Breaking News

ଆପଣଙ୍କ ଘରେ ଯଦି Money Plant ଗଛ ଯଦି ତାହାଲେ ଆପଣ ଭୁଲୁରେ କରନ୍ତୁ ନାହିଁ ଏହି ସବୁ ଭୁଲୁ, ନହଲେ ହୋଇଯିବେ ରାସ୍ତାର ଭିକାରି !

ନମସ୍କାର ବନ୍ଧୁଗଣ ଯଦି ଆପଣ କ ଘରେ ଲାଗିଛି ମନି ପ୍ଲାଣ୍ଟ ତ ଏହି ଭୁଲ କେବେ ବି କରନ୍ତୁ ନାହିଁ ନଚେତ୍ ପୁର ପରିବାର ବର୍ବାଦ ହୋଇଯିବ ଏହ ସହିତ ଆମେ ଜାଣିବା କି ଘରେ କେଉଁ ଗଛ ନା ଲଗାଇବା ଉଚିତ୍ ନହେଲେ ହୋଇଥାଏ ଧନ ର ନାଶ ଆଉ ଯଦି ଏହି ଗଛ ଆପଣ କ ଘରେ ଅଛି ତ ତୁରନ୍ତ କାଢି ଫୋପାଡି ଦିଅନ୍ତୁ ଏହା ସହିତ ଜାଣିବା କି କେଉଁ ଗଛ ଲଗାଇଲେ ଘରେ ଖୁସି ଏବଂ ଧନ ର ବର୍ଷା ହୋଇଥାଏ |

ସାଙ୍ଗମାନେ ଲୋକମାନେ ନିଜର ଘରର ସୁନ୍ଦରତା କୁ ବଢ଼ାଇବା ପାଇ ଅନେକ ପ୍ରକାର ର ଗଛ ଲଗାଇ ଥାଆନ୍ତି କୁହାଯାଏ କୁ ଗଛ ଲଗାଇ ଲେ ଘରେ ରହୁଥିବା ସଦସ୍ୟ ମାନକ ହାର୍ଟ ଭଲ ରହିଥାଏ କିନ୍ତୁ ଅନେକ ଥର ଆପଣ ଲାଗିଥିବା ଗଛ ଭଲ କାମ ଦେଇନ ଥାଏ ଏବଂ ସେଥିରୁ ବାସ୍ତୁ ଦୋଷ ଆରମ୍ଭ ହୋଇରହେ ଏହି ନଷ୍ଟ ହେବାରୁ ବଞ୍ଚିବା ପାଇ ଆମେ ଆପଣ କୁ ଜଣେଇ ଦେଉଛୁ କି ଘରେ କେଉଁ ଗଛ ଲଗାଇବା ଉଚିତ୍ ଆଉ କେଉଁ ଗଛ ନ ଲଗାଇବା ଉଚିତ୍ କାରଣ ଘର ର ରୋଷେଇ ଘର କେଉଁ ଆଦେ ହେବ ଦରକାର ଆଉ ଘର ର ମୁଖ୍ୟ ଦ୍ୟାର୍ କେଉଁ ଆଡେ ହେବା ଦରକାର ବାସ୍ତୁ ରେ ଏହାର ସବୁ ଉପାୟ ରହିଛି କିନ୍ତୁ ଆପଣ ଯାଇଛନ୍ତି କୁ ଘର ର ବସ୍ତୁ ଆପଣ କ ଆଖ ପାଖର ଜିନିଷ ଉପରେ ନିର୍ଭର କରିଥାଏ |

ସେମିତି କି ଆପଣ କ ଘର ଆଖ ପାଖରେ କେଉଁ ଗଛ ରହିଛି ଜାଣନ୍ତୁ କେଉଁ ଗଛ ଏମିତି ରହିଛି ଯାହା ଆପଣ କ ଘର ପାଖରେ ରହିଲେ ଆପଣ କ ଘରେ କିଛି ବି ଭଲ ହୋଇନଥାଏ ସାଙ୍ଗମାନେ ଓସ୍ତ ଓ ବର ଗଛ ଘର ର ବାହାରେ ଲଗାଇବା ଶୁଭ ମନଯାଇଥାଏ ଯଦି ଏହା ଘରେ ଥାଏ ତା ଅଶୁଭ ଫଳ ଦେବା ଆରମ୍ଭ କରିଥାଏ ନମ୍ବର ୨ ସାଧାରଣତଃ ଘରେ ଲୋକ ନିମ୍ବ ଗଛ ଲଗାଇବା କୁ ପସନ୍ଦ କରି ନ ଥାଆନ୍ତି କିନ୍ତୁ ଏହା କୁ ଘରେ ଲଗାଇବା ବୋହୁତ ଶୁଭ ହୋଇଥାଏ ସକାରାତ୍ମକ ବିଚାର ଆଉ ସୁଧ ବାୟୁ ସହ ବୋହୁତ କଲ୍ୟାଣ କରି ହୋଇଥାଏ ହିନ୍ଦୁ ଧର୍ମର ରେ ତୁଳସୀ ଗଛ କୁ ବୋହୁତ ମହତ୍ତ୍ଵ ଦିଆଯାଇଥାଏ ତୁଳସୀ କୁ ମା ଲକ୍ଷ୍ମୀ କର ରୂପ ମାନ ଯାଇଥାଏ |

