ନମସ୍କାର ଦର୍ଶକବନ୍ଧୁ ଆମ ସମାଜରେ ଏମିତି କିଛି ଲୋକକଥା ରହିଛି ଯେଉଁ ସବୁକୁ ଆଜିବି ମଧ୍ୟ ଲୋକମାନେ ପାଳନ କରୁଛନ୍ତି ଏବେବି ଆମ ସମାଜରେ ଶୁଭ ଅଶୁଭର ମାନ୍ୟତା ରହିଛି | ବନ୍ଧୁଗଣ ଆପଣମାନେ ମଧ୍ୟ ବିଲେଇ ରାସ୍ତା କାଟି ଥିବାର ଦେଖିଥିବେ ଏବଂ ଏହା ମଧ୍ୟ ଲକ୍ଷ କରିଥିବେ ଯଦି କୌଣସି ମଣିଷ ଆଗରେ ବିଲେଇ ରାସ୍ତା କାଟିଦିଏ ସେହି ଲୋକ ସେଠାରେ କିଛି ସମୟ ଛିଡ଼ା ହୋଇଥାଏ ଏବଂ ଅପେକ୍ଷା କରେ |
ଆଉ ଜଣେ ବ୍ୟକ୍ତି ସେହି ରାସ୍ତାରେ ଆଗ ଯାଉ ତାପରେ ସେହି ବ୍ୟକ୍ତି ଯାଇଥାଏ କିନ୍ତୁ ଆପଣମାନେ ଜାଣିଛନ୍ତି କି ବିଲେଇ ରାସ୍ତା କରିଲେ କଣ ପାଇଁ ଅଶୁଭ ହୋଇଥାଏ | ଶାସ୍ତ୍ରରେ ଏବଂ ଭାଗଵତ ଗୀତରେ ମଧ୍ୟ ବିଲେଇ ବିଷୟରେ ଅନେକ ତଥ୍ୟ ପ୍ରଦାନ କରାଯାଇଛି | ବନ୍ଧୁଗଣ ବିଲେଇ ଗୃହ ପାଳିତ ପଶୁ ଅଟେ ଏବଂ ଅନେକ ଲୋକେ ବିଲେଇକୁ ଗୃହରେ ପାଳୁଛନ୍ତି |
ଶାସ୍ତ୍ର ଅନୁସାରେ ବିଲେଇ ଯଦି ବାମ ପାର୍ଶ୍ୱରୁ ଡାହାଣ ପର୍ଶ୍ୱକୁ ଯାଇଥାଏ ସେତେବେଳେ ଏହା ଆପଣଙ୍କ ପାଇଁ ଏବଂ ଆପଣଙ୍କ ଯାତ୍ରା ପାଇଁ ବୋହୁତ ଅଶୁଭ ହୋଇଥାଏ କିନ୍ତୁ ଯଦି ବିଲେଇ ଡାହାଣ ପାର୍ଶ୍ଵରୁ ବାମ ପାଖକୁ ଆସିଥାଏ ତେବେ ଏହାକୁ ଶୁଭ ବୋଲି ମାନାଯାଏ | ଶାସ୍ତ୍ର ଅନୁସାରେ କୁକୁରଙ୍କ ଭଳି ବିଲେଇ ମାନଙ୍କର ମଧ୍ୟ ଷଷ୍ଠ ଇନ୍ଦ୍ରିୟ ଖୁବ୍ ବିକଶିତ ବୋଲି କୁହାଯାଇଛି ଏହା
ଫଳରେ ଭବିଷ୍ୟତରେ ହେବାକୁ ଥିବା ଘଟଣା ଓ ଦୁର୍ଘଟଣା ବିଷୟରେ ଜାଣି ପାରିଥାନ୍ତି ସେଥିପାଇଁ ସେମାନେ ଲୋକମାନଙ୍କୁ ସତର୍କ ହେବାକୁ ସଙ୍କେତ ଦେଇଥାନ୍ତି | ବନ୍ଧୁଗଣ ଯଦି ବିଲେଇ ଘରକୁ ଆସି କାନ୍ଦୁଥିବାର ଦେଖାଯାଏ ତେବେ ଗୃହରେ ନିଶ୍ଚିତ ରୂପରେ ଅଘଟଣ ହେବାର ସୂଚନା ଦେଇଥାଏ କିମ୍ବା ଘରେ କୌଣସି ବ୍ୟକ୍ତିର ମୃତ୍ୟୁ ହେବାର ସୂଚନା ଦେଇଥାଏ।
ଯଦି ଆପଣଙ୍କ ଘରେ ଦୁଇଟି ବିଲେଇ କଳି କରୁଥାନ୍ତି ତାହେଲେ ଆପଣଙ୍କ ଘରେ ମଧ୍ୟ କଳି ଝଗଡ଼ା ହୋଇଥାଏ ଏବଂ ଦୀପାବଳୀରେ ଘରକୁ ବିଲେଇ ଆସିବା ଶୁଭ ହୋଇଥାଏ। ଯଦି ଆପଣ ଘରେ କିମ୍ବା ଘର ଆଖପାଖରେ ବିଲେଇ ଛୁଆ ଦେଇଥିଲେ ଏହା ମଧ୍ୟ ବୋହୁତ ଶୁଭ ମିଳିଥାଏ |
Check Also
ଶ୍ରାବଣ ମାସରେ ( ନନ୍ଦୀ ) କାନରେ କହିଦିଅନ୍ତୁ ଏହି ଶବ୍ଦ, ଆଉ ତାପରେ ଦେଖନ୍ତୁ ଚମତ୍କାର, ଧନର ବର୍ଷା ହେବ…
ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସ ଅର୍ଥାତ ବର୍ଷ ଜଳଭରା ଏବଂ ସବୁଜ ଜିମା ପରିବେଶ ଏହି ମାସରେ ଧରିତ୍ରୀ ସୁନ୍ଦର …