Breaking News

ଆପଣ ନିଜର ପାଦ ଆଙ୍ଗୁଠିରୁ ଜାଣନ୍ତୁ ନିଜର ଭବିଷ୍ୟ, Apananka ର ଆଗକୁ ଘଟୁଥିବା ସଫଳତା ବିଷୟରେ ଜଣାନ୍ତୁ !

ନମସ୍କାର ବନ୍ଧୁଗଣ ପାଦ ଆଙ୍ଗୁଠି ରୁ ଜାଣନ୍ତୁ ଆପଣ କର ଭାଗ୍ୟ ବଦଳିବ ଜୀବନ ରେ ମିଳିବ ସଫଳତା ଆପଣ କୁ କରିବାକୁ ହେବା ସଂଘର୍ଷ | ତେବେ ହିନ୍ଦୁ ଧର୍ମ ଅନୁସାରେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଅଙ୍କ ଶାସ୍ତ୍ର ପରି ସାମୁଦ୍ରିକ ଶାସ୍ତ୍ର ମଧ୍ୟ ରହିଛି ଯାହା ମାଧ୍ୟମରେ ଜଣେ ବ୍ୟକ୍ତି ବିଷୟରେ ଅନେକ କଥା ଜଣା ପଡ଼ିଥାଏ | ଏହି ସାମୁଦ୍ରିକ ଶାସ୍ତ୍ର ରେ ଜଣେ ବ୍ୟକ୍ତି ର ଶାରୀରିକ ଗଠନ ବ୍ୟକ୍ତି ର ପାଦ ଆଙ୍ଗୁଠି ବିଷୟରେ ମଧ୍ୟ ଅନେକ କଥା କୁହାଯାଇଛି ଯାହା ଫଳରେ ଜଣେ ବ୍ୟକ୍ତି ର ଜୀବନ ରେ ଅଧିକ ମାତ୍ର ରେ ଦୁଃଖ ଅଛି |

ତାହା ଜଣା ପଡ଼ିଥାଏ ତେବେ ଦର୍ଶକବନ୍ଧୁ ତେବେ ଚାଲନ୍ତୁ ଜାଣିବା ପାଦ ର ଆଙ୍ଗୁଠି ବ୍ୟକ୍ତିର ଜୀବନ ଉପରେ କିପରି ପ୍ରଭାବ ପକାଇଥାଇ | ପ୍ରଥମେ ହେଉଛି ଯେଉଁ ବ୍ୟକ୍ତି କର ବୁଢ଼ା ଆଙ୍ଗୁଠି ଠାରୁ ତାର ନିକଟ ବର୍ତ୍ ଆଙ୍ଗୁଠି ସାମାନ୍ୟ ବଡ ଥାଏ ସେମାନେ ବୋହୁତ ଭାଗ୍ୟ ଶାଳୀ ହୋଇଥାନ୍ତି | ଏହି ଭଳି ବ୍ୟକ୍ତି ମାନକ ବିବାହ କୌଣସି ବିଜ୍ନେଶ୍ ମ୍ୟାନ ବା କୌଣସି ଭଲ ଚାକିରୀ କରୁଥିବା ଲୋକ ସହିତ ହୋଇଥାଏ | ଏଥି ସହିତ ଏଭଳି ବ୍ୟକ୍ତି କର ବୈବାହିକ ଜୀବନ ସୁଖ ମୟ ହେବା ସହିତ ପତି ପତ୍ନୀ କର ମଧ୍ୟରେ ଭଲ ତଳ ମେଲ ମଧ୍ୟ ହୋଇଥାଏ |

୨ୟ ରେ ହେଉଛି ଯେଉଁ ବ୍ୟକ୍ତି ମାନକ ପାଦ ଆଙ୍ଗୁଠି ଏବଂ ନଖ ଗୁଡ଼ିକ ଚେପଟା ହୋଇଥାଏ ଏବଂ ଆଙ୍ଗୁଠି ମାନକ ମଧ୍ୟରେ ଅଧିକ ବ୍ୟବଧାନ ରହିଥାଏ ସେହିଭଳି ବ୍ୟକ୍ତି ମାନେ ଜୀବନ ରେ ସର୍ବଦା ଆର୍ଥିକ ସମସ୍ୟା ର ସମୁଖୀନ ହୋଇଥାନ୍ତି ଏଥି ସହିତ ଏହି ବ୍ୟକ୍ତି ମାନେ ସର୍ବଦା କୌଣସି ନା କୌଣସି ଚିନ୍ତା ରେ ରହିଥାନ୍ତି |

୩ୟ ରେ ହେଉଛି ଯେଉଁ ବ୍ୟକ୍ତି ଯା ପାଦ ଆଙ୍ଗୁଠି ସମାନ ଭାବରେ ଡାହାଣ କୁ ହୋଇଥାଏ ଏବଂ ଏଥି ସହିତ କୋମଳ ଏବଂ ପରଷ୍ପର ସହିତ ଯୋଡି ହୋଇ ରହିଥାଏ ସେହି ବ୍ୟକ୍ତି ମାନେ ବୋହୁତ ଭାଗ୍ୟ ଶାଳୀ ହୋଇଥାନ୍ତି ଏହା ବ୍ୟତୀତ ଏହି ବ୍ୟକ୍ତି ମାନେ ତାଙ୍କ ଜୀବନ ରେ ସର୍ବଦା ଖୁସି ରେ ରହିଥାନ୍ତି ସେମାନେ ତାଙ୍କ ଜୀବନ ରେ ଯାହା ଚାହାନ୍ତି ତାହା ସେମାନଙ୍କୁ ଅତି ସହଜ ରେ ମିଲିଜାଇଥାଏ |

୪ ଥ ରେ ଯେଉଁ ବ୍ୟକ୍ତି କର ମାଧ୍ୟମ ଆଙ୍ଗୁଠି ବଦଶ୍ଵିନି ଆଙ୍ଗୁଠି ଠାରୁ ବଡ଼ ହୋଇଥାଏ ସେ ବ୍ୟକ୍ତି ମାନେ ବିଦ୍ୱାନ ହୋଇଥାନ୍ତି ଏହି ବ୍ୟକ୍ତି ମାନେ ସେମାନଙ୍କ ବୁଦ୍ଧି ବଳରେ ଧାନ ଉପାର୍ଜନ କରିଥାନ୍ତି ଏଥି ସହିତ ଏମାନେ ତାଙ୍କ ବୌଦ୍ଧିକ କ୍ଷମତା ସାହାଯ୍ୟରେ ଜୀବନ ରେ ଅନେକ ସଫଳତା ମଧ୍ୟ ହାସଲ କରିଥାନ୍ତି |

About odisha news

Check Also

ମା Lakhmi କୃପାରୁ ଆସନ୍ତା କାଲିଠାରୁ ଏହି 5ଟି ରାଶିର ଭାଗ୍ୟ ହୀରା ଠାରୁ ବି ଅଧିକ ଚମକି ଉଠିବ, ଦେଖନ୍ତୁ ଆପଣଙ୍କ ରାଶି ଅଛିତ !

ନମସ୍କାର ବନ୍ଧୁଗଣ ଆମ ଜୀବନ ରେ ଚାଲିଥିବା ସୁଖ ଓ ଦୁଃଖ ଆଦି ଗ୍ରହ ମାନକର ଗତି ବିଧି ଉପରେ …

Leave a Reply

Your email address will not be published.