Breaking News

ମୁଣ୍ଡରେ ବାଳ ପାଚିଲେ ଆପଣାନ୍ତୁ ଏହି ୨ଟି ଚମତ୍କାର ଉପାୟ ,ତୁରନ୍ତ ମିଳିବ ଫାଇଦା

ଆଜି କାଲି ଅଧିକାଂଶ ଲୋକଙ୍କ ମଧ୍ୟରେ କେଶ ସମସ୍ୟା ଦେଖାଦେବା ଏକ ସାଧାରଣ କଥା ପାଲଟିଛି। ଏହି ସମସ୍ୟା ଗୁଡିକ ମଧ୍ୟରୁ ବିଶେଷ କରି ଚୁଟି ପାଚିବା ହେଉଛି ଏକ ବଡ଼ ସମସ୍ୟା। ମହିଳା ମାନଙ୍କ ଠାରୁ ଆରମ୍ଭ କରି ପୁରୁଷ ପର୍ଯ୍ୟନ୍ତ ସଭିଙ୍କ କ୍ଷେତ୍ରରେ ଏହି ସମସ୍ୟା ପରିଲକ୍ଷିତ ହେଉଛି। ଆଜି କାଲି କମ୍ ବୟସ ପିଲାଙ୍କ କ୍ଷେତ୍ରର ମଧ୍ୟ ବିଭିନ୍ନ କାରଣରୁ ଚୁଟି ପାଚିବା ସମସ୍ୟା ଦେଖାଦେଇଛି। ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ଲୋକେ ଅନେକ ପ୍ରକାର ଉପାୟ ଆପଣାଉଛନ୍ତି । କେହି କେହି ନିୟମିତ ବ୍ୟବଧାନରେ ଚୁଟି କଳା କରୁଛନ୍ତି ତ ଆଉ କେହି କେହି ଭିନ୍ନ ଭିନ୍ନ ଦାମୀ ମେଡିସିନ ଆଣି କେଶରେ ଲଗାଉଛନ୍ତି।

ଚୁଟିରେ କଳାପଣ ଆଣିବା ପାଇଁ ଲୋକେ ଭିନ୍ନ ଭିନ୍ନ ସାମ୍ପୋ ଓ କୃତିମ ରଙ୍ଗର ବ୍ୟବହାର କରୁଛନ୍ତି । ହେଲେ ଏପରି ନିୟମିତ କରିବା ଦ୍ଵାରା ଏଥିରେ ମିଶି ରହିଥିବା ରାସାୟନିକ ତତ୍ତ୍ୱ କେଶର ଅନ୍ୟାନ୍ୟ ସମସ୍ୟା ମାନ ସୃଷ୍ଟି କରିଥାଏ।ଯେପରିକି ଚୁଟି ଝଡ଼ିବା, ଚୁଟି ଛିଡ଼ିବା ଇତ୍ୟାଦି। ସେହିଭଳି କେଶ ରଙ୍ଗ କରିବା ଅସ୍ଥାୟୀ ହୋଇଥାଏ ।ରଙ୍ଗ କରିବାର କିଛି ଦିନ ଯାଏ ଏହି ରଙ୍ଗ ରହିଥାଏ ।ହେଲେ କିଛି ଦିନ ବ୍ୟବଧାନରେ ରଙ୍ଗ ସବୁ ଆପେ ଆପେ ଛାଡ଼ିଯାଏ । ଯାହା ଫଳରେ ପୁଣି ଥରେ ପାଚିଲା କେଶ ଦେଖାଯାଏ।ତେବେ ଏ ସବୁ ସମସ୍ୟାରୁ ରକ୍ଷା ପାଇବା ପାଇଁ ଆଜି ଆମେ ଆପଣଙ୍କୁ ଏଭଳି କିଛି ଉପାୟ ବିଷୟରେ କହିବୁ ଯାହାକୁ ମାତ୍ର କିଛି ଦିନ କରିବା ଦ୍ୱାରା ଆପଣଙ୍କ ଧଳା କେଶ ସମ୍ପୂର୍ଣ୍ଣ ଭାବେ କଳା ହେଇଯିବ।ତେବେ ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ।

ବିଶେଷଜ୍ଞ ମାନଙ୍କ କହିବାନୁଯାୟୀ, ମଣିଷ ଶରୀରରେ ମେଲାନିନ ର ମାତ୍ରା କମିଯିବା ଦ୍ଵାରା କେଶ ପାଚିବା ସମସ୍ୟା ଦେଖାଦେଇଥାଏ। ତେବେ ଧଳା କେଶକୁ ଘନକଳା କରିବାକୁ ଚାହୁଁଥିଲେ ଆପଣଙ୍କୁ ପ୍ରଚୁର ପରିମାଣରେ ପନିପରିବା ଖାଇବାକୁ ହେବ।ବିଶେଷ କରି ଗାଜର। ଗାଜର କୁ ନିୟମିତ ଖାଇବା ଦ୍ବାରା ଆପଣଙ୍କ ଧଳା କେଶ ଧିରେ ଧିରେ କଳା ହେଇଯିବ। ସେହିଭଳି ପ୍ରତିଦିନ ୨ ଟି ଲେଖାଏଁ ଆମଲା ଫଳକୁ ଖାଆନ୍ତୁ। ଏହା ଶରୀରର କେଶ ପାଇଁ ବେଶ୍ ଉପକାରୀ ହୋଇଥାଏ। ଏହାକୁ ନିୟମିତ ଖାଇବା ଦ୍ବାରା କେଶ ପାଚିବା ସମସ୍ୟା ସମ୍ପୂର୍ଣ୍ଣ ଭାବେ ଦୂରେଇ ଯାଏ। ଏହା ସହିତ କେଶ ସୁନ୍ଦର, ମୋଟା ଏବଂ ମଜବୁତ ହୋଇଥାଏ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ଆଖି ବୁଜିଲେ ମୁମ୍ବାଇର ନିର୍ଭୟା, ତାଙ୍କ ସହ ଯାହା ହୋଇଥିଲା ଶୁଣିଲେ ଲୁହକୁ ରୋକି ପାରିବେ ନାହିଁ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଯେ ମୁମ୍ବାଇ ର ସାକିନକା ଆଞ୍ଚଲ ରେ ଦୁ-ଷ୍କ-ର୍ମ ହୋଇଥିବା …

Leave a Reply

Your email address will not be published. Required fields are marked *