Breaking News

ଆପଣଙ୍କ ପାଖରେ ଅଛି କି ଏଭଳି ପୁରୁଣା ନୋଟ ଆଉ କଏନ Tebe ଆପଣ ହୋଇଯିବେ ମାଲାମାଲ, ଜାଣନ୍ତୁ କେଉଁଠାରେ ଆଉ କେତେ ଟଙ୍କାରେ ବିକିବେ !

ବନ୍ଧୁଗଣ ଆପଣମାନେ ଜାଣିଥିବେ କି ବହୁତ ସାରା ଲୋକ ପୁରୁଣା କଏନ ବିକ୍ରିକରି ଅନେକ ଟଙ୍କା କମେଇଥାନ୍ତି ତେବେ ଆସନ୍ତୁ ଜାଣିବା କେଉଁ ଭଳିଆ ପଇସା ବା କେଉଁଭାଲିଆ ମୁଦ୍ରା ଆପଣ ଅନଲାଇନ ବିକ୍ରି କରି ବହୁତ ସାରା ପଇସା କମେଇ ପାରିବେ | ତାହା ସହିତ ସେଇ ପଇସା କୁନେଇ ସେମାନେ କଣ କରୁଛନ୍ତି ଆଉ ସେଇ ପଇସା ସେମାନେ କେତେ ଟଙ୍କାରେ ବିକ୍ରି କରୁଛନ୍ତୁ ଆସନ୍ତୁ ଜାଣିବା ଏହି ଖବର ମାଧ୍ୟମରେ |

ଦର୍ଶକବନ୍ଧୁ ଆସନ୍ତୁ ଆପଣକୁ ଆମେ ଦେଖେଇଦେଉଚୁ କେଉଁ ଭଳିଆ ପଇସା ଆପଣ ବିକ୍ରି କରିପାରିବେ ଏହି ଫୋଟୋ ରେ ସିରିଏଲ ନମ୍ବରରେ ଦେଖି ପାରୁଥିବେ ଦର୍ଶକବନ୍ଧୁ ଆପଣମାନେ ଏହି ଫୋଟୋରେ ଦେଖିପାରୁଥିବେ ଏକ 2 ଟଙ୍କିଆ ନୋଟ ଅଛି ଆପଣମାନେ ଏହି ଫୋଟୋରେ ଥିବା ନୋଟର ସିରିଏଲ ନମ୍ବର ମିଶାଇ ଦିଅନ୍ତୁ ଯଦି ଏହି ପ୍ରକାର ନୋଟ ଆପଣଙ୍କ ପାଖରେ ଅଛି ତାହେଲେ ଆପଣ 12000 ଟଙ୍କା ପାଇପାରିବେ |

ବନ୍ଧୁଗଣ ଆପଣମାନେ ଏହି ଫୋଟୋରେ ଦେଖିପାରୁଥିବେ ଏକ 1 ଟଙ୍କିଆ ନୋଟ ଅଛି ଆପଣମାନେ ଏହି ଫୋଟୋରେ ଥିବା ନୋଟର ସିରିଏଲ ନମ୍ବର ମିଶାଇ ଦିଅନ୍ତୁ ଯଦି ଏହି ପ୍ରକାର ନୋଟ ଆପଣଙ୍କ ପାଖରେ ଅଛି ତାହେଲେ ଆପଣ 9000 ଟଙ୍କା ପାଇପାରିବେ ଦର୍ଶକବନ୍ଧୁ ଆପଣମାନେ ଏହି ଫୋଟୋରେ ଦେଖିପାରୁଥିବେ ଏକ 50 ଟଙ୍କିଆ ନୋଟ ଅଛି | ଆପଣମାନେ ଏହି ଫୋଟୋରେ ଥିବା ନୋଟର ସିରିଏଲ ନମ୍ବର ମିଶାଇ ଦିଅନ୍ତୁ ଯଦି ଏହି ପ୍ରକାର ନୋଟ ଆପଣଙ୍କ ପାଖରେ ଅଛି ତାହେଲେ ଆପଣ 12000 ଟଙ୍କା ପାଇପାରିବେ |

