Breaking News

ଆପଣଙ୍କର ଯଦି Pan କାର୍ଡ ଅଛି ତାହାଲେ ଆପଣ ବି ପାଇପାରିବେ ଟଙ୍କା, ଦେଖନ୍ତୁ କଣ କଲେ ମିଳିବ ଟଙ୍କା !

ନମସ୍କାର ବନ୍ଧୁଗଣ ଆପଣ ମାନକ ପାଖରେ ଯଦି ପାନ କାର୍ଡ ଟେ ଅଛି ତାହେଲେ ଆପଣ ମାନଙ୍କ ପାଇ କିଛି ଗୁରୁତ୍ଵ ପୂର୍ଣ୍ଣ ଅପଡେଟ ଯାହା କି ପାନ କାର୍ଡ ସାହାଯ୍ୟ ରେ ଆପଣ ପର୍ଶିନାଲ ଲୋନ୍ ଆଣି ପାରିବେ |

ତେବେ ଦର୍ଶକବନ୍ଧୁ ଆଜିକାଲି ପଇସା କାହାର ବି ଦରକାର ହୁଏ ନାହିଁ ଅନେକ ଲୋକ ଯେତେ ରୋଜଗାର କଲେ ମଧ୍ୟ ନିଜର ଆବଶ୍ୟକତା ପୂରଣ କରିବା ପାଇଁ ଲୋନ ନେଇଥାନ୍ତି ତେବେ ଲୋନ କେମିତି କରି ପାରିବେ ଆଉ ସେଥି ପାଇଁ କଣ କଣ ଡକୋମେଣ୍ଟ ଦରକାର ଆପଣ କ ଆର୍ଥିକ କାରବାର ହେଉଥିବା | ପାନ କାର୍ଡ ରେ ଅତି ସହଜ ରେ ଲନ୍ ମିଳି ପାରିବ ଆମର ସବୁଠାରୁ ଜରୁରୀ ଡକୋମେଣ୍ଟ ପାନ କାର୍ଡ ଲନ ବିଭାଗ ଜାରି କରିଥାଏ |

ଏହି କାର୍ଡ ବିନା ଆପଣ କୌଣସି ବଡ ଧାରଣ ଆର୍ଥିକ ଟ୍ରାଞ୍ଜକସନ କରି ପାରିବେ ନାହିଁ ଏହା ବିନା ଆପଣ ବ୍ୟଙ୍କ ରେ ଆକାଉଣ୍ଟ ଖୋଲି ପାରିବେ ନାହିଁ ଇନକମ୍ ଟ୍ୟକସ୍ ଭରି ପାରିବେ ନାହିଁ ସେତେବେଳେ ଲୋନ ମିଳିବ କଷ୍ଟ ହୋଇଯିବ ଯେତେବେଳେ ଆପଣ କ ଡକମେଣ୍ଟ ଠିକ୍ ଥିବ ତେବେ ତାହା ସାହାଯ୍ୟ ରେ ଲୋନ ମିଳିଯିବ ଅଧିକାଂଶ ବ୍ୟାଙ୍କ୍ ରେ ୫୦ ହଜାର ଯାଏ ଲୋନ ଦେଇଥାନ୍ତି ଲୋନ ଦେବା ପୂର୍ବରୁ ବ୍ୟାଙ୍କ୍ ଗ୍ରାହକ କ ସେଭିଂ ରେ କେତେ ଟଙ୍କା ଅଛି ଲୋନ ଶୁଝିବା କ୍ଷେତ୍ର ରେ ଗ୍ରାହକ କିପରି ରହିଛି |

ତାହା ଜଣା ପଡିଯାଇଥାଏ ଏଥି ପାଇ ଆପଣ କ ପାଖରେ ଦୁଇ ବର୍ଷ ର କାର୍ଯ୍ୟ ରହିଥିବା ଦରକାର ଚାକିରି o ବ୍ୟବସାୟ କ କ୍ଷେତ୍ର ରେ ଭଲ ସିଭିଲ ସ୍କୋର ଥିଲେ ସହଜରେ ଆପଣ କୁ ପର୍ସିନାଲ ଲୋନ ମିଳିଯିବ |

About odisha news

Check Also

ଫୁଣି ମାଡି ଆସୁଛି ଭୟଙ୍କର Batya ୫ତାରିଖରୁ ପ୍ରବଳ ବର୍ଷା ସହ ବଜ୍ରପାତର ସମ୍ଭାବନା, Panipaga ବିଭାଗ ଦେଲା ସୂଚନା ଏହି ସବୁ ଜିଲ୍ଲା କୁ ପ୍ରବଳ ଛେଚିବ…

ଏବେ ଏବେ ପାଣିପହା ବିବାହାଗ ପକ୍ଷରୁ ଲଘୁଚାପ କୁ ନେଇ ଆସିଲା ଫୁଣି ବଡ଼ ସୂଚନା ଆସୁଛି ଆଉ ଏକ …

Leave a Reply

Your email address will not be published.