Breaking News

ଆପଣଙ୍କ ପାଖରେ ଅଛି କି ଏପରି ପୁରୁଣା ଏକ ଟଙ୍କିଆ ତେବେ ଶୀଘ୍ର ଦେଖନ୍ତୁ …

ବନ୍ଧୁଗଣ ଯେଉଁ ମାନେ ପୁରୁଣା ଅନେକ ଦିନ ଧରି ସଂଗ୍ରହ କରି ଆସୁଛନ୍ତି ସେମାନଙ୍କ ପାଇଁ ବର୍ତମାନ ଖୁସି ଖବର ଆସିଅଛି | ସେମାନେ ଘରେ ବସି ପୁରୁଣା ମୁଦ୍ରାକୁ ଲକ୍ଷ୍ୟ ଧିକ ଟଙ୍କାରେ ବିକ୍ରି କରିବା ସହିତ ବହୁତ ଭଲ ରୋଜଗାର କରିପାରିବେ କାରଣ ୧ ଟଙ୍କା ବଦଳରେ ଆପଣଙ୍କୁ ମିଳିପାରିବ ୭ ଲକ୍ଷ୍ୟ ଟଙ୍କା ଏହା 26 ବର୍ଷ ପୂର୍ବେ ଭାରତ ସରକାର ପକ୍ଷରୁ 1 ଟଙ୍କିଆ ନୋଟ ପ୍ରଚଳନକୁ ବନ୍ଦ କରି ଦିଆଯାଇଥିଲା |

ପରେ 2015 ମସିହା ଜାନୁଆରୀ ମାସ 1 ଟଙ୍କାର ପୁନଃ ସଂସ୍କରଣ ଆଣିବା ସହିତ ଆଉ ଥରେ ଏହାକୁ ନୂତନ ରୂପରେ ଦିଆଯାଇଥିଲା | ଏହାକୁ ବଜାରରେ ଲେନେ ଦେନେ ରେ ମଧ୍ୟ ବେବହାର କରାଗଲା | ତେବେ 1935 ମସିହାରେ ଚାଲୁଥିବା ବ୍ରିଟିଶ ଶାସନ ସମୟରେ ଏହି ନୋଟ ଟିକୁ ବଜାରରେ ଉପଲବ୍ଧ କରାଯାଇଥିଲା ଏବେ ଏହି ନୋଟ ବାବଦରେ ଆପଣଙ୍କୁ 7 ଲକ୍ଷ୍ୟ ଟଙ୍କା ମିଳିପାରିବ କିନ୍ତୁ ଏହି ନୋଟରେ jw କେଲୀଙ୍କର ଦସ୍ତକତ ଥିବା ଦରକାର |

ସେହିଭଳି 1957 ମସିହାରେ 1 ଟଙ୍କିଆ ନୋଟ ବଦଳରେ ଆପଣଙ୍କୁ 57 ହଜାର ଟଙ୍କା ମିଳିପାରିବ କେବଳ ଏତିକି ନୁହେଁ 1966 ମସିହାର ନୋଟ ବଦଳରେ 45 ଟଙ୍କା ଆପଣଙ୍କୁ ମିଳିପାରିବ କେବେଳ ଏହି ସବୁ ନୋଟରେ ଅର୍ଥ ମନ୍ତ୍ରାଳୟର ପୂର୍ବତନ ମୁଖ୍ୟ ସଚିବ ଇରୋଭାଇ ପଟେଲ ଙ୍କ ଦସ୍ତକତ ଥିବା ଦରକାର |

1977 ମସିହାରୁ 1989 ମସିହା ଯାହା ପାଖରେ ଏହି ନୋଟ ଅଛି ତେବେ ସେମାନଙ୍କୁ coin ବଜାର ୱେବ ସାଇଟି କୁ ଯାଇ ନିଜ ନାମ ପଞ୍ଜିକରଣ କରିବାକୁ ପଡିବ | ଏହା ପରେ ହିଁ ସେମାନେ ୱେବ ସାଇଟି ରେ online ମାଧ୍ୟମରେ ପୁରୁଣା ନୋଟ କୁ ବିକିରି କରିପାରିବେ |

About odisha news

Check Also

ପ୍ରେମ କରୁଥିବା ସମୟରେ ଧରା ପଡିଲେ ପ୍ରେମୀ ଯୁଗଳ, ଗାଁ ଲୋକ ତାଙ୍କ ସହ ଏପରି କଲେ ଜାଣିଲେ ଆପଣ ମୁଣ୍ଡରେ ହାତ ଦେଇଦେବେ…

ନମସ୍କାର ବନ୍ଧୁଗଣ ପ୍ରେମ କରିବା ସମୟରେ ଧରି ନେଲେ ଗାଁ ଲୋକେ। ସାମ୍ନାକୁ ଆସିଛି ଏପରି ଏକ ଭିଡିଓ ଯାହା …

Leave a Reply

Your email address will not be published.