ବନ୍ଧୁଗଣ ଆପଣମାନେ ଏହି ଫୋଟୋରେ ଦେଖିପାରୁଥିବେ ଏକ 100 ଟଙ୍କିଆ ନୋଟ ଅଛି ଆପଣମାନେ ଏହି ଫୋଟୋରେ ଥିବା ନୋଟର ସିରିଏଲ ନମ୍ବର ମିଶାଇ ଦିଅନ୍ତୁ ଯଦି ଏହି ପ୍ରକାର ନୋଟ ଆପଣଙ୍କ ପାଖରେ ଅଛି ତାହେଲେ ଆପଣ 20000 ଟଙ୍କା ପାଇପାରିବେ ଦର୍ଶକବନ୍ଧୁ ଆପଣମାନେ ଏହି ଫୋଟୋରେ ଦେଖିପାରୁଥିବେ ଆଉ ଏକ 100 ଟଙ୍କିଆ ନୋଟ ଅଛି ଆପଣମାନେ ଏହି ଫୋଟୋରେ ଥିବା ନୋଟର ସିରିଏଲ ନମ୍ବର ମିଶାଇ ଦିଅନ୍ତୁ ଯଦି ଏହି ପ୍ରକାର ନୋଟ ଆପଣଙ୍କ ପାଖରେ ଅଛି ତାହେଲେ ଆପଣ 12000 ଟଙ୍କା ପାଇପାରିବେ |

ବନ୍ଧୁଗଣ ଆପଣମାନେ ଏହି ଫୋଟୋରେ ଦେଖିପାରୁଥିବେ ଆଉ ଏକ ପୁରୁଣା 500 ଟଙ୍କିଆ ନୋଟ ଅଛି ଆପଣମାନେ ଏହି ଫୋଟୋରେ ଥିବା ନୋଟର ସିରିଏଲ ନମ୍ବର ମିଶାଇ ଦିଅନ୍ତୁ , ଯଦି ଏହି ପ୍ରକାର ନୋଟ ଆପଣଙ୍କ ପାଖରେ ଅଛି ତାହେଲେ ଆପଣ 6500 ଟଙ୍କା ପାଇପାରିବେ ଦର୍ଶକବନ୍ଧୁ ଆପଣମାନେ ଏହି ଫୋଟୋରେ ଦେଖିପାରୁଥିବେ ଆଉ ଏକ 10 ଟଙ୍କିଆ ନୋଟ ଅଛି ଆପଣମାନେ ଏହି ଫୋଟୋରେ ଥିବା ନୋଟର ସିରିଏଲ ନମ୍ବର ମିଶାଇ ଦିଅନ୍ତୁ ଯଦି ଏହି ପ୍ରକାର ନୋଟ ଆପଣଙ୍କ ପାଖରେ ଅଛି ତାହେଲେ ଆପଣ 5000 ଟଙ୍କା ପାଇପାରିବେ |

ବନ୍ଧୁଗଣ ଆପଣମାନେ ଏହି ଫୋଟୋରେ ଦେଖିପାରୁଥିବେ ଆଉ ଏକ 5 ଟଙ୍କିଆ ନୋଟ ଅଛି ଆଉ ଟ୍ରାକଟର ଚିହ୍ନ ମଧ୍ୟ ଅଛି ଆପଣମାନେ ଏହି ଫୋଟୋରେ ଥିବା ନୋଟର ସିରିଏଲ ନମ୍ବର ମିଶାଇ ଦିଅନ୍ତୁ ଯଦି ଏହି ପ୍ରକାର ନୋଟ ଆପଣଙ୍କ ପାଖରେ ଅଛି ତାହେଲେ ଆପଣ 4500 ଟଙ୍କା ପାଇପାରିବେ ଦର୍ଶକବନ୍ଧୁ ଆପଣମାନେ ଏହି ଫୋଟୋରେ ଦେଖିପାରୁଥିବେ ଆଉ ଏକ 20 ଟଙ୍କିଆ ନୋଟ ଅଛି ଆପଣମାନେ ଏହି ଫୋଟୋରେ ଥିବା ନୋଟର ସିରିଏଲ ନମ୍ବର ମିଶାଇ ଦିଅନ୍ତୁ ଯଦି ଏହି ପ୍ରକାର ନୋଟ ଆପଣଙ୍କ ପାଖରେ ଅଛି ତାହେଲେ ଆପଣ 4500 ଟଙ୍କା ପାଇପାରିବେ |

