Breaking News

ଶିଶୁ ଜନ୍ମ ହେବା ମାତ୍ରେ କାନ୍ଦିଥାଏ କଣ ପାଇଁ ? ନିଶ୍ଚୟ ଜାଣନ୍ତୁ ଆପଣଙ୍କ ଶୁଶୁ କେବେ କାନ୍ଦୁଛି କି !

ନମସ୍କାର ଦର୍ଶକବନ୍ଧୁ ଯେବେ ଶିଶୁର ଜନ୍ମ ହୋଇଥାଏ ସେ ଜୋର ଜୋରସେ କାନ୍ଧିବାକୁ ଲାଗିଥାଏ ଏବଂ କେତେ ପ୍ରକାରର ଶବ୍ଦ ବାହାର କରିଥାଏ ଯେମିତି ସେ ଈଶ୍ୱରଙ୍କୁ ପଚାରୁଛି ହେ ଭଗବାନ ଫୁଣି ଏଇ ସଂସାସରକୁ କଣ ପାଇଁ ପଠେଇ ଦେଲେ ଆପଣ କିନ୍ତୁ ଏହାତ ବିଧି ବିଧାନ ଅଟେ ଯିଏ ଏହି ମୃତୁ ଲୋକକୁ ଆସିଥାଏ ଦିନେ ନା ଦିନେ ତାର ମୃତ୍ୟ ଅବଶ୍ୟ ହୋଇଥାଏ ଏବଂ ଯାହାର ମୃତ୍ୟ ହୋଇଥାଏ ତାକୁ ନୂଆ ଶରୀର ନେଇ ପୁନରାବର ଜନ୍ମ ନେବାକୁ ପଡିଥାଏ |

କିନ୍ତୁ ବନ୍ଧୁଗଣ ଆମେ ଆପଣଙ୍କୁ କହିଦଉଛୁକି ବିଷ୍ଣୁ ପୁରାଣରେ ଜନ୍ମ ନେବା ଖେଣି ଶିଶୁର କାନ୍ଦିବାର ରହସ୍ୟ ମିଳିଥାଏ ଚାଲନ୍ତୁ ଜାଣିବା କଣ ସେହି ରହସ୍ୟ | ବୈଞ୍ଜାନିକ ମତ ଅନୁସାରେ ଶିଶୁର ଚାରିପଟେ ଅମୁନିଟିକି ଫ୍ଲୁଡି ଭରି ହୋଇରହିଥାଏ ଏହା ସେହି ପାଣି ହୋଇଥାଏ ଯାହା ମା ର ଗର୍ଭରେ ଶିଶୁକୁ ସୁରକ୍ଷିତ ରଖିଥାଏ ତାପରେ ଯେବେ ଶିଶୁର ଜନ୍ମ ହୋଇଥାଏ ତେବେ ସେହି ପାଣିକୁ ଶିଶୁର ଚାରିପଟୁ ବାହାର କରିଦିଆଯାଇଥାଏ କାହିଁକିନା ଶିଶୁ ନିଶ୍ବସ ନେବାରେ ସକ୍ଷମ ହେଇପାରୁ |

ଏଥିପାଇଁ ଜରୁରି ହୋଇଥାଏ କି ଶିଶୁ ଜୋରରେ କାନ୍ଧିଥାଏ ହିନ୍ଦୁ ଧର୍ମ କଥା ମଣିବାତ ବିଷ୍ଣୁ ପୁରାଣ ଅନୁସାରେ ସୃଷ୍ଟିର ରଚନା ସମୟରେ ଯେବେ ବ୍ରହ୍ମ ସୃଷ୍ଟିର ରଚନା କରୁଥିଲେ ସେ ନିଜ ସମାନ ପୁତ୍ର ଚାହୁଁଥିଲେ | ଏଥି ପାଇଁ ସେ ଚିନ୍ତିତ ହେବାକୁ ଲାଗିଲେ ସେବେ ତାଙ୍କର କୋଳରେ ଏକ ନୀଳରଙ୍ଗ ଵାଲା ଏକ ବାଳକ ପ୍ରକଟ ହେଲା ଏହି ବାଳକ ବ୍ରହ୍ମ ଙ୍କ କୋଳରୁ ଆସି କାନ୍ଦି କାନ୍ଧି ଇଆଡ଼େ ସେଆଡେ଼ ଯିବାକୁ ଲାଗିଲା |

ଯେତେବେଳେ ବ୍ରହ୍ମ ସେହି ବାଳକକୁ ପଚାରିଲେ ଯେ ତୁମେ କାହିଁକି କାନ୍ଧୁଛ ସେହି ପ୍ରଶ୍ନର ଉତ୍ତରରେ ବାଳକଟି କହିଲାକି ମୁଁ କିଏ ଅଟେ ମୁଁ କେଉଁ ଠାରେ ଅଛି ମୋର ନାମ କଣ ଏହାପରେ ବ୍ରହ୍ମ ବାଳକକୁ କହିଲେକି ତୁମେ ଜନ୍ମ ନେବା ମାତ୍ରେ କାନ୍ଦିବା ଆରମ୍ଭ କରିଦେଲ ଇଥିପାଇଁ ତୁମର ନାମ ରୁଦ୍ର ଅଟେ | ରୁଦ୍ର ପୂର୍ବରୁ କୌଣସି ବାଳକ ଜନ୍ମ ନେବାପରେ କାନ୍ଦିବା ଆରମ୍ଭ କରିନଥିଲେ ରୁଦ୍ରର ଜନ୍ମ ହେବାପରେ ହିଁ ଶିଶୁ କାନ୍ଦିବାର ଏହି ନିୟମ ଆରମ୍ଭ ହେଲା |

About odisha news

Check Also

ଅବଢା ଦେଲେ ପାଖରେ ଶୋଇଲେ, ସକାଳେ କୁଆଡେ ଗଲେ ଯୁବକ ? Jagannath ଭାଗବାନଙ୍କ ଚମତ୍କାର ଜାଣିଲେ ହାତ ଯୋଡ଼ିଦେବେ ଆପଣ…ଦେଖନ୍ତୁ

ହେଲୋ ଫ୍ରେଣ୍ଡ୍ ବାଲେଶ୍ଵର ଖଇରା ବ୍ଲକ ଆଲି ପୁର ଶିଶିର କାନ୍ତ ପୃଷ୍ଟି 2016 ମସିହାରେ ପୁରୀ ଆସିଥିଲେ ବୁଲିବା …

Leave a Reply

Your email address will not be published. Required fields are marked *