Breaking News

ଆପଣଙ୍କୁ ଆସୁଛି କି ଏପରି ସ୍ବପ୍ନ ତେବେ ଏହାକୁ ନେଇ ଶ୍ରୀକୃଷ୍ଣ କଣ କହିଛନ୍ତି ଜାଣି ରଖନ୍ତୁ …

ଦର୍ଶକବନ୍ଧୁ ଶୋଇଥିବା ସମୟରେ ଦେଖିଥିବା ଏହି ୫ଟି ସ୍ବପ୍ନ ବିଷୟରେ କାହାକୁ କୁହନ୍ତୁ ନାହିଁ ନହଲେ ଆପଣ ବହୁତ ବଡ଼ ସମସ୍ୟାରେ ପଡି ପାରନ୍ତି | ଦର୍ଶକବନ୍ଧୁ ଏହି ୫ଟି ସ୍ବପ୍ନ କାହାକୁ କୁହନ୍ତୁ ନାହିଁ ଏହି ସ୍ୱପ୍ନକୁ ଆପଣଙ୍କ ପରିବାର ଲୋକଙ୍କୁ ମଧ୍ୟ କୁହନ୍ତୁ ନାହିଁ ଶୋଇବା ସମୟରେ ପ୍ରାୟ ସମସ୍ତେ ସ୍ବପ୍ନ ଦେଖିଥାନ୍ତି ସ୍ବପ୍ନ ଦେଖିବା ଏକ ସାମାନ୍ୟ ପ୍ରକ୍ରିୟା ଅଟେ କିଛି ସ୍ବପ୍ନ ଏମିତି ଥାଏ ଯାହା ନିଦ ଭାଙ୍ଗିବା ପରେ ମନ ପଡ଼ିନଥାଏ ସ୍ୱେମୀଠୀ କିଛି ଏପରି ସ୍ବପ୍ନ ଆସିଥାଏ ଶୋଇକି ଉଠିବା ପରେ ସବୁ କିଛି ମନେ ଥାଏ ଆପଣ ବହୁତ ଲୋକଙ୍କ ପାଟିରୁ ଶୁଣିଥିବେ ଆପଣ ନିଜେ ହିଁ କହିଥିବେ ଜାଣିଛ ମୁଁ ଆଜି ଏପରି ସ୍ବପ୍ନ ଦେଖିଥିଲି ଏମିତିକି ଆମେ ବାହାର ଲୋକଙ୍କ ସେହି ଏହି ସ୍ୱପ କୁ କହିଦେଇଥାଉ |

ପ୍ରକୃତି ସହିତ ଜଡିତ ସ୍ବପ୍ନ ଆପଣ ଏହି ପରି କିଛି ସ୍ୱପ ଦେଖୁଛନ୍ତି ଯେଉଁଠିକୀ ଆପଣ ପକୃତିର ବାହୁରତ ପାକରେ ସ୍ୱପ୍ନରେ ସମୁଦ୍ର ବୃକ୍ଷ ଲତା ପାହାଡ଼ ନଦୀଯେପରି ଦିନିଷ ଦେଖୁଛନ୍ତି ଆପଣ ଏହି ଡିଏଁଇଦାକୁ ଦେଖିବା ମାତ୍ରେ ବହୁତ ଜଲଦି ଖୁସି ଖବର ଆସିବାକୁ ଯାଉଛି ଯେମିତିକି ପ୍ରକୃତିର ପାଖକୁ ଗଲେ ମନ ପ୍ରସନ୍ନ ହୋଇଯାଇଥାଏ ଠିକୀ ସେହି ପରି ଏହି ସ୍ୱପ୍ନର ଅର୍ଥ ତାହାହୋଇଥାଏ | କିନ୍ତୁ ଯଦି ଆପଣ ଏହି ସ୍ୱପ ବିଷୟରେ କାହାକୁ କହିଦଉଛନ୍ତି ଆପଣ ଏହି ସ୍ୱପ୍ନର ଫଳରୁ ବଞ୍ଚିତ ହୋଇପାରନ୍ତି |

ମୃତ୍ୟ ସମ୍ବଧିତ ସ୍ବପ୍ନ ବେଳେ ବେଳେ ଆମେ ଏପରି କକିଛି ସ୍ବପ୍ନ ଦେଖିଥାଉ ଯେଉଁଥିରେ ନିଜର ଅନ୍ୟ କୌଣସି ବ୍ୟକ୍ତିର ମୃତ୍ୟ ଦେଖିଥାଉ ଏହି ପରି ସ୍ୱପ ଦେଖିବା ପରେ କେବେ କେବେ ଡରି ଯାଇଥାନ୍ତି କେବେ କେବବେ ଆମର ମନ ବିଚଳିତ ହୋଇଯାଇଥାଏ ଯଦି ଆପଣଙ୍କୁ ଏପରି ସ୍ୱପ ଦେଖା ଯାଉଛି ଆପଣାକୁ ବିଚଳିତ ହେବାର କୌଣସି ଅବଶକ୍ୟତା ନାହିଁ କାରଣ ମୃତ୍ୟ ସ୍ବପ୍ନ ଆପଣଙ୍କର ସମସ୍ୟା ଅନ୍ତ ହେବାକୁ ଦର୍ଶାଇ ଥାଏ ଯଦି ଆପଣ ଏହି ସ୍ବପ୍ନ କାହାକୁ କହିଦେଲେ ଏହି ସ୍ୱପ୍ନର ଫଳ ବେକାର ହୋଇଯାଇଥାଏ |

