ବନ୍ଧୁଗଣ ଆଜି ଆମେ ଜାଣିବା ହାତରେ ଲେଖାରେ ଲୁଚି ରହିଥିବା ଏକ ଅକ୍ଷର M ବିଷୟରେ କହିବାକୁ ଯାଉଛୁ ହାତର ରେଖା ମାନଙ୍କରେ ଏପରି କେତେ ଯେ ସତ୍ୟ ଲୁଚି ରହିଥାଏ ଯାହାର ଅର୍ଥ ହୁଏତ ଆମେ ମାନେ ଜାଣି ପରିନଥାଉ କିନ୍ତୁ ତାହାର ମହତ୍ୱ ବହୁତ ଅଧିକ ହିଁ ରହିଥାଏ ଆପଣ ଟିଭି ମାନଙ୍କରେ ଦେଖିଥିବେ କି ସ୍ତ୍ରୀ ମାନଙ୍କ ହାତ ରେଖାକୁ ଦେଖି ଲୋକ ମାନେ ତାଙ୍କ ପତିଙ୍କ ବିଷୟରେ କହିଥାନ୍ତି ଅର୍ଥାତ ହାତର କିଛି ରେଖା ଏପରି ହୋଇଥାଏ ଯାହା ଆମର କୌଣସି ଅକ୍ଷର ପରି ଦେଖା ଯାଇଥାଏ ଏଭଳି ଏମିତି ଅକ୍ଷର ଯାହାର ଇଂରାଜୀ ଅକ୍ଷର M ବିଷୟରେ ଯଦି M ଅକ୍ଷର କାହାର ହାତର ପାପୁଲିରେ ଦେଖା ଯାଉଛି ତାଙ୍କର ଭାଗ୍ୟ ଉପରେ କଣ ପ୍ରଭାବ ପଡିଥାଏ |
ଯେଉଁ ବ୍ୟକ୍ତି ଙ୍କର ହାତର ପାପୁଲିର m ଚିହ୍ନ ଦେଖା ଯାଉଥାଏ ସେମାନେ ବହୁତ ବୃଦ୍ଧିମାନ ହୋଇଥାନ୍ତି ଏହା ସହି କୌଣସି କାମରେ ଭଲ ପାଟନର ସାବ୍ୟସ୍ତ ହୋଇଥାନ୍ତି ଯଦି ଆପଣ କାହାକୁ ଭଲ ପାଉଛନ୍ତି ଏବଂ ଯଦି ତାଙ୍କର ହାତରେ M ରେଖା ରହିଅଛି ତାଙ୍କୁ ଆପଣ ବିଲୁକୁଲ ମିଛ କହିପାରିବେ ନାହିଁ କାରଣ ସେମାନେ ଯେ କୌଣସି ମିଛକୁ ବହୁତ ସହଜରେ ହିଁ ଧରି ଦେଇଥାନ୍ତି | ଏମାନେ ମନର କଥାକୁ ସହଜରେ ଧରି ନେଇଥାନ୍ତି ସ୍ତ୍ରୀ କି ପୁରୁଷ ଦୁହିଁଙ୍କ ମଧ୍ୟରୁ କାହା ହାତରେ ଏହି M ଅକ୍ଷର ରହିଥିଲେ ଦୁହି ଜଣ ଦୁହିଁଙ୍କ ପାଇଁ ଭଲ ପାଟନର ହୋଇଥାନ୍ତି |
ଏକ ପୁରାଣୀଙ୍କ ମାନ୍ୟତା ଅନୁସାରେ ଏପରି ବ୍ୟକ୍ତିଙ୍କୁ ଭଗବାନ ବେଶେଷ କୃପା ଆସିଥାଏ | ସେ ପ୍ରୟତ ପ୍ରତେକ କ୍ଷେତ୍ରେର ସଫଳତା ହୋଇଥାନ୍ତି ଏବଂ ଉଚ୍ଚ କୋଟିର ଭାଗ୍ୟ ସମ୍ପୂର୍ଣ ହୋଇଥାନ୍ତି | ଏପରି କୁହାଯାଇଥାଏ କି ଯେଉଁ ମାନଙ୍କ ହାତରେ ଏହି M ଚିହ୍ନ ରହିଥାଏ ସେହି ବ୍ୟକ୍ତି ଭଗବାନଙ୍କର ବହୁତ ପ୍ରିୟ ହୋଇଥାନ୍ତି ଭଗବାନ ଏମାନଙ୍କର ପାର୍ଥନା