ଯଦି ଆପଣ ଜଣେ ରାସନ କାର୍ଡ ହିତାଧିକାରୀ ଆଉ ଆପଣଙ୍କ ପାଖରେ ରାସନ କାର୍ଡ ରହିଛି ଏମିତିକି ଆପଣ ମାନେ ରାସନ ସାମଗ୍ରୀ ଉଠାଉଛନ୍ତି ତେବେ ଏନେଇ ସରକାରଙ୍କ ପକ୍ଷରୁ ଆସଛି ଆଉ କିଛି ବଡ଼ ଖବର ଯାହାକି ଆପଣ ମାନଙ୍କୁ ରାସନ କାର୍ଡ ରେ ଫୁଣି ମିଳିବାକୁ ଯାଉଛି ନୂଆ ସୁବିଦା ତେବେ ସେହି ସୁବିଦା କଣ କଣ ରହିଛି ଡ଼କ୍ସନ କାର୍ଡ ଧାରୀଙ୍କ ପାଇଁ ବଡ଼ ଖବର ଆସନ୍ତୁ ନଜର ପକାଇବା |
ଦେଶରେ ଦର ଡେମେ ବଢୁଥିବାରୁ ସାଧରଣ ଲୋକଙ୍କ ପାଇଁ ଆସିଛି ବଡ ଖବର ସରକାର ଗରିବ ଲୋକ ମାନଙ୍କୁ ସବୁ ପ୍ରକାରର ସାହାଯ୍ୟ କରିବାକୁ ଚେଷ୍ଟା କରୁଛନ୍ତି ତେବେ ପ୍ରଥମେ ମାଗଣା ରାସନ ରାସନ କାର୍ଡ ଧାରୀ ମାନଙ୍କୁ ମାଗଣା ଗ୍ୟାସ ସିଲିଣ୍ଡର ଯୋଗେଇ ଦିଆଯିବ | ସରକାର ଏହି ନିଷ୍ପତି ଫଳରେ ଲୋକଙ୍କୁ ବହୁ ପରିମାଣରେ ଆରାମ ମିଳିବ ତେବେ ଲାଭ କିପରି ଉଠାଇବେ |
ଅନ୍ତ୍ରଦ୍ୱୟ କାର୍ଡ ହିତାଧିକାରୀ ତେବେ ଆପଣ ଏହି ଉଠାଇ ପାରିବେ ଏହା ସରକାରଙ୍କ ପକ୍ଷରୁ ଆପଣଙ୍କୁ ମାଗଣା ଗ୍ୟାସ ସିଲିଣ୍ଡର ଯୋଗାଇ ଦିଆଯିବ | ତେବେ ସରକାରଙ୍କ ଦିଆ ଯାଇଥିବା ସୂଚନା ଅନୁଯାଇ ରାସନ କାର୍ଡ ଧାରୀ ମାନଙ୍କୁ ବର୍ଷିକ 3ଟି LPG ସିଲିଣ୍ଡର ତେବେ ଓ ଏପରି କରିବା ସରକାର ଆର୍ଥିକ ବୋଝ ବଢିବ କିନ୍ତୁ ସାଧାରଣ ଲୋକ ଲାଭ ପାଇବେ ତେବେ ଏଥିପାଇଁ |
ଆପଣଙ୍କ ଅନ୍ତ୍ରଦ୍ୱୟ ରାସନ କାର୍ଡ ଧାରୀଙ୍କୁ ଗ୍ୟାସ ଦିଆଯିବ ବୋଲି ସୂଚନା ରହିଛି ତେବେ ଖୁବୁ ଶୀଘ୍ର ଏଇ ନିୟମ ଲାଗୁ ହୋଇଯିବ ଯଦି ଆପଣଙ୍କ ପାଖରେ ଏହା ରାସନ କାର୍ଡ ଥିବ ତେବେ ଆପଣ ମଧ୍ୟ 3ଟି ଗ୍ୟାସର ଲାଭ ଉଠାଇ ପାଇବେ ଆପଣଙ୍କର ଅନ୍ତ୍ରଦ୍ୱୟ କାର୍ଡ ଅଛିକି ନାହିଁ ନିହାତି କମେଣ୍ଟ କରି ଜଣାଇ ଦେବେ |
Check Also
ଏହି ତାରିଖରେ ମିଳିବାକୁ ଯାଉଛି କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା, ଦେଖନ୍ତୁ ଡେଉଁ ମାନଙ୍କୁ ମିଳିବ ଏହି ଟଙ୍କା ଓ କେଉଁ ମାନଙ୍କୁ ମିଳିବ ନାହିଁ ଏହି ଟଙ୍କା !
କାଳିଆ ଯୋଜନାରେ ଏବେ ଆସୁଛି ଆଉ କିଛି ନୂଆ ଯୋଜନ ଆପଣ ମାନେ ସମସ୍ତେ ଜାଣିଥିବେ କାହାକୁ ଟଙ୍କା ମିଳୁଥିବା …