Breaking News

କଣ ଆପଣ ସ୍ୱପ୍ନରେ ସାପ ଦେଖୁଛନ୍ତି କି ? ଏହାର ଅର୍ଥ ହୋଇପାରେ ସାଙ୍ଘାତିକ, ଜାଣି ରଖନ୍ତୁ ..

ବନ୍ଧୁଗଣ ସାପ ଗୋଟେ ସରୀସୃପ ପ୍ରାଣୀ ସିବ ଙ୍କ ପ୍ରିୟ ଜିବ ହୋଇଥାଏ ସାପ | କିନ୍ତୁ ସାପ କୁ ଅନେକ ଲୋକ ଭୟ କରିଥାନ୍ତି କାରଣ ଏହା ର ରୂପ ଓ ଏହା ବିଷ ଧର କିନ୍ତୁ ଆଜି ଆମେ ଆପଣଙ୍କୁ ସାପ କୁ ସ୍ବପ୍ନ ରେ ଦଖିବା ର ଅର୍ଥ ସେ ବିଷୟ ରେ ଜଣାଇବୁ |

ବନ୍ଧୁଗଣ ଯଦି ଆପଣଙ୍କୁ ସାପ ଧରିବା କିମ୍ବା ମାରିବା ଦେଖାଯାଏ ତେବେ ଆପଣଙ୍କ ଶତ୍ରୁ ର ନାଶ ହେବ ଓ ଆପଣଙ୍କ ଧନ ଲାଭ ହୋଇଥାଏ | ଯଦି ଆପଣ ମନ୍ଦିର ପାଖରେ ସିବ ଲିଙ୍ଗ କିମ୍ବା ସାପ ଦେଖୁଛନ୍ତି ତେବେ ଆପଣ କୌଣସି ମାନସିକ ରଖି ଭୂଳିଯାଇଛନ୍ତି।

ତେବେ ଏହା ର ପ୍ରତିକାର ପାଣି ଶିବ ମନ୍ଦିର ରେ ପୂଜାର୍ଚ୍ଚନା କରନ୍ତୁ ଏବଂ ଆପଣଙ୍କ ମାନସିକ ପୂରଣ କରନ୍ତୁ କିନ୍ତୁ କେତେକ ଲୋକ ସାପ କୁ ସ୍ବପ୍ନ ରେ ଦେଖି ଡରିଥାଆନ୍ତି | କୌଣସି ମିତ୍ର ଆପଣଙ୍କୁ ବିଶ୍ଵାସ ଘାତକ କରିପାରେ ଯଦି କୌଣସି ବ୍ୟକ୍ତି ସ୍ବପ୍ନ ରେ ସାପ କଟିବାରେ ଦେଖାଯାଏ ସେ ବ୍ୟକ୍ତି କୌଣସି ବେମାରୀ ରେ ପଡିପାରେ | ଯଦି ସ୍ବପ୍ନ ରେ ଧଳା ସାପ ଦେଖାଯାଏ ଏହାକୁ ବୋହୁତ ଶୁଭ ବୋଲି ମନାଯାଏ |

କୌଣସି ବିବାହିତ ବ୍ୟକ୍ତି କି ଯଦି କଳା ରଙ୍ଗ ର ସାପ ଦେଖାଯାଏ ତେବେ ସେ ବୁଝିହୁଏ ଯେ ତାର ବୈବାହିକ ଜୀବନ ଭଲ ଭାବରେ ଚାଲୁନି। ଯଦି ସ୍ବପ୍ନ ରେ ଆପଣଙ୍କୁ ସାପ କିଛି କରିବାକୁ ଆସୁକେହି କିନ୍ତୁ କରିପାରୁନି ତେବେ ଏହା ବୋହୁତ ଶୁଭ ସଂକେତ ଅଟେ |

ଏହା ର ଅର୍ଥ ଆପଣଙ୍କୁ କୌଣସି କାମ ରେ ଭଲ ଫଳ ମିଳିବ ଯଦି ସ୍ବପ୍ନ ରେ ଆପଣଙ୍କୁ ବୋହୁତ ବଡ ସାପ ଦେଖାଯାଏ ତେବେ ଏହା ବୋହୂ ଚିନ୍ତା ର ବିଷୟ | କାରଣ ଏହା ର ଅର୍ଥ ଆପଣଙ୍କ ନିକଟ ଭବିଶ୍ଵତ ରେ କୌଣସି ବଡ ଅସୁବିଧା ରେ ପକାଇପାରେ।

About odisha news

Check Also

ଶ୍ରାବଣ ମାସରେ ( ନନ୍ଦୀ ) କାନରେ କହିଦିଅନ୍ତୁ ଏହି ଶବ୍ଦ, ଆଉ ତାପରେ ଦେଖନ୍ତୁ ଚମତ୍କାର, ଧନର ବର୍ଷା ହେବ…

ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସ ଅର୍ଥାତ ବର୍ଷ ଜଳଭରା ଏବଂ ସବୁଜ ଜିମା ପରିବେଶ ଏହି ମାସରେ ଧରିତ୍ରୀ ସୁନ୍ଦର …

Leave a Reply

Your email address will not be published.