ଦର୍ଶକବନ୍ଧୁ ଆପଣମାନେ ଏହି ଫୋଟୋରେ ଦେଖିପାରୁଥିବେ ଆଉ ଏକ ପୁରୁଣା 25 ପଇସାର କଏନ ଯଦି 1960 ମସିହାର ଥାଏ ଆପଣମାନେ ଏହି ଫୋଟୋରେ ଥିବା କଏନର ଫୋଟୋ ଦେଖିପାରୁଥିବେ ଯଦି ଏହି ପ୍ରକାର କଏନ ଆପଣଙ୍କ ପାଖରେ ଅଛି ତାହେଲେ ଆପଣମାନେ ମଧ୍ୟ ଅନଲାଇନ ରେ ବିକ୍ରି କରି 7000 ଟଙ୍କା ପାଇପାରିବେ ଦର୍ଶକବନ୍ଧୁ ଆପଣମାନେ ଏହି ଫୋଟୋରେ ଦେଖିପାରୁଥିବେ ଗଣପତି ବାବାଙ୍କର କଏନ ଯଦି ଆପଣଙ୍କ ପାଖରେ ଥାଏ ତାହେଲେ ଅନଲାଇନ ମାଧ୍ୟମରେ ରେ ବିକ୍ରି କରି 4500 ଟଙ୍କା ପାଇପାରିବେ |

ଦର୍ଶକବନ୍ଧୁ ଆପଣମାନେ ଏହି ଫୋଟୋରେ ଦେଖିପାରୁଥିବେ ସେହିଭଳି ଆଉ ଏକ ରାଣୀ ଭିକ୍ଟୋରିଆଙ୍କ କଏନ ଅଛି ଯାହାକି 1907 ମସିହାର କଏନ ଯଦି ଆପଣଙ୍କ ପାଖରେ ଏହି ପ୍ରକାର କଏନ ଥାଏ ତାହେଲେ ଅନଲାଇନ ମାଧ୍ୟମରେ ରେ ବିକ୍ରି କରି 10000 ଟଙ୍କା ପାଇପାରିବେ ଦର୍ଶକବନ୍ଧୁ ଆପଣମାନେ ଏହି ଫୋଟୋରେ ଦେଖିପାରୁଥିବେ ସେହିଭଳି ଆଉ ଏକ 1.4 ଟଙ୍କା କଏନ ଅଛି ଯାହାକି 1950 ମସିହାର କଏନ ଯଦି ଆପଣଙ୍କ ପାଖରେ ଏହି ପ୍ରକାର କଏନ ଥାଏ ତାହେଲେ ଅନଲାଇନ ମାଧ୍ୟମରେ ରେ ବିକ୍ରି କରି 6000 ଟଙ୍କା ପାଇପାରିବେ |

