Breaking News

ଆପଣ ଯଦି ମଧୁବାବୁ Pension ପାଇବାକୁ ଚାହୁଁଛନ୍ତି ତାହାଲେ ଶୀଘ୍ର କରନ୍ତୁ ଏହି କାମ !

ନମସ୍କାର ବନ୍ଧୁଗଣ ଏବେ ଏବେ ମଧୁବାବୁ ପେନସନ ଯୋଜନା କୁ ନେଇ ଛୋଟ ଅପଡେଟ ଆସିଚି ଯାହାକି ଆଜି ଆପଣ ମନକୁ ଜଣେଇବି ଯଦି ଆପଣ ମାନେ ଅନଲାଇନ ମାଧ୍ୟମରେ ମଧୁବାବୁ ପେନସନ ଯୋଜନା ରେ ବାର୍ଦ୍ଧକ୍ୟ ଭତ୍ତା କିମ୍ବା ବିଧବା ପେନସନ ପାଇ ଆବେଦନ କରିଛନ୍ତି କିନ୍ତୁ ଆପଣ ମାନଙ୍କର ଏ ପର୍ଯ୍ୟନ୍ତ ଆପଣଙ୍କ ର ଭରିଫିକେସନ ହୋଇନାହିଁ ପେଣ୍ଡିଂ ଅଛି ଏବଂ ଆପଣ ମାନେ କୌଣସି ପେନସନ ପାଇ ପାରୁ ନାହାଁନ୍ତି ତେବେ କେମିତି ଆପଣ ମଧୁ ବାବୁ ପେନସନ ଯୋଜନା ରେ ପେନସନ ପାଇ ପାରିବେ |

ତାହା ସହିତ ଏହାର ପ୍ରୋସେଶିଂ କନ୍ ରହିଛି ତ ସାଙ୍ଗମାନେ ମଧୁବାବୁ ପେନସନ ଯୋନାରେ ପେନସନ ହେଉ ବା ବିଧବା ପେନସନ ହେଉ ଆପଣ ମାନେ ଅନଲାଇନ୍ ରେ ଆବେଦନ କରି ପାରିବେ | ଏହାର କୌଣସି ଅଫ୍ଲାଇନ ହେଉନାହିଁ କିନ୍ତୁ ସାଙ୍ଗମାନେ ଆପଣ ମାନଙ୍କୁ ପୂର୍ବରୁ ଅଫ୍ଲାଇନ ରେ ଆବେଦନ କରିବା ପାଇଁ ପଡୁଥିଲା କିନ୍ତୁ ଏହାକୁ ଏବେ ବଦଳାଇ ଦିଆଯାଇଛି ଆପଣ ମାନେ କେବଳ ଅନଲାଇନ୍ ମାଧ୍ୟମରେ ପେନସନ ପାଇ ଆବେଦନ କରି ପାରିବେ | କିନ୍ତୁ ସାଙ୍ଗମାନେ ଆପଣ ଯଦି ମଧୁବାବୁ ପେନସନ ପାଇ ଆବେଦନ କରିଛନ୍ତି କିନ୍ତୁ ଆପଣ ମାନକର ଏ ପର୍ଯ୍ୟନ୍ତ ଇସୁ ହୋଇନାହିଁ |

ଏହାର ଗୋଟିଏ କାରଣ ହେଉଛି ଆପଣଙ୍କ ପଞ୍