ବନ୍ଧୁଗଣ କଥାରେ ଅଛି ବୃକ୍ଷ ହିଁ ଜୀବନ ଏବଂ ବୃକ୍ଷ ଆମର ବନ୍ଧୁ ଅଟେ କିନ୍ତୁ ଯଦି ସେହି ବୃକ୍ଷ ସଠିକ ବାସ୍ତୁ ଅନୁସାରେ ଆମମାନଙ୍କ ଘରେ ରହିନଥାଏ ତେବେ ସେ ଆମମାନଙ୍କ ପାଇଁ ସବୁଠାରୁ ବଡ଼ ଶତ୍ରୁ ପାଲଟିଯାଇଥାଏ ଦୁଃଖ ଦରିଦ୍ରତା ଓ ବିପଦ ଆପଦ ଘରକୁ ଟାଣି ଆଣିଥାଏ କିନ୍ତୁ ସବୁ ଗଛ ଏପରି ହୋଇନଥାଏ କିଛି ଗଛ ଅଛି ଯାହାକି ଭଗବାନ ସଦୃଶ୍ୟ କୃପା ଫଳ ଦେଇଥାନ୍ତି ଏହି ବୃକ୍ଷ ମାନେ ମଧ୍ୟ ବାସ୍ତବରେ ଭଗବାନଙ୍କ ସ୍ୱରୂପ |
ତେବେ ଆସନ୍ତୁ ଜାଣିବା କେଉଁ ବୃକ୍ଷ ଆମ ପାଇଁ ଘରେ ରହିବ ଦ୍ୱାରା ଉର୍ନତି ହୋଇଥାଏ ଏବଂ କେଉଁ ବୃକ୍ଷ ମାନ ଆମ ମାନଙ୍କ ପାଇଁ ଦୁଃଖ ଦରିଦ୍ରତାରା କାରଣ ହୋଇଥାଏ ଆମର ଧର୍ମ ଶାସ୍ତ୍ର ମାନଙ୍କରେ ବା ଜ୍ୟୋତିଷ ଶାସ୍ତ୍ର ଏବଂ ବାସ୍ତୁ ଶାସ୍ତ୍ର ମାନଙ୍କରେ କିଛି ଗଛକୁ ଭୁତ ଶୁଭ ଓ ପବିତ୍ର ବୋଲି କୁହାଯାଇଛି |
କଣ୍ଟା ଜାତୀୟ ଗଛ ବି କ୍ଷୀର ବାହାରୁଥିବା ଗଛ ଏହା ଘର ପାଖରେ ବା ଘର ସମୁଖରେ ରହିଲେ ଘରେ ଦୁଃଖ ଦରିଦ୍ରତା ବଢି ଚାଲେ ଓ ଘରର ସମସ୍ତ ସଦୃଶ ମାନଙ୍କର ସୁସ୍ଥବୁ ବିଗାଡି ଦେଇଥାଏ | କୁହାଯାଏ ଏହି କଣ୍ଟା ଜାତୀୟ ଗଛ ବା କ୍ଷୀର ବାହାରୁ ଥିବା ଗଛ ଘର ପାଇଁ ବହୁତ ଅସୁଵିଡ ମଧ୍ୟ ହୋଇଥାଏ ଏହି ସବୁ ଗଛ ଘରେ ରହିବ ଦ୍ୱାରା ଘରେ କଳହ ଝଗଡା ବାଦ ବିବାଦ ବଢିଥାଏ ଏଠି ପାଇଁ ଘର ପାଖରେ କିମ୍ବା ଘର ସମୁଖରେ ଏହି କଣ୍ଟା ଜାତୀୟ ଗଛ କିମ୍ବା କ୍ଷୀର ବାହାରୁଥିବା ଗଛ ବୁହୁଳୁରେ ମଧ୍ୟ ରଖନ୍ତୁ ନାହିଁ |
ବବୁଲି କଣ୍ଟା ଗଛ ଏହା ଘର ପାଇଁ ଅତ୍ୟନ୍ତ ହାନିକାରକ ଅଟେ ଏହା ଘରର ଅଖା ପାଖରେ କିମ୍ବା ସମୁଖରେ ରହିଲେ ଘରେ ରୋଗ ଶୋକ ଦୁଃଖ ଦରିଦ୍ରତା ଦେଖା ଦେଇଥାଏ | ଖଜିରୀ ଗଛ ଖଜିରୀ ଗଛ ଅତ୍ୟନ୍ତ ସୁନ୍ଦର ହୋଇଥାଏ ଏହାର ଫଳ ମଧ୍ୟ ମଧୁର ଅଟେ କିନ୍ତୁ ଏହା ଘର ପାଖରେ କିମ୍ବା ଘର ସମୁଖରେ ରହିବ ଦ୍ୱାରା ଅତ୍ୟନ୍ତ ହାନିକାରକ ହୋଇଥାଏ ବାସ୍ତୁ ଶାସ୍ତ୍ର ଅନୁସାରେ ଯେଉଁ ଘରେ ଏହି ଗଛ ଥାଏ ସର୍ବଦା ସେହି ଘରେ ଦରିଦ୍ରତା ଲାଗି ରହିଥାଏ ଏବଂ ଏହି ଘରେ ରୋଜଗାର କଲେ ମଧ୍ୟ ଧନର ଅଭାବ ଲାଗି ରହିଥାଏ | ଏଥି ପାଇଁ ଘର ପାଖରେ କିମ୍ବା ଘର ସମୁଖରେ ଏହି ଗଛକୁ ଭୁଲୁ ରେ ମଦ୍ୟ ରଖନ୍ତୁ ନାହିଁ |
ବାଉଁଶ ଗଛ ଏହି ବାଉଁଶ ଗଛଟି ଅନେକ ଶୁଭ କାର୍ଯ୍ୟରେ ଲାଗିଥାଏ ଏହାର ବେବହାର ଅନେକ କ୍ଷେତ୍ରରେ ହୋଇଥାଏ କିନ୍ତୁ ଏହି ଗଛ ଘରର ସାମ୍ନା ରେ ରହିବା ଦ୍ୱାରା ଅଶୁଭ ହୋଇଥାଏ ଏହି ଗଛରେ ଭୁତ ପ୍ରେତ ଓ ଅନ୍ୟାନ ନକାରାତ୍ମକ ଶକ୍ତି ବାସ କରିବାକୁ ପସନ୍ଦ କରିଥାନ୍ତି | ତେଣୁ ଏହାର ଘରର ସମୁଖରେ ରହିଲେ ସେହି ଘରେ କଳହ ଝଗଡା ଆସନ୍ତି ଲାଗି ରହେ ଘରକୁ ବିପଦ ଆସିଥାଏ କିନ୍ତୁ ବାସ୍ତୁ ଅନୁସାରେ ଏହି ପରି ଛୋଟ ଛୋଟ ବାଉଁଶ ଗଛକୁ ଘର ଭିତରେ ଉତର ଦିଗରେ ଲଗାଇପାଇବେ ଏହା ବାସ୍ତୁ ଅନୁସାରେ ଅତ୍ୟନ୍ତ ଶୁଭ ହୋଇଥାଏ |
ତେନ୍ତୁଳି ଗଛ ଏହାକୁ କଇଁଆ ଗଛ ବୋଲି କୁହାଯାଏ ଏହି ତେନ୍ତୁଳି ଗଛର ଫଳଟି ପ୍ରାୟତ ସମସ୍ତଙ୍କର ପସନ୍ଦ ହୋଇଥାଏ ଏହା ଅତ୍ୟନ୍ତ ସୁଦିଷ୍ଟ ହୋଇଥାଏ ଏହାର ନାମ ଧରିବା ମାତ୍ରେ ଅନେକଙ୍କ ପାଟିରେ ଲାଲ ଆସିଯାଇଥାଏ କିନ୍ତୁ ଏହି ଗଛଟି ଅତ୍ୟନ୍ତ ନକାରାତ୍ମକ ଭରା ହୋଇଥାଏ ଏଥିରେ ଭୁତ ପେତ ବାସ ହୋଇଥାଏ ଏହି ତେନ୍ତୁଳି ଗଛ ଯେଉଁ ଘରେ ରହିଥାଏ ସେହି ଘରେ ସର୍ବଦା କଳହ ଝଗଡା ଲାଗି ରହିଥାଏ ରୋଗ ସର୍ବଦା ଲାଗି ରହିଥାଏ ଘର ସମୁଖରେ କିମ୍ବା ଘର ପାଖରେ ଥିଲେ ଏହାକୁ ତୁରନ୍ତ କାଟି ଦିଅନ୍ତୁ| ନହଲେ ଦରିଦ୍ରତା ଲାଗି ରହିବ ଏବଂ ଆପଣଙ୍କର ସମସ୍ତ କାର୍ଯ୍ୟକୁ ଏହା ଅସଫଳ କରି ଦେଇଥାଏ |