Breaking News

Breaking : ଆପେ ଆପେ ଚାଲୁଛି ଗାଡି….ଯିଏ ଦେଖିଲା ସିଏ ହେଲା ଆଶ୍ଚଯ୍ୟ, ଆପଣ ଦେଖନ୍ତୁ

ହେଲୋ ଫ୍ରେଣ୍ଡ୍ ଆଶ୍ଚର୍ଯ୍ୟ ଆପେ ଆପେ ଗଡୁଛି ବାଇକ୍ । ବିନା ଟେନସନ୍ ରେ ଫୋନ ରେ ଗପୁଛନ୍ତି ଚାଳକ । ହାତକୁ ସ୍ପର୍ଶ ନ କରି ଆପଣମାନେ ବାଇକ୍ ଚଲେଇ ପାରିବେ କି । ପ୍ରଶ୍ନ ଟି ଆପଣମାନଙ୍କୁ ହୁଏତ ଅଜବ ଲାଗି ପରେ । ହେଲେ ଏପରି ଏକ ଘଟଣା ବର୍ତ୍ତମାନ୍ ଦେଖିବାକୁ ମିଳିଛି ।

ଯେଉଁଥିରେ ଜଣେ ଯୁବକ ବାଇକର ହେଣ୍ଡଲ ନଛୁଇଁ ମଧ୍ୟ ଗାଡ଼ି ଚଳାଇ ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି । ଏହାର ଭିଡ଼ିଓ ମଧ୍ୟ ସୋସିଆଲ ମିଡିଆରେ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି । ତେବେ ସେହି ଭିଡ଼ିଓ ରେ ଦେଖା ଯାଉଛି ସେହି ବ୍ୟକ୍ତି ଜଣଙ୍କ ବାଇକର ପଛ ସିଟ ରେ ବସିଛନ୍ତି କିନ୍ତୁ ରାଇଡରର ସିଟ ଖାଲି । ସେହି ବ୍ୟକ୍ତି ଜଣଙ୍କ ପଛ ସିଟ ରେ ଖାଲି ବସି ନାହାନ୍ତି ସେ ଗୋଡ଼କୁ ଗୋଡ଼ ଛନ୍ଦି ଆରାମରେ ବସୁ ମୋବାଇଲରେ କଥା ହେଉଛନ୍ତି ।

ବାଇକ୍ ଟି ମଧ୍ୟ ଖୁବ୍ ଆରାମରେ ଚାଲିଛି । ସତେ ଯେପରି କେହି ଜଣେ ଆଗ ସିଟ ରେ ବସି ଗାଡ଼ିକୁ ଚଳାଉଛନ୍ତି । ଏହି ବ୍ୟକ୍ତି ଜଣଙ୍କ ଏପରି ଗାଡ଼ି ଚଳାଇ ନିୟମର ଉଲଗ୍ନ କରିଛନ୍ତି । କାହିଁକି ନା ଏଭଳି ଗାଡ଼ି ଚଳାଇବା ଦ୍ବାରା ନିଜ ସହିତ ରାସ୍ତା ରେ ଯାଉଥିବା ଅନ୍ୟ ଲୋକମାନଙ୍କ ଜୀବନ ପ୍ରତି ମଧ୍ୟ ବିପଦ ହୋଇଥାଏ । ତେଣୁ ରାସ୍ତାରେ ଏପରି ଅଜବ ଢଙ୍ଗରେ ଗାଡ଼ି ନ ଚଳାଇ ସାବଧାନ ଏବଂ ସଠିକ୍ ଢଙ୍ଗରେ ଗାଡ଼ି ଚାଲେଇବା ଉଚିତ୍ ।

About odisha news

Check Also

ଫୁଣି ମାଡି ଆସୁଛି ଭୟଙ୍କର Batya ୫ତାରିଖରୁ ପ୍ରବଳ ବର୍ଷା ସହ ବଜ୍ରପାତର ସମ୍ଭାବନା, Panipaga ବିଭାଗ ଦେଲା ସୂଚନା ଏହି ସବୁ ଜିଲ୍ଲା କୁ ପ୍ରବଳ ଛେଚିବ…

ଏବେ ଏବେ ପାଣିପହା ବିବାହାଗ ପକ୍ଷରୁ ଲଘୁଚାପ କୁ ନେଇ ଆସିଲା ଫୁଣି ବଡ଼ ସୂଚନା ଆସୁଛି ଆଉ ଏକ …

Leave a Reply

Your email address will not be published.