ଯଦି ଆପଣ କ ଘରେ କୌଣସି ପ୍ରକାର ର ନକାରାତ୍ମକ ରହିଛି ତା ଏହି ଗଛ ତାହା କୁ ନଷ୍ଟ କରିବାରେ ସାହାଯ୍ୟ କରିଥାଏ କିନ୍ତୁ ଧ୍ୟାନ ରଖିବେ ତୁଳସୀ ଦକ୍ଷିଣ ଦିଗ ରେ ନ ଲଗେଇବା ଉଚିତ୍ କାରଣ ଏହା ଫାଇଦା ଦେବ ବାଦଲ ରେ ଖ୍ୟାତି କରିଥାଏ ନମ୍ୱର୍ ୪ ଅଁଳା ଗଛ ଘରେ ଅଁଳା ଗଛ ଲାଗିଛି ତା ତାହା ବି ଉତ୍ତର ବା ପୂର୍ବ ଦିଗରେ ତାହା ଅଶୁଭ ଫଳ ଦାୟକ ହୋଇଥାଏ ନମ୍ୱର୍ ୫ କଦଳୀ ଗଛ ଧାର୍ମିକ କାର୍ଯ୍ୟ ରେ କଦଳୀ ଗଛ ର ବୋହୁତ ମାନ୍ୟତା ରହିଛି ଏହି ଗଛ କୁ ପୂଜା ପାଠ ସମୟ ରେ ବ୍ୟବହାର କରାଯାଏ ଏଥି ପାଇ କଦଳୀ ଗଛ ଘର ର ଦୁଆର ମୁହଁରେ ରଖିବା ଶୁଭ ହୋଇଥାଏ |

ଗଛ ର ଛାଇ ତଳେ ଯଦି ବିଦ୍ୟାର୍ଥୀ ପାଠ ପଢ଼ି ରହେ ତ ପାଠ ଶୀଘ୍ର ମାନେ ରହିଥାଏ ଏବଂ ବାଉଁଶ ଗଛ ଘରେ ଲଗାଇବା ଦ୍ବାରା ଭଲ ମନା ଯାଇଥାଏ ଏହା ସମୃଦ୍ଧି ଏବଂ ସଫଳତା ଦ୍ବାରା ଆପଣ କୁ ବୋହୁତ ଉପର କୁ ନେଇଥାଏ ନମ୍ୱର୍ ୭ ଆମ୍ବ ଗଛ ଘରେ ଆମ୍ବ ଗଛ ବୋହୁତ ସୌକରେ ବୋହୁତ ପ୍ରକାର ର ଆମ୍ବ ଗଛ ଲଗାଇଛନ୍ତି କିନ୍ତୁ ଆପଣ ଜାଣିଛନ୍ତି କି ଏହା ଘର ଆଉ ଘର ର ଆଖ ପାଖରେ ଲାଗିଲେ ଆପଣ କୁ କେଉଁ ପ୍ରକାର ର ହାନି ହୋଇନଥାଏ | ଏମିତି ରେ ବି ଆପଣ କ ଘର ର ଆଖ ପାଖରେ ଆମ୍ବ ଗଛ ଥିଲେ ଆପଣ କ ସନ୍ତାନ ଉପରେ ଖରାପ ପ୍ରଭାବ ପକାଇଥଏ ଏମିତି ଗଛ ଲଗାନ୍ତୁ ନାହିଁ ଯଦି ଏମିତି ଗଛ ଆଗରୁ ଲାଗିଛି ଆପଣ କ ଘରେ ତ ଏମିତି ରେ ଏହି ଗଛ କୁ ବାହାର କରନ୍ତୁ ନାହିଁ ଆପଣ ଏହାର ପାଖରେ ଏମିତି ଗଛ ଲଗାନ୍ତୁ କି ଯାହା ଏହ କୁ କରି ଭଲ ରେ ପରିଣତ କରିଥାଏ |

