ଦର୍ଶକବନ୍ଧୁ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଭଲ ପାଇବା କମିଯାଇଛି ତାହାକୁ ବଢାଇବା ପାଇଁ କଣ କରିବା ଦରକାର | ବନ୍ଧୁଗଣ ସ୍ୱାମୀ ସ୍ତ୍ରୀ ଙ୍କର ସମ୍ପର୍କ ବହୁତ ଭଲ ହୋଇଥାଏ ଏହା କୌଣସି ସୁଖୀ ପରିବାରର ସଫଳତା ହୋଇଥାଏ ସେଥି ପାଇଁ ଫ୍ରେଣ୍ଡ ପ୍ରେମ ଓ ବିଶ୍ୱାସ ଅବଶକ୍ୟ ହୋଇଥାଏ ଯଦି ଆପଣ ଏହାକୁ ଅନୁଭବ କରୁଛନ୍ତି ଆପଣଙ୍କ ଓ ଆପଣଙ୍କ ସ୍ୱାମୀ ମଧ୍ୟରେ ସବୁବେଳେ କଳହ ବଢି ଚାଲିଛି ଓ ଆପଣଙ୍କ ବହିବାହିକ ଜୀବନ ଭଲରେ ଚାଲୁ ନାହିଁ ତେଣୁ ଏହାର କାରଣ ବାସ୍ତୁ ଦୋଶ ହୋଇଥାଏ |
ବାସ୍ତୁ କେବଳ ଆପଣଙ୍କ ଘରକୁ ହିଁ ହୁଏ ଆପଣଙ୍କ ବହିବାହିକ ଜୀବନକୁ ମଧ୍ୟ ପ୍ରଭାବିତ କରିଥାଏ ଯଦି ଆପଣ ଏହି ସବୁ ସମସ୍ୟା ସାମ୍ନା କରୁଛନ୍ତି ତାହାନେ ବାସ୍ତୁ ଅନୁସାରେ କୁହାଯାଇଥିବା ଏହି ଉପାୟ ଗୁଡିକ କରିକି ଦେଖନ୍ତୁ ଯାହା ଦ୍ୱାରା ଆପଣଙ୍କ ବହିବାହିକା ଜୀବନ ସୁଖ ମୟ ହୋଇପାରିବ ଚାଲନ୍ତୁ ଜାଣିବା ସେହି ସବୁ ଉପାୟ ଗୁଡିକ ବିଷୟରେ |
ବାସ୍ତୁ ଶାସ୍ତ୍ର ଅନୁସାରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଭଲ ପାଇବା ବଢାଇବା ପାଇଁ ବେଡେ ରୁମର ଟକିଆ ତଳେ ପିତଳ କିମ୍ବା ଚାନ୍ଦି ବଂଶୀ ରଖିବା ଦରକାର ଯଦି ଆପଣ ପିତଳ କିମ୍ବ ଚାନ୍ଦି ବଂଶୀ ରଖିପାରୁ ନାହାନ୍ତି ତାହାନେ ବାଉଁଶ ରେ ନିର୍ମିତ ବଂଶୀ ରଖନ୍ତୁ | ଏପରି କରିବା ଦ୍ୱାରା ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କରେ ମଧୁରତା ଆସିଥାଏ ଏବଂ ପ୍ରେମ ବଢିଥାଏ |
ଆଉ ଏକ ଉପୟ ରହୁଛି ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଭଲ ପାଇବା ବଡ଼ାଇବା ପାଇଁ ଆପଣ ଯେଉଁ ଘରେ ଶୋଉଛନ୍ତି ସେହି ଘରେ ରାଧା କୃଷ୍ଣଙ୍କ ଫୋଟ ଲାଗନ୍ତୁ କିନ୍ତୁ ଏହି ଫୋଟ ଭଗବାନ ରୂପରେ ନୁହେଁ ପ୍ରେମୀ ଓ ପ୍ରେମିକା ଭଳି ହୋଇଥିବା ଦରକାର |
ବାସ୍ତୁ ଶାସ୍ତ୍ର ଅନୁସାରେ ସ୍ୱାମୀଙ୍କୁ ସବୁବେଳେ ସ୍ତ୍ରୀର ଡାହାଣ ପାଖରେ ଓ ସ୍ତ୍ରୀ କୁ ସବୁବେଳେ ବାମ ପାଖରେ ଶୋଇବା ଉଚିତି ଏହା ପଛର କାରଣ ହେଲା ସ୍ତ୍ରୀକୁ ସ୍ୱାମୀର ବାମ ଅଙ୍କ ବୋଲି ମାନାଯାଇଥାଏ ଓ ସ୍ୱାମୀ ଙ୍କ ସ୍ତ୍ରୀର ଡାହାଣ ଅଙ୍ଗ ବୋଲି ମାନାଯାଇଥାଏ | ଏହା ଛଡା ସ୍ୱାମୀ ସ୍ତ୍ରୀ ଙ୍କ ଭିତରେ ପ୍ରେମ ଓ ସନ୍ତୁଳନ ବଢିଥାଏ |