ବହୁତ ଶୀଘ୍ର ହିଁ ଶୁଣି ଥାନ୍ତି ଏମାନେ ଯଦି କାହା ପାଇଁ କିଛି ପାର୍ଥନା କରିଥାନ୍ତି ତାଙ୍କର ପାର୍ଥନା ଅତି ଶୀଘ୍ର ହିଁ ପୁରଣ ହୋଇଥାଏ ଏବଂ ଯଦି ଏମାନଙ୍କ ମୁହଁରୁ କାହା ପାଇଁ ଅଭିଶାପ ବାହାରିଥାଏ ତାହା ମଧ୍ୟ ଘଟିବାର ସମ୍ଭାବନା ରହିଥାଏ |
ଏପରି ବ୍ୟକ୍ତି ଙ୍କର ଏକ ଦ୍ରୁଲଭ ଗୁଣ ଏହା ଅଟେକି ଏମାନେ ଯାହା ସାଥିରେ ମିତ୍ରତା ରଖିଥାନ୍ତି ତାଙ୍କର ମଧ୍ୟ ଭାଗ୍ୟ ଚମକି ଉଠିଥାଏ ଅର୍ଥାତ ଯଦି ଆପଣଙ୍କର ସ୍ୱମୀ କିମ୍ବା ସ୍ତ୍ରୀ ଯାହାର ହାତରେ ବି M ଅକ୍ଷରର ରେଖା ଥାଏ ଆପଣ ଜାଣି ନିଅନ୍ତୁ କି ତାଙ୍କର କାରଣରୁ ଆପଣଙ୍କ ଭାଗ୍ୟ ଚମକି ଉଠିବ ଏବଂ ଏପରି ଲୋକ ଯଦି ଆହାର ମିତ୍ରତା ହୋଇଥାନ୍ତି ତେବେ ମିତ୍ରଙ୍କର ବି ଭାଗ୍ୟ ବଦଳି ଯାଇଥାଏ ସବୁଠାରୁ ମୁଖ୍ୟ କଥାଟି ଏହା ଅଟେ କି ଯାହା ଜାଣିବାର ଅତି ଆବଶକ୍ୟ ରହଛି ତାହା ହେଲା କି ଏହା ଆମ ମାନଙ୍କର ଏହି M ଅକ୍ଷର ବାମ ହାତରେ ରହିବ ଆବଶକ୍ୟ |
ଏହି ଯଦି ଏହି M ଚିହ୍ନ ଅଟେ ଆପଣ ଯଦି ସମସ୍ତ ଡାହାଣ ହାତରେ ସବୁ କାମ କରୁଛନ୍ତି ତାହା ଆପଣଙ୍କର ବାମ ହାତରେ ରହିଲେ ଅତି ଭଲ ହୋଇଥାଏ ଏବଂ ଯଦି ଆପଣ ବାମ ହାତରେ ସବୁ କାମ କରୁଥାନ୍ତି ଏବେ ଏହି M ଚିହ୍ନ ଟି ବାମ ହାତରେ ରହିଲେ ସେତେ ଲାଭ କାରି ହୋଇନଥାଏ ଯେପରି ଡାହାଣ ହାତରେ ଏହିବା ଦ୍ୱାରା ମିଳିଥାଏ ଯଦି ଏହା କୌଣସି ବ୍ୟକ୍ତ ଙ୍କର ଦୁଇଟି ହାତରେ ରହିଥାଏ ଆପଣ ନିଜେ ହିଁ ଅନୁଭବ କରି ପାରିବେକି ଆପଣ ସମସ୍ତ ଙ୍କ ତୁଳନାରେ କିପରି ଉଚ୍ଚ ସ୍ଥିତିରେ ରହିଛନ୍ତି |
Check Also
ଆପଣ କେବେ ରାସ୍ତାରୁ ଟଙ୍କା ପାଇଛନ୍ତିକି ଜାଣି ରଖନ୍ତୁ ଏହି କଥା, ହୋଇ ଯାଆନ୍ତୁ ସାବଧାନ ନହଲେ ହୋଇ ପାରେ ଏହି ସବୁ ଅସୁବିଦା |
ବନ୍ଧୁଗଣ ଯଦି ଆପଣ ରାସ୍ତାରୁ ପଇସା ପାଇଛନ୍ତି ତେବେ ଜାଣି ନିଅନ୍ତୁ ତାହାର ଅର୍ଥ କଣ ହୋଇପାରେ ବାଟରେ ଚାଲୁ …