Breaking News

ଆପଣଙ୍କର SBI ରେ ଖାତା ଅଛିକି ତାହାଲେ ନିହାତି ଦେଖନ୍ତୁ, SBI ଗ୍ରାହକ kyc କରିବା ବାଧ୍ୟତାମୂଳକ ନହଲେ ହୋଇପାରେ ଆପଣଙ୍କ Bank ଖାତା ବନ୍ଦ ଦେଖନ୍ତୁ ବନ୍ଦ ହୋଇଗଲା ପରେ କଣ କରିବେ !

ବର୍ତମାନର ବଡ଼ ଖବର ଭାରତୀୟ ଷ୍ଟେଟ ବ୍ୟାଙ୍କ ନିଜର ଗ୍ରହକା ମାନଙ୍କ ପାଇଁ ଆଣିଛି ଏକ ବଡ଼ ଖବର ଯଦି ଆପଣ ଷ୍ଟେଟ ବ୍ୟାଙ୍କ ର କଷ୍ଟମର ତେବେ ଖୁବୁ ଶୀଘ୍ର ନିଜ ବହିକୁ ନେଇ ଚେକ କରାନ୍ତୁ | ବିପୁଳ ପରିମାଣରେ ସେହି ଖାତା ଗୁଡିକ କରାଯାଇଛି free ଯେଉଁଥିରେ kyc କରାଯାଇନାହିଁ ଏହି ଖାତା ଗୁଡିକ ଅସ୍ଥାୟୀ ଭାବରେ ବନ୍ଦ କରାଯିବ ଯାହା ଦ୍ୱାରା କଷ୍ଟମର କୌଣସି ପ୍ରକାର transaction କରି ପାରିବେ ନାହିଁ | ଏହା ଦ୍ୱାରା ଗ୍ରାହକ ମାନେ ଖୁବୁ ଅସୁବିଦାର ସମ୍ମୁଖୀନ ହଉଛନ୍ତି ତେବେ ଦର୍ଶକବନ୍ଧୁ ଭାରତୀୟ ଷ୍ଟେଟ ବ୍ୟାଙ୍କ ନିଜର ଗ୍ରହକା ମାନଙ୍କ ପାଇଁ ଆଣିଛି ଏକ ସତର୍କ ସୂଚନା |

ଭାରତୀୟ ଷ୍ଟେଟ ବ୍ୟାଙ୍କ ନିଜର ଗ୍ରାହକ ମାନଙ୍କ ପାଇଁ ଆଣିଛି ବଡ଼ ଖବର ଯଦି ଆପଣ ଷ୍ଟେଟ ବ୍ୟାଙ୍କରେ ଆପଣଙ୍କର ଖାତା ଅଛି ତେବେ ଖୁବୁ ଶୀଘ୍ର ନିଜ ଖାତାକୁ ଚେକ କରି ଦିଅନ୍ତୁ ବ୍ୟାଙ୍କ ପକ୍ଷରୁ ବିପୁଳ ପରିମାଣର ଖାତା ଗୁଡିକ କରାଯାଇଛି ବନ୍ଧ ଯେଉଁ ଥିରେ kyc କରାଯାଇନାହିଁ ଏହି ଖାତା ଗୁଡିକୁ ଅସ୍ଥାୟୀ ଭାବରେ ବନ୍ଦ କରାଯାଇଛି |

ଜଣେ କଷ୍ଟମର କୌଣସି ପ୍ରକାରର transaction କରି ପାରିବେ ନାହିଁ ଏହା ଦ୍ୱାରା ଗ୍ରାହକ ମାନେ ଖୁବୁ ଅସୁବିଦା ସମୁଖିନର ହେଉଛନ୍ତି ଅଧିକ କଷ୍ଟମର ଖାତା ବନ୍ଦ ହେବାର ସୋସିଆଲ ମିଡିଆରେ ସେୟାର କରିଛନ୍ତି ସେମାନେ ଅନେକ ଅସୁବିଦାର ସମ୍ମୁଖୀନ ହୋଇଛନ୍ତି ବୋଲି ସେ ସୋସିଆଲ ମିଡିଆରେ ଛାଡିଛନ୍ତି | ଯଦି ଆପଣଙ୍କ ଖାତା ବନ୍ଦ ହୋଇଯାଇଛି ତେବେ କିପରି ଖୋଲିବେ ଜଣାନ୍ତୁ |

ଜୁଲାଇ ମାସରେ ଅନେକ ଗୁଡିଏ ନିୟମ ହୋଇଛି ଏହି ନିୟମ ଅନୁସାରେ ବ୍ୟାଙ୍କ ଖାତା kyc ବାଧ୍ୟତା ମୂଳକ ଅଟେ ରିଜର ବ୍ୟାଙ୍କ ନିଦ୍ଧର୍ଷରେ ଏହା ଦିଶା ଅଟେ | ଏହି ନିଷ୍ପତି ଠକେଇ ମାମଲା ହେଉଥିବାକୁ ଏହି ନିୟମ ଲାଗୁ କରାଯାଇଛି ନିୟମ ଅନୁସାରେ ପ୍ରତେକ ଗ୍ରାହକ ନିଜ ଖାତାର ପ୍ରତି ବର୍ଷ ଥରେ kyc କରିବା ନିହାତି ଜରୁରୀ ଏହି ଭଳି କରନ୍ତୁ kyc ଏହି ପକ୍ରିୟାରେ ପାଇଁ ଆପଣଙ୍କୁ ଆଧାର କାର୍ଡ ଓ ପ୍ୟାନ କାର୍ଡର କପି ଜମା କରିବାକୁ ପଡିବ ଏହା ପରେ ବ୍ୟାଙ୍କ ରେ kyc ଫର୍ମ ଫିଲଫ କରିବାକୁ ପଡିବ ଏହା ପରେ ଗୋଟେ ଫୋଟ ଲାଗିବ ଏହାକୁ ନେଇ ବ୍ୟାଙ୍କ ରେ ଜମା କରିବାକୁ ପଡିବ ଏହା ପରେ କୂକ ପକ୍ରିୟା ପୁରା ହୋଇଯିବ |

About odisha news

Check Also

ଏହି ତାରିଖରେ ମିଳିବାକୁ ଯାଉଛି କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା, ଦେଖନ୍ତୁ ଡେଉଁ ମାନଙ୍କୁ ମିଳିବ ଏହି ଟଙ୍କା ଓ କେଉଁ ମାନଙ୍କୁ ମିଳିବ ନାହିଁ ଏହି ଟଙ୍କା !

କାଳିଆ ଯୋଜନାରେ ଏବେ ଆସୁଛି ଆଉ କିଛି ନୂଆ ଯୋଜନ ଆପଣ ମାନେ ସମସ୍ତେ ଜାଣିଥିବେ କାହାକୁ ଟଙ୍କା ମିଳୁଥିବା …

Leave a Reply

Your email address will not be published.