ଦର୍ଶକବନ୍ଧୁ ମୁଁ ଆପଣଙ୍କୁ କହିବାକୁ ଚାହୁଁଚି ଯେ ଯେଉଁମାନେ ପୁରୁଣା ନୋଟ ବା କଏନ କିଣୁଛନ୍ତି କଣ ପାଇଁ କିଣୁଛନ୍ତି ବହୁତ ସାରା ଖବରରେ ଆପଣ ପଢି଼ବାକୁ ପାଉଥିବେ ଯେ କୋଟି କୋଟି ଟଙ୍କା ଦିଆଯାଉଛି କିନ୍ତୁ ଦର୍ଶକବଂଧୁ ଏହି ପ୍ରକାର ଖବର ସମ୍ପୂର୍ଣ ମିଥ୍ୟା ଅଟେ ଦର୍ଶକବନ୍ଧୁ ଆପଣ ଜାଣିଥିବେ ବିଦେଶ ରେ ଆମ ଦେଶ ଭାରତ ହେଉ କି ବାହାର ଦେଶରେ ହେଉ ବହୁତ ସାରା ମ୍ୟୁଜିଅମ ଥାଏ ଯେଉଁଠାରେ ଐତିହ ବା ପିରୁଣା ଜିନିଷକୁ ସଜାଇକାରୀ ରଖିବା ପାଇଁ ଯାହାକି ଟିକେଟ ସେଲ ହୁଏ

ଦର୍ଶକବନ୍ଧୁ ଆପଣମାନେ ଏହି ଫୋଟୋରେ ଦେଖିପାରୁଥିବେ ଆଉ ଏକ 10 ଟଙ୍କିଆ ନୋଟ ଅଛି ଆପଣମାନେ ଏହି ଫୋଟୋରେ ଥିବା ନୋଟର ସିରିଏଲ ନମ୍ବର ମିଶାଇ ଦିଅନ୍ତୁ ଯଦି ଏହି ପ୍ରକାର ନୋଟ ଆପଣଙ୍କ ପାଖରେ ଅଛି ତାହେଲେ ଆପଣମାନେ ମଧ୍ୟ ଅନଲାଇନ ରେ ବିକ୍ରି କରି 5000 ଟଙ୍କା ପାଇପାରିବେ ଦର୍ଶକବନ୍ଧୁ ଆପଣମାନେ ଏହି ପରବର୍ତୀ ଫୋଟୋରେ ଦେଖିପାରୁଥିବେ ଆଉ ଏକ 50 ଟଙ୍କିଆ ନୋଟ ଅଛି ଆପଣମାନେ ଏହି ଫୋଟୋରେ ଥିବା ନୋଟର ସିରିଏଲ ନମ୍ବର ମିଶାଇ ଦିଅନ୍ତୁ ଯଦି ଏହି ପ୍ରକାର ନୋଟ ଆପଣଙ୍କ ପାଖରେ ଅଛି ତାହେଲେ ଆପଣମାନେ ମଧ୍ୟ ଅନଲାଇନ ରେ ବିକ୍ରି କରି 3500 ଟଙ୍କା ପାଇପାରିବେ |

ଦର୍ଶକବନ୍ଧୁ ଆପଣମାନେ ଏହି ଫୋଟୋରେ ଦେଖିପାରୁଥିବେ ଆଉ ଏକ ପୁରୁଣା 5 ଟଙ୍କିଆ ନୋଟ ଅଛି ଆପଣମାନେ ଏହି ଫୋଟୋରେ ଥିବା ନୋଟର ସିରିଏଲ ନମ୍ବର ମିଶାଇ ଦିଅନ୍ତୁ ଯଦି ଏହି ପ୍ରକାର ନୋଟ ଆପଣଙ୍କ ପାଖରେ ଅଛି ତାହେଲେ ଆପଣମାନେ ମଧ୍ୟ ଅନଲାଇନ ରେ ବିକ୍ରି କରି 7000 ଟଙ୍କା ପାଇପାରିବେ ଦର୍ଶକବନ୍ଧୁ ଆପଣମାନେ ଏହି ଫୋଟୋରେ ଦେଖିପାରୁଥିବେ ଆଉ ଏକ ପୁରୁଣା 2 ଟଙ୍କିଆ ନୋଟ ଅଛି ଆପଣମାନେ ଏହି ଫୋଟୋରେ ଥିବା ନୋଟର ସିରିଏଲ ନମ୍ବର ମିଶାଇ ଦିଅନ୍ତୁ ଯଦି ଏହି ପ୍ରକାର ନୋଟ ଆପଣଙ୍କ ପାଖରେ ଅଛି ତାହେଲେ ଆପଣମାନେ ମଧ୍ୟ ଅନଲାଇନ ରେ ବିକ୍ରି କରି 5000 ଟଙ୍କା ପାଇପାରିବେ |

