Breaking News

ଆପଣଙ୍କୁ କୋଟିପତି କରିଦେବ ମୁଠାଏ ସୋରିଷ ବାସ କରନ୍ତୁ ଏହି ଛୋଟ ଉପାୟ !

ବନ୍ଧୁଗଣ ଯଦି ଘରେ କେହି ଛୋଟ ପିଲା ରହିଥାନ୍ତି ସେମାନଙ୍କର ସ୍ଵାସ୍ତ୍ୟ ସର୍ବଦା ଖରାପ ରେ ରହୁଥାଏ ସେମାନେ ସର୍ବଦା କାନ୍ଧୁଥାନ୍ତି କିମ୍ବା ଚିଡି ଚିଡି ହୋଇଥାନ୍ତି ତେବେ ଜଣାନ୍ତୁ ସେହି ପିଲା ଉପରେ କାହାରି ଦୃଷ୍ଟି ଲାଗି ଯାଇଛି ଏହି ଦୃଷ୍ଟିକୁ ଛଡ଼ାଇବା ପାଇଁ ବାମ ହାତରେ 7 ଟି ସୋରିଷ ରଖନ୍ତୁ ଏବଂ ତାହା ଉପରେ ଚିମୁଟାଏ ଲୀନ ରଖନ୍ତୁ ଏବଂ ଗୋଟିଏ କିମ୍ବା ନାଲି ରଙ୍ଗର ଶୁଖିଲା ଲଙ୍କା ରଖନ୍ତୁ ଏବଂ ତାହାକୁ ଏକତ୍ର ମୁଠିରେ ଧରି ସେହି ପିଲାର ମୁଣ୍ଡ ଉପରେ 7 ଘେରା ବୁଲେଇଦିଅନ୍ତୁ |

ଏହାପରେ ଏହି ସାମଗ୍ରୀକୁ ତୁରନ୍ତ ନେଇ ଜଳନ୍ତା ନିଆଁରେ ପକେଇଦିଅନ୍ତୁ ଏଥି ପାଇଁ ଆମ୍ବ କାଠର ନିଆଁ ସ୍ରେଷ୍ଟ ହୋଇଥାଏ | ବନ୍ଧୁଗଣ ପରିବାରରେ ଯଦି କୌଣସି ବ୍ୟକ୍ତି ସର୍ବଦା ବିରକ୍ତ ହୋଇଥାନ୍ତି ସର୍ବଦା କ୍ରୋଧ କରୁଥାନ୍ତି ତେବେ ପୂର୍ବ ଉପାୟଟି କରି ସେହି ବ୍ୟକ୍ତିକୁ ଶାନ୍ତ କରି ପାରିବେ | ବନ୍ଧୁଗଣ ଯଦି ଅପାଙ୍କର କାର୍ଯ୍ୟ ଅଟକି ରହିଥାଏ ଆଗକୁ ବଢି ପାରୁନଥାଏ ତେବେ ଗୁରୁବାର ଦିନ କାହାରିକୁ ସୋରିଷ ଦାନ କରନ୍ତୁ ଦେଖିବେ ଅଟକି ରହିଥିବା କାର୍ଯ୍ୟ ଫୁଣି ଠାରେ ଚାଲିବାକୁ ଲାଗିବ ଏବଂ ଜୀବନରେ ଉର୍ନତି ମଧ୍ୟ ଦେଖା ଦେବ |

ବନ୍ଧୁଗଣ ଯଦି ଆପଣଙ୍କର ଶନି ଦଶା ଚାଲୁଥାଏ ଆର୍ଥିକ ସଂକଟରେ ଗତି କରୁଥାନ୍ତି ତେବେ ପ୍ରତି ଶନିବାର ଦିନ ମୁଠାଏ ସୋରିଷ କୁ ନେଇ ନଦୀ କିମ୍ବା ଜଳ ସ୍ରୋତରେ କାହାକୁ ପ୍ରବାହିତ କରି ଦିଅନ୍ତୁ ଦେଖିବେ ଖୁବୁ ଶୀଘ୍ର ଆପଣଙ୍କର ଶନି ଦଶାରୁ ମୁକ୍ତି ମିଳିଯିବ ଏବଂ ସମସ୍ତ ପ୍ରକାରର ଧନର ସଂକଟ ଦୂର ହୋଇଯିବ ଏବଂ ଘରେ ସୁଖ ଶମୄତି ବୃଦ୍ଧି ପାଇବାକୁ ଲାଗିବ |

ବନ୍ଧୁଗଣ ଯଦି ଆପଣ ଦିନକୁ ଦିନ ଦରିଦ୍ରତା ଆଡକୁ ଗତି କରୁଛନ୍ତି ଧନର ଅଭାବ ବଢି ଚାଲୁଛି ଦୁଃଖର ବୋଝ ଭାରି ହେଉଛି କରାଜରେ ବୁଡି ରହିଛନ୍ତି ତେବେ ଏକ କପଡ଼ାରେ ମୁଠାଏ ସୋରିଷ ରଖି ଦିଅନ୍ତୁ ଏବଂ ତାହା ଉପରେ କିଛି ଧାନ କିଛି ମୁଗ କିଛି ଗହମ କିଛି ମାଣ୍ଡିଆ କିଛି କଲା ରାଶି ରଖି ତାହାକୁ ଏକତ୍ର ବାନ୍ଧି ପୁଟୁଳିଟେ କରି ଦିଅନ୍ତୁ |

ଆପଣଙ୍କର ଯେତେ ବଖରା ଘର ଥିବ ସେଥିକି ଟି ପୁଟୁଳି ତିଆରି କରନ୍ତୁ ଏବଂ ତାହାକୁ ନେଇ ପ୍ରତି ଖୋଠରିରେ ଗୋଟିଏ ଗୋଟିଏ ଉତ୍ତର କିମ୍ବା ପୂର୍ବ କିମ୍ବା ଉତ୍ତର ପୂର୍ବ କୋଣରେ ରଖି ଦିଅନ୍ତୁ | ଦେଖିବେ ସେହି ଦିନ ଠାରୁ ଆପଣଙ୍କର ସବୁ ଧନ ସମସ୍ୟା ଦୂର ହୋଇଯିବ |

About odisha news

Check Also

ଏହି ୩ଟି ରୋଗ ରୁ ଭଲ କରିଥାଏ ଅମୃତ ଭଣ୍ଡା ଆପଣଙ୍କର ଅଛି କି ଏପରି ରୋଗ, ଦେଖି ଦିଅନ୍ତୁ …

ବନ୍ଧୁଗଣ ଅମୃତ ଭଣ୍ଡା ଖାଇବା ସ୍ଵସ୍ଥ ପାଇଁ ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ ଭଣ୍ଡା ର ସ୍ୱାଦ ଅତ୍ୟନ୍ତ ମିଠା …

Leave a Reply

Your email address will not be published.