ଦର୍ଶକବନ୍ଧୁ +୨ପରୀକ୍ଷା କୁ ନେଇ ଆସିଲା ନୂଆ ଖବର ଜାଣନ୍ତୁ କୋଉ ମୋଡ ରେ ହେବ ପରୀକ୍ଷା ଏବଂ କେଉଁ ଉପାୟ ରେ ହେବ ମାର୍କିଂ ତ ସହିତ ଛାତ୍ର ଛାତ୍ରୀ ଙ୍କ ମୂଲ୍ୟାଙ୍କନ କୁ ନେଇ ୨ଟି ସ୍କୀମ୍ କରାଯାଇଛି ଆସନ୍ତା ୨୮ ତାରିଖ ରେ ଆରମ୍ଭ ହେବା +୨ ବୋଡ ପରୀକ୍ଷା ସ୍କୁଲ ରେ ପରୀକ୍ଷା ଦାବେ ଛାତ୍ର ଛାତ୍ରୀ ।
କଳା ବାଣୀଜ୍ୟ ବିଜ୍ଞାନ ଏବଂ ଧନ୍ଦା ମୂଳକ ବିଷୟ ରେ ରାଜ୍ୟ ରେ ମୋଟ “ତିନି ଲକ୍ଷ୍ୟ କୋଡ଼ିଏ ହଜାର” ଛାତ୍ର ଛାତ୍ରୀ ଚଳିତ ବର୍ଷ ବୋଟ ପରୀକ୍ଷା ଦେବେ । ଚଳିତ ଖରା କୁ ଦୃଷ୍ଟି ରେ ରଖି ଦୈନିକ ଗୋଟିଏ ସିଟିଙ୍ଗ ରେ ପରୀକ୍ଷା ଦିଆଜିବ ବୋଳି ନିଷ୍ପତି ନିଆଯାଇଛି ।ସକାଳ ୯ଟା ରେ ଆରମ୍ଭ କରାଯାଇଛି ।ମହା ମାରି ପାଇଁ ପରୀକ୍ଷା କୋହଳ କରାଯାଇଛି ନିଜ ଶିକ୍ଷକ ମାନଙ୍କ ଦ୍ଵାରା ସମସ୍ତ ପ୍ରାପ୍ଟିକଲ୍ ପରୀକ୍ଷା କରା ଯିବ ।
ଛାତ୍ର ଛାତ୍ରୀ ମାନଙ୍କର ଖାତା ଦେଖା କୁ ନାଇ ୨ଟି ସ୍କିମି କରାଯାଇଛି ବାର୍ଷିକ ପରୀକ୍ଷା ହୋଇଥିବା ପ୍ରଦର୍ଶନ ମଧ୍ୟ ରେ ମାର୍କ ଦିଆଯିବ ନଚେତ୍ ବାର୍ଷିକ ପରୀକ୍ଷା ର ୮୦ ପ୍ରତିଶତ ଓ କ୍ବେଟର ଏଣ୍ଡ ରେ ୨୦ ପ୍ରତିଶତ ଅନୁଯାଇ ମର୍କିଂ ହେବ ଦୁଇଟି ବ୍ୟବସ୍ଥା ରୁ କାଉଣ୍ଟି ସର୍ବାଧିକ ରହିବ ସେହିଟି ସମାପ୍ତ ହେବ |
Check Also
ଏହି ତାରିଖରେ ମିଳିବାକୁ ଯାଉଛି କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା, ଦେଖନ୍ତୁ ଡେଉଁ ମାନଙ୍କୁ ମିଳିବ ଏହି ଟଙ୍କା ଓ କେଉଁ ମାନଙ୍କୁ ମିଳିବ ନାହିଁ ଏହି ଟଙ୍କା !
କାଳିଆ ଯୋଜନାରେ ଏବେ ଆସୁଛି ଆଉ କିଛି ନୂଆ ଯୋଜନ ଆପଣ ମାନେ ସମସ୍ତେ ଜାଣିଥିବେ କାହାକୁ ଟଙ୍କା ମିଳୁଥିବା …