Breaking News

ଆପଣଙ୍କର ରାତି 3ଟାରେ ଭାଙ୍ଗି ଯାଉଛି କି ନିଦ, ତାହାଲେ ହୋଇଯାଆନ୍ତୁ ସତର୍କ…. ଜଣାନ୍ତୁ ଏହା ପଛର ରହସ୍ୟ Kan !

ଦର୍ଶକବନ୍ଧୁ ରାତି 3ତା ସମୟକୁ କାହିଁକି ଅଶୁଭ ସମୟ ବୋଲି ଜୁହାଯାଏ କାହିଁକି ଏହି ସମୟରେ ଆଖି ଖଲିରେ ନକରାତ୍ମକ ଉର୍ଜା ଅନୁଭବ ହୋଇଥାଏ ଯଦି ଆପଣ ରାତି ଏକ ଟାରୁ ୩ଟା ମଧ୍ୟରେ ଅଚାନକ ଉଠିଯାଉଛନ୍ତି ତେବେ ଆପଣଙ୍କୁ କୌଣସି ବିଷୟ ରେ ଭାବନାରେ ବ୍ୟକ୍ତି ବେସ୍ତ କରିଦେବ ଏହା ଦ୍ୱାରା ଆପଣଙ୍କ ଶରୀରରେ ଉତୁପର୍ଣ୍ଣ ହେଉଥିବା ସକରାତ୍ମ ଶକ୍ତି ପ୍ରଭାବିତ ହୋଇପାରେ ଏହା ଆପଣଙ୍କ ମାନସିକ ଓ ବସ୍ତୁ ଉପରେ ଖୁବୁ ପ୍ରଭାବ ପକାଇପାରେ |

ଯାହା ଦ୍ୱାରା ଆପଣଙ୍କ ଜୀବନରେ ଅଘଟଣ ଘଟିବାର ସମ୍ଭାବନା ରହିଛି ତେବେ ଆଜି ଆମେ ଜାଣିବା ରାତି ୧ଟା ରୁ 3 ଟା ସମୟ କୁ କାହିଁକି ଅଶୁଭ ବୋଲି କୁହାଯେ | ଅଧ ରାତି ସମୟରେ କୌଣସି ଦେବୀ ଦେବତା ପୂଜା କରାଯାଏ ନାହିଁ | କୌଣସି ଶବ୍ଦ ଶୁଣିବାକୁ ମିଳେ ନାହିଁ ଏହି ସମୟରେ ମନ୍ଦିରର ଦ୍ୱାର ଗୁଡିକ ମଧ୍ୟ ଖୋଲା ନଥାଏ ଏହି ସମୟରେ ସୂର୍ଯ୍ୟ ମଧ୍ୟ ଉଦୟ ହୁହନ୍ତି ନାହିଁ ଏହି ସମୟରେ ନକାରାତ୍ମକ ଉର୍ଜା ପାଇଁ ବହୁତ ଶକ୍ତି ଶାଳୀ ହୋଇଥାଏ |

ଏହି ସମୟରେ ଏହି ଉର୍ଜା 100 ରୁ ଅଧିକ ଶକ୍ତି ଶାଳୀ ହୋଇଥାଏ ଆଉ ଏହି ସମୟରେ ସିଦ୍ଧି ଲାଭ କରିବା ପାଇଁ ତାନ୍ତ୍ରିକ ମାନେ ବିଭିନ୍ନ ପ୍ରକାରର ସାଧନା କରି ଥାନ୍ତି ଯେଉଁଥିରେ ଅନେକ ପ୍ରକାରର ଗୁପ୍ତ ସାଧନା ଦେବା ନିହିତ ରହିଛି ତନ୍ତ୍ର ବିଷୟ ଅନୁସାରେ ରାତି ୧ଟାରୁ 3ଟା ମଧ୍ୟରେ ହୋଇଥିବା ସାଧନା ସବୁ ଠାରୁ ଅଧିକ ଫଲୀଭୂତ ହୋଇଥାଏ | ସେଥିପାଇଁ ଜଣେ ତାନ୍ତ୍ରିକ ପାଇଁ ଏହି ସମୟ ବହୁତ ଗୁରୁତ୍ୱ ପୂର୍ଣ୍ଣ ହୋଇଥାଏ |

ଏହି ସବୁକୁ ଧ୍ୟାନରେ ରଖି ଏହା ମାନବ ସମାଜ ପାଇଁ ସବୁଠାରୁ ଅଧିକ ଶକ୍ତି ମିଳିଥାଏ ତେଣୁ ତାନ୍ତ୍ରିକ ବିଦ୍ୟା ପାଇଁ ଏହି ସମୟ ବହୁତ ଶୁଭ ବୋଲି ବିବେଚନା କରାଯାଏ ସେଥିପାଇଁ ଏହି ସମୟ ଆପଣଙ୍କ ପାଇଁ ଖୁବୁ ଭୟଙ୍କର ଅଟେ ସେହି ପରି ଫିଲ୍ମ ଗୁଡିକରେ ଦେଖାଯାଏ କି ରାତି 3ଟା ପାଖାପାଖି ସବୁ ଅଶୁଭ ସଙ୍କେତ ମିଳିଥାଏ ଆଉ ଏହା ପରେ ସବୁ ଅଘଟଣ ଘଟିଥାଏ ସେଥିପାଇଁ 3 ସଂଖ୍ୟା କୁ ଅଶୁଭ ବୋଲି ମନାଯାଏ ରାତିରେ ଶୋଇବା ସମୟରେ କେବେ ମଧ୍ୟ ଭୁତପେତ ବିଷୟରେ କଥା ହୁହାନ୍ତୁ ନାହିଁ ଏପରି ସମୟରେ ଆପଣ ଯଦି କେତେବେଳେ ଉଠୁଛନ୍ତି କିମ୍ଭା ବାହାରକୁ ଯାଉଛନ୍ତି ତେବେ ମସାଣି ସ୍ଥାନ ଗୁଡିକ ଠାରୁ ଦୁରେଇ ରୁହନ୍ତୁ !

About odisha news

Check Also

ଓଡ଼ିଶାର ଭଦ୍ରକ ଜିଲ୍ଲାରେ ଅବସ୍ତିତ ମନ୍ଦିର ଆଖଣ୍ଡଳମଣି (Aradi) ର ରହସ୍ୟ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ…

ବନ୍ଧୁଗଣ ଆଖଣ୍ଡଳମଣି ଓଡ଼ିଶାର ଭଦ୍ରକ ଜିଲ୍ଲାର ଆରଡ଼ି ଠାରେ ଅବସ୍ତିତ ଏକ ପ୍ରଧାନ ଶୈବ ପିଠ ଏହା ବୈତରଣୀ ନଦୀ …

Leave a Reply

Your email address will not be published.