋସିଆଲ ମିଡିଆରେ ନିଜ ଫ୍ୟାନ ମାନଙ୍କ ସାମ୍ନାରେ ମଧ୍ୟ ତୃପ୍ତିଙ୍କୁ ଭୁଲୁ ମାଗିଥିଲେ|

କିନ୍ତୁ ଏଥିରେ ତୃପ୍ତି ତାଙ୍କ ପାଖକୁ ଫେରିବା ପାଇଁ ରାଜି ହୋଇନଥିଲେ ତାହାଲେ ଏପର୍ଯ୍ୟନ୍ତ ତୃପ୍ତି ବାବୁସାନଙ୍କ ପାଖକୁ ଫେରି ନାହାନ୍ତି | ବର୍ତମାନେ ବାବୁସାନ ଓ ତୃପ୍ତିଙ୍କୁ ମଧ୍ୟରେ କଲି ଝଗଡା ବଢ଼ିବାରେ ଲାଗିଛି ବାବୁସାନ ଜଣେ ଆକ୍ଟର ହୋଇଥିଲା ବେଳେ ତୃପ୍ତି ହେଉଛନ୍ତି ଜଣେ ଶିକ୍ଷକ |

ତାହାଲେ ଦୁହେଁ ପରସ୍ପରକୁ ଅଷ୍ଟମ ଶ୍ରେଣୀରୁ ଭଲପାଇଆସୁଛନ୍ତି ପରିବାର ଲୋକାଙ୍କ ସହ ସତ ଚେଷ୍ଟା ସତେ ଦୁହେଁ ପରସ୍ପରଙ୍କୁ ଚଡି ରହି ପାରିନଥିଲେ | ଆଉ ଶେଷରେ 2014 ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଓଲିଉଡର ଏହି ଷ୍ଟାର ବାବୁସାନ ମହାନ୍ତି ଓ ତୃପ୍ତି | ତାହାଲେ ପ୍ରକୃତି ମିଶ୍ରଙ୍କର ପାଇଁ ବାବୁସାନ ଓ ତୃପ୍ତିଙ୍କୁ ଘରେ ସୃଷ୍ଟି ହୋଇଛି ଝଡ ଆଉ ପ୍ରକୃତି ମିଶ୍ରଙ୍କ ସହିତ ଲିଭିନି ରେଲେସନ ସିପି ରହିଥିଲେ ବାବୁସାନ ଏହି କଥା ତୃପ୍ତି ସୋସିଆଲ ମିଡିଆରେ କହିଛନ୍ତି |

ତାହାଲେ ସେ କହଛନ୍ତି ବାବୁସାନଙ୍କୁ ସେ ପୂର୍ବରୁ ବହୁତ ଥର ଖେମା କରିଛନ୍ତି ହେଲେ ଏଥରକ ସେ ବାବୁସାନଙ୍କୁ କେବେ ଖେମା କାରି ପାରିବେ ନାହିଁ ଆଉ ସେ ବାବୁସାନ ନ ପାଖକୁ କେବେବି ହେଲେ ଫେରିବେ ନାହିଁ ତ ଫ୍ରେଣ୍ଡସେ ଅପରାଜିତା ଜନ୍ମା ଦିନ ଥିବା କାରଣରୁ ତୃପ୍ତି ତାଙ୍କ ଘରକୁ ଆସିଥିଲେ ପରବର୍ତୀ ସମୟରେ ଫୁଣି ଥରେ ନିଜ ବାପା ଘରକୁ ଚାଲିଯାଇଛନ୍ତି |

About odisha news

Check Also

ଓଲିଉଡ଼ ସୁପରଷ୍ଟାର ଅନୁଭବ ମହାନ୍ତି ବର୍ଷା ଙ୍କୁ ଦେଲେ ଏପରି Gift ଆପଣମାନେ ଜାଣିଲେ ଖୁସି ହୋଇଯିବେ ଆଉ କହିବେ ଏ ଗିଫ୍ଟ କଣ ପାଇଁ ଦେଲେ…

ବର୍ତ୍ତମାନ ସମୟରେ ଯାହା ଗୋଟେ ଖବର ସାମ୍ନାକୁ ଆସିଛି ଓଲିଉଡ଼ ର ସୁପରଷ୍ଟାର ଅନୁଭବ ମହାନ୍ତି ଓଲିଉଡ଼ କୁଇନ ବର୍ଷା …

Leave a Reply

Your email address will not be published.