Breaking News

ଆପଣଙ୍କ ପାଖରେ ଅଛି କି ? ଏମିତିକା ପୁରୁଣା ନୋଟ ଦେଇ ଆପଣ ହୋଇପାରିବେ ଲକ୍ଷପତି !

ଦର୍ଶକବନ୍ଧୁ ଘରର ପୁରୁଣା ବାକ୍ସ ରେ ଟ୍ରଙ୍କରେ ବହିରେ ପ୍ରାୟ ତ ପୁରୁଣା ନୋଟ ମିଳିଯାଇି ଥାଏ ଏହା ବ୍ୟତୀତ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ପୁରୁଣା ନୋଟ ରଖିବାକୁ ଭଲ ପାଆନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି ଏହି ପୁରୁଣା ମୁଦ୍ରା ଆପଣମାନଙ୍କୁ ମଲାମାଲ କରିପାରେ । ବାସ୍ତବରେ ଏପରି ନୋଟ ଗୁଡିକ ବିରଳ ବର୍ଗ ରେ ଆସିଥାନ୍ତି | ଏହି ଅଲଗା ଫିଚର୍ ଥିବା ନୋଟ ନମ୍ବର ଥିବା ନୋଟ ଗୁଡିକର ଆପଣଙ୍କୁ ଭଲ ମୂଲ୍ୟ ମିଳିପାରେ ଅନେକ ଲୋକ ଏହିପରି ନୋଟ ସଂଗ୍ରହ କରିଥାନ୍ତି |

ମୁଦ୍ରା ସଂଗ୍ରହ କରି ମାନଙ୍କୁ ଅଧିକ ରୁ ଅଧିକ ବିରଳ ନୋଟ ବିରଳ ସଂଖ୍ୟା ଫିଚରସ ଥିବା ନୋଟ ଏବଂ ବିରଳ ମୁଦ୍ରା ମିଲିଯାଇଥାଏ । ଯଦି ସେମାନେ ଚାହାନ୍ତି ତେବେ ଏଥିରୁ ମୋଟ ଅଙ୍କ ର ଅର୍ଥ ଆୟ ମଧ୍ୟ କରିପାରନ୍ତି।ଏପରି ନୋଟ ଏବଂ ମୁଦ୍ରା ର ମୂଲ୍ୟ ପ୍ରକୃତ ମୁଲ୍ୟ ଠାରୁ ଅନେକ ଗୁଣ ଅଧିକ ମିଳିଥାଏ।

ପାଞ୍ଚ ଟଙ୍କାର ନୋଟ ଉପରେ ଟ୍ରାକ୍ଟର ର ଚିହ୍ନ ଯଦି ଆପଣଙ୍କ ପାଖରେ ପୁରୁଣା ପାଞ୍ଚ ଟଙ୍କିଆ ନୋଟ ଅଛି ଏବଂ ଏଥିରେ ଟ୍ରାକ୍ଟର ର ଚିହ୍ନ ଅଛି ଏବଂ ଆହା ର ଅଙ୍କ ୭୮୬ ତେବେ ଆପଣ ଏଥି ପାଇଁ ୩୫ ରୁ ୪୦ ହାଜର ଟଙ୍କା ପାଇପାରିବେ |

ଏହି ପରି ନୋଟ ଗୁଡିକ ଅଣ୍ଟିକ କାଟାଗୋର ବିରଳ ନୋଟ ଭାବରେ ମନେ କରାଯାଏ | ରେଶୋର୍ପ ବ୍ୟାଙ୍କ ମଧ୍ୟ ବିଶ୍ୱାସ କରେ ଯେ ଏପରି ନୋଟ ଗୁଡିକ ବୋହୁତ କମ ହୋଇଥାଏ ଏବେ ଆସନ୍ତୁ ଟଙ୍କା ପାଇବା ପାଇଁ କଣ କରିବାକୁ ପଡ଼ିବ କଣ। ଏପରି ଟାଇମ ରେ ଏହି ୨ଟି ଫିଚର୍ ସହିତ ପାଞ୍ଚ ଟଙ୍କିଆ ନୋଟ ଅଛି ତେବେ ଆପଣ ଏଥିରୁ ଅନେକ ଗୁଣ ଅଧିକ ଟଙ୍କା ରୋଜଗାର କରିପାରିବେ ।

ଆପଣ ଏହି କାମ ଘରେ ବସି କରିପାରିବେ ଅହି ନୋଟ ବିକ୍ରୟ କରିବାକୁ ଆପଣଙ୍କୁ କଏନ ବଜାର ୱେବସାଇଟ ଭିସିଟ କରିବାକୁ ପଡ଼ିବ ଏଥିରେ ଆପଣଙ୍କୁ ବିକ୍ରେତା ଭାବରେ ପଞ୍ଜିକୃତ କରିବାକୁ ପଡ଼ିବ ।ଏବଂନୋଟ ର ଫୋଟୋ ଉପରେ କ୍ଲିକ୍ କରି ଆଗକୁ ଅପ୍ଲୋଡ କରିବାକୁ ପଡ଼ିବ।

ତାପରେ କ୍ରୟତା ନିଜେନିଜେ ଆପଣଙ୍କୁ ଯୋଗାଯୋଗ କରିବେ ତେବେ ଦର୍ଶକବନ୍ଧୁ ଆପଣଙ୍କ ପାଖରେ ଯଦି ଏପରି ନୋଟ ଅଛି ଅର୍ଥାତ୍ ପୁରୁଣା ପାଞ୍ଚ ଟଙ୍କିଆ ନୋଟ ରେ ଟ୍ରାକ୍ଟର ର ଚିହ୍ନ ଅଛି ଏବଂ ନମ୍ବର ୭୮୬ ଅଛି ତେବେ ନିହାତି ଆପଣମାନେ କମେଣ୍ଟ ବକ୍ସରେ ଲେଖନ୍ତୁ |

About odisha news

Check Also

ପ୍ରେମ କରୁଥିବା ସମୟରେ ଧରା ପଡିଲେ ପ୍ରେମୀ ଯୁଗଳ, ଗାଁ ଲୋକ ତାଙ୍କ ସହ ଏପରି କଲେ ଜାଣିଲେ ଆପଣ ମୁଣ୍ଡରେ ହାତ ଦେଇଦେବେ…

ନମସ୍କାର ବନ୍ଧୁଗଣ ପ୍ରେମ କରିବା ସମୟରେ ଧରି ନେଲେ ଗାଁ ଲୋକେ। ସାମ୍ନାକୁ ଆସିଛି ଏପରି ଏକ ଭିଡିଓ ଯାହା …

Leave a Reply

Your email address will not be published.