ବନ୍ଧୁଗଣ ଆପଣମାନେ ଏହି ଫୋଟୋରେ ଦେଖିପାରୁଥିବେ ଆଉ ଏକ ପୁରୁଣା 5 ଟଙ୍କିଆ କଏନ ଯଦି 1999 ମସିହାର ଥାଏ ଆପଣମାନେ ଏହି ଫୋଟୋରେ ଥିବା କଏନର ଫୋଟୋ ଦେଖିପାରୁଥିବେ ଯଦି ଏହି ପ୍ରକାର କଏନ ଆପଣଙ୍କ ପାଖରେ ଅଛି ତାହେଲେ ଆପଣମାନେ ମଧ୍ୟ ଅନଲାଇନ ରେ ବିକ୍ରି କରି 8000 ଟଙ୍କା ପାଇପାରିବେ ଦର୍ଶକବନ୍ଧୁ ଆପଣମାନେ ଏହି ଫୋଟୋରେ ଦେଖିପାରୁଥିବେ ମା ବୈଷ୍ଣଦେବୀଙ୍କର ଏହିଭାଲିଆ କଏନ ଯଦି ଆପଣଙ୍କ ପାଖରେ ଥାଏ ତାହେଲେ ଆପଣମାନେ ମଧ୍ୟ ଅନଲାଇନ ରେ ଏହି କଏନକୁ 3000 ଟଙ୍କାରେ ବିକ୍ରି କରିପାରିବେ |

ଲୋକମାନେ ଦେଖନ୍ତି ଐତିହ କାଳ ରେ ଲୋକମାନେ ଏହି ଭଳିଆ ଜିନିଷ ବ୍ୟବହାର କରୁଥିଲେ | ମ୍ୟୁଜିଅମ ମାନେ ଏହି ଭଳି କଏନ ଦରକାର ହେଲେ ସେମାନେ କିଣନ୍ତି ଯାହାକି ସେମାନେ ଅନଲାଇନ ପୋଷ୍ଟ ଛାଡ଼ନ୍ତି ସେହି ପୋଷ୍ଟ ଅନୁସାରେ ଆମେ ଖବର ତିଆରି କରୁଛୁ |

ଦର୍ଶକବନ୍ଧୁ ଯଦି ଆପଣଙ୍କ ପାଖରେ ପୁରୁଣା କଏନ ବା ନୋଟ ଥାଏ ତାହେଲେ ଆପଣ coinbazar snapdeal quickr olx ସାହାର୍ଯ୍ୟରେ ଆପଣମାନେ ଏହି ସବୁ ନୋଟ କୁ ବିକି ପାରିବେ କିନ୍ତୁ ଆପଣ ଠକାମୀ ଠାରୁ ବଞ୍ଚିତ ହୋଇ ଏହା ଆପଣ କରିବେ |

About odisha news

Check Also

Big Update : ପୁଣି ଚାଷୀଙ୍କ ଖାତାକୁ ଆସିଲା ପିଏମ କିଷାନ ଯୋଜନା 6 ହଜାର ଟଙ୍କା କେଉଁ ଚାଷୀମାନଙ୍କୁ ମିଳିଲା ଟଙ୍କା ଜାଣନ୍ତୁ |

ବନ୍ଧୁଗଣ ଆସନ୍ତୁ ଜାଣିବ PM KISAN ଯୋଜନାର ବଡ ଖବର ତେବେ ଆପଣ ମାନେ ଯଦି PM KISAN ଯୋଜନାର …

Leave a Reply

Your email address will not be published.