ଯଦି ଆପଣ ସାଫ ସ୍ବପ୍ନ ଦେଖୁଛନ୍ତି ଯେତେବେଳେ ସ୍ୱପ୍ନରେ ଆମେ ସାଫ ଦେଖିଥାଉ ଆମେ ଡରିଯାଇଥାନ୍ତି କିଣି ଯଦି ଆପଣଙ୍କୁ ସ୍ବପ୍ନରେ ସାଫ ଦେଖାଯାଏ ଆପଣଙ୍କୁ ଡରିବାର କୌଣସି ଅବଶକ୍ୟତା ନାହିଁ କାରଣ ସ୍ୱପ୍ନରେ ସାଫ ଦେଖିବା ଦ୍ୱାରା ଆଗକୁ ଆସୁଥିବା ସମୟ ବେପାର ବାଣିଜ୍ୟ କିମ୍ବା କାର୍ଯ୍ୟରେ ସଫଳତା ସଙ୍କେତ ଦେଇଥାଏ | ସ୍ୱପ୍ନରେ ସାଫ ଦେଖାଗଲେ ଆପଣଙ୍କୁ ଧନ ଲାଭର ସମ୍ଭାବନା ଥାଏ |

ଭଗବାନଙ୍କ ଦର୍ଶନ ଯଦି ଆପଣଙ୍କୁ ସ୍ୱପ୍ନରେ ଭଗବାନଙ୍କର ସ୍ୱପ୍ନ ଦେଖାଯାଇଥାଏ ଏହାର ଅର୍ଥ ଅଟକି ଜଲଦି ଆପଣଙ୍କ ଜୀବନରେ ଖୁସି ଆସିବାକୁ ଯାଉଛି ସ୍ୱପ୍ନରେ ଭଗବାନଙ୍କର ଅର୍ଥ ସଫଳତାର ସ୍ବପ୍ନ ଅଟେ ଆଗକୁ ଆସୁଥିବା ସମୟରେ କୌଣସି ନା କୌଣସି ଖୁସି ଖବର ମିଳିବା ପାଇଁ ଯାଉଛି ସେଥିପାଇଁ ଆପଣ ଏହି ସ୍ୱପ୍ନକୁ କେବେ କାହାଗରେ କୁହନ୍ତୁ ନାହିଁ |

ମାଛ ସମ୍ବଧିତ ସ୍ବପ୍ନ ଯଦି ଆପଣ ସ୍ୱପ୍ନରେ କୌଣସି ପ୍ରକାରର ମାଛ ସ୍ୱପ୍ନ ଦେଖନ୍ତି କିମ୍ବା ଆପଣ ଅନ୍ୟ କୌଣସି ଲୋକ ମାଛ ଧରୁଥିବାର ଖାଉଥିବାର ଦେଖନ୍ତି ତାହାଲେ ଏହାକୁ ବହୁତ ଶୁଭ ମନାଯାଏ ମାଛ ଦେଖିବାର ଅର୍ଥ ଏହା ହୋଇଥାଏକି ଧନ ଲାଭ ହେବ ଏହି ସ୍ୱପ୍ନର ଫଳ ଆପଣଙ୍କୁ ଅଗକୁଆସୁଥିବା ଏକ ମାସ ବିଷୟରେ ମିଳିଯାଇଥାଏ ସେଥିପାଇଁ ଏହି ସ୍ୱପ୍ନକୁ କାହାରି ଆଗରେ କୁହନ୍ତୁ ନାହିଁ |

About odisha news

Check Also

ଆପଣ କେବେ ରାସ୍ତାରୁ ଟଙ୍କା ପାଇଛନ୍ତିକି ଜାଣି ରଖନ୍ତୁ ଏହି କଥା, ହୋଇ ଯାଆନ୍ତୁ ସାବଧାନ ନହଲେ ହୋଇ ପାରେ ଏହି ସବୁ ଅସୁବିଦା |

ବନ୍ଧୁଗଣ ଯଦି ଆପଣ ରାସ୍ତାରୁ ପଇସା ପାଇଛନ୍ତି ତେବେ ଜାଣି ନିଅନ୍ତୁ ତାହାର ଅର୍ଥ କଣ ହୋଇପାରେ ବାଟରେ ଚାଲୁ …

Leave a Reply

Your email address will not be published.