ନମ୍ୱର୍ ୮ ନଡ଼ିଆ ଗଛ ଜିୟୁମାନକ ଘରେ ନଡ଼ିଆ ଗଛ ଲାଗିଥାଏ ସେହି ମାନକ ଘରେ ବୋହୁତ ସମ୍ମାନ ବୃଦ୍ଧି ହୋଇଥାଏ ଏବଂ କଣ୍ଟା ଲାଗିଥିବା ଗଛ ଏହି ଗଛ ଆପଣ କ ଘରେ ଥିଲେ ଶତ୍ରୁ ମାନକର ବୃଦ୍ଧି ହୋଇଥାଏ ଏମିତି ଗଛ ରହିଛି ତା ଏମିତି ଗଛ କୁ ଶୁଭ ମନା ଯାଇନାହିଁ ଘର ପାଖରେ କଣ୍ଟା ଗଛ ଏବଂ କ୍ଷୀର ବାହାରୁ ଥିବା ଗଛ ନ ଲଗେଇବା ଉଚିତ୍ ଯଦି ଏମିତି ଗଛ ଆପଣ କ ଘରେ ଅଛି ତ ଆଜି ହିଁ ବାହାର କରି ଦିଅନ୍ତୁ ନମ୍ୱର୍ ୧୦ ଅଧିକ ଉଚ୍ଚ ଗଛ ଘର ର ଉସନ୍ୟ କୋଣରେ ଉତ୍ତର ଦିଗ ରେ ଅଧିକ ଉଚ୍ଚ ଗଛ ନା ରଖିବା ଦରକାର ନମ୍ୱର୍ ୧୧ ଅଧା ପୋଡ଼ି ଯାଇଥିବା ବା ଅଧା ଶୁଖି ଯାଉଥିବା ଗଛ ଯଦି ଆପଣ କ ଘର ଆଖ ପାଖରେ ଅଛି |

ତେବେ ତାହାକୁ ଅଶୁଭ ମନା ଯାଇଥାଏ ନମ୍ୱର୍ ୧୨ ରେଶମ ଗଛ ତାଳ କପାସ କିଛି ବିଶେଷ ନୁହେଁ ଏହାକୁ ଘରେ ଲଗାଇବା ଉଚିତ୍ ନୁହେଁ ଏହି ଗଛ ଘର ପାଖରେ ରହିଲେ ଘରେ କଳହ ସୃଷ୍ଟି ହୋଇଥାଏ ନମ୍ୱର୍ ୧୩ ମନ୍ଦାର ଗଚ୍ଛ ତେନ୍ତୁଳି ଗଛ ଘର ଆଗରେ ଏହି ଦୁଇ ଗଛ ଅଛି ତ ତାକୁ ତୁରନ୍ତ ହଟାଇ ଦିଅନ୍ତୁ ଶାସ୍ତ୍ର ଅନୁସାରେ ଏହି ଗଛରେ ଖରାପ ଶକ୍ତି ବାସ କରିଥାଏ ଯଦି ଆପଣ ଏହି ଗଛ କୁ କରି ପାରିବେ ନାହିଁ ତେବେ ଆଜି ଗଛର ଦୁଷ୍ଟ ଶକ୍ତି କୁ କାଟି ପାରିବେ ତାହା ପାଖରେ ହଳଦୀ ତୁଳସୀ ନିମା ଗଛ ଲଗାଇ ଦିଅନ୍ତୁ ଏହା କରିବା ଦ୍ୱାରା ଖରାପ ଶକ୍ତି ଦୂର ହୋଇଥାଏ ମନି ପ୍ଲାଣ୍ଟ କୁ କେଉଁ ଦିଗରେ ଲଗାଇବା ଉଚିତ୍ ଆଉ କେଉଁ ମାଟିରେ ନା ଲଗେଇବା ଦରକାର |

ଏହି ସବୁ ଜିନିଷ ର ଧ୍ୟାନ ରଖିବେ ପ୍ରଥମେ ହେଉଛି ମନି ପ୍ଲାଣ୍ଟ କୁ ସର୍ବଦା ପୂର୍ବ ଦିଗରେ ଲଗାଇବା ଉଚିତ୍ ଯଦି ଆପଣ ଏହି ଦିଗରେ ନା ଲଗାଇ ପାରିବେ ତେବେ ଏହା କୁ ଦକ୍ଷିଣ ପଞ୍ଚିମା ଦିଗରେ ଲଗାଇ ପାରିବେ ଏବଂ ମନି ପ୍ଲାଣ୍ଟ ର ଡାଳ କେବେ ତଳ କୁ ନ ରଖିବା ଦରକାର ଏବଂ ଏହା ର ପାଣି ବଦଳେଇ ବା ଆବଶ୍ୟକ ଯଦି ମାଟି ରେ କଙ୍କଡା ପଥର ରହିଛି ତେବେ ଏହା ବଢିବା ନାହିଁ |

About odisha news

Check Also

ମା Lakhmi କୃପାରୁ ଆସନ୍ତା କାଲିଠାରୁ ଏହି 5ଟି ରାଶିର ଭାଗ୍ୟ ହୀରା ଠାରୁ ବି ଅଧିକ ଚମକି ଉଠିବ, ଦେଖନ୍ତୁ ଆପଣଙ୍କ ରାଶି ଅଛିତ !

ନମସ୍କାର ବନ୍ଧୁଗଣ ଆମ ଜୀବନ ରେ ଚାଲିଥିବା ସୁଖ ଓ ଦୁଃଖ ଆଦି ଗ୍ରହ ମାନକର ଗତି ବିଧି ଉପରେ …

Leave a Reply

Your email address will not be published.