Breaking News

ଅପରାଜିତା ମହାନ୍ତିଙ୍କର ପରିବାର ବିବରଣୀ ଓ ସେ ଗୋଟେ ଫିଲ୍ମ କରିବା ପାଇଁ କେତେ ଟଙ୍କା ନେଇଥାନ୍ତି ?

ଦର୍ଶକବନ୍ଧୁ ଓଲିଉଡ଼ ରେ ଡ୍ରିମଗାର୍ଲ ଭାବେ ପରିଚିତ ଅପରାଜିତା ମହାନ୍ତି ଙ୍କୁ ଓଡ଼ିଶାରେ କିଏବା ନ ଜାଣେ ଓ ତାଙ୍କର ଅଭିନୟ କିଏ ବା ନ ଦେଖିଛି 1965 ମସିହା ମେ ମାସ 15 ତାରିଖରେ ଜନ୍ମଲାଭ କରିଥିଲେ ଅପରାଜିତା ମହାନ୍ତି ଏଇ ହିସାବରେ ବର୍ତ୍ତମାନ ସମୟର ବୟସ ହେଉଛି 56 ବର୍ଷ ତାଙ୍କର ସ୍ୱାମୀ ଉତ୍ତମ ମହାନ୍ତି ଙ୍କୁ ସେ 1987 ମସିହାରେ ବିବାହ କରିଥିଲେ ତେବେ ଦର୍ଶକବନ୍ଧୁ 1980 ମସିହାରେ ସେ ଓଲିଉଡ଼ ଇଣ୍ଡଷ୍ଟ୍ରି ଏଣ୍ଟ୍ରି କରିଥିଲେ | ସୀତା ଲବ କୁଶ ଚଳଚିତ୍ର ମାଧ୍ୟମରେ ସେ ଓଲିଉଡ଼ ଇଣ୍ଡଷ୍ଟ୍ରି ରେ ପାଦ ଥାପିଥିଲେ |

ବନ୍ଧୁଗଣ ଏଇ ଚଳଚିତ୍ରରେ ସଫଳତା ହାସଲ ପରେ ସେ ଗୋଟେ ପରେ ଗୋଟେ ଚଳଚିତ୍ରରେ କାମ କରିବା ଆରମ୍ଭ କଲେ ଏବଂ ଚଳଚିତ୍ର ଗୁଡିକ ମଧ୍ୟ ଦର୍ଶକମାନଙ୍କୁ ବେଶ ପସନ୍ଦ ଆସିଥିଲା ମାତ୍ର ଅଳ୍ପ ସମୟ ଭିତରେ ସେ ଓଲିଉଡ଼ ଇଣ୍ଡଷ୍ଟ୍ରି ରେ ନିଜର ନାମ କମାଇବାରେ ସଫଳ ହୋଇଥିଲେ ଓ ଲୋକମାନଙ୍କୁ ତାଙ୍କ ଅଭିନୟ ପ୍ରତି ଆକର୍ଷିତ କରିଥିଲେ |

ଅପରାଜିତା ମହାନ୍ତି ନିଜର ସ୍ୱାମୀ ଉତ୍ତମ ମହାନ୍ତି ଙ୍କ ସହ ଅପରାଜିତା ମହାନ୍ତି ବହୁତ ସାରା ଫିଲ୍ମ ରେ କାମ କରିଛନ୍ତି ଓ ସେମାନଙ୍କ ମଧ୍ୟ ରୁ କିଛି ଫିଲ୍ମ ହିଟ ମଧ୍ୟ ହୋଇଛି ଦର୍ଶକବନ୍ଧୁ ଆମେ ଜଣାଇ ରଖୁଛୁ ଯେ ଅପରାଜିତା ମହାନ୍ତି ଏକ ମୁସଲମାନ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ତାଙ୍କ ବାପା ଜଣେ ମୁସଲମାନ ହୋଇଥିଲା ବେଳେ ତାଙ୍କ ମା ହେଉଛନ୍ତି ଜଣେ ହିନ୍ଦୁ ନାରୀ ବିବାହ ପରେ ଅପରାଜିତା ହିନ୍ଦୁ ଘରର ବୋହୁ ହୋଇଛନ୍ତି |

ଦର୍ଶକବନ୍ଧୁ ଅପରାଜିତା ମହାନ୍ତି ଅନେକ ଗୁଡିଏ ଇଣ୍ଟରଭ୍ୟୁ ରେ ମଧ୍ୟ କହିଛନ୍ତି ତାଙ୍କର ଉଭୟ ଧର୍ମ ପ୍ରତି ସମାନ ଭାବରେ ସନମାନ ଭଲପାଇବା ରହିଛି ସେ ଉଭୟ ଧର୍ମକୁ ମାନି ଥାନ୍ତି | ଅପରାଜିତା ଙ୍କ ପରିବାର କହିଲେ ସ୍ୱାମୀ ଉତ୍ତମ ମହାନ୍ତି ପୁଅ ବାବୁଶାନ ମହାନ୍ତି ଏବଂ ବାବୁଶାନ ଙ୍କ ସ୍ତ୍ରୀ ତୃପ୍ତି ଶତପଥୀ ଏବଂ ବାବୁଶାନ ଙ୍କର କୁନି ପୁଅ | ସୋସିଆଲ ମିଡ଼ିଆ ସୂତ୍ରର ସୂଚନା ଅନୁସାରେ ଅପରାଜିତା ମହାନ୍ତି ଗୋଟେ ଚଳଚ୍ଚିତ୍ରରେ କାମ କରିବା ପାଇଁ ପାଖା ପାଖି 10 ରୁ 12 ଲକ୍ଷ ଟଙ୍କା ଡିମାଣ୍ଡ କରି ଥାନ୍ତି ଓ ଗୋଟେ ଆଡ଼ କରିବା ଲାଗି 4 ରୁ 5 ଲକ୍ଷ ଟଙ୍କା ଡିମାଣ୍ଡ କରି ଥାନ୍ତି | ତେବେ ଫ୍ରେଣ୍ଡ୍ସ ଆପଣମାନଙ୍କୁ ଅପରାଜିତା ମହାନ୍ତି କେମିତି ଲାଗନ୍ତି ଆମକୁ କମେଣ୍ଟ ରେ ନିଶ୍ଚିତ ଜଣାଇବେ |

About odisha news

Check Also

ଆପଣ ମାନେ କେବେ ନିତୁ ମିଶ୍ରଙ୍କ ସ୍ୱାମୀକୁ କେବେ ଦେଖିନଥିବେ ଦେଖନ୍ତୁ ସେ କୋଉ Hero ଠାରୁ କମ ନୁହନ୍ତି !

ନମସ୍କାର ବନ୍ଧୁଗଣ ଆପଣ ମାନେ ତ ଶିରିଏଲ ତଥା ଓଡ଼ିଆ ଇଣ୍ଡରଷ୍ଟି ର ଅଭିନେତ୍ରୀ ନିତୁ ମିଶ୍ର କୁ ବେଶ୍ …

Leave a Reply

Your email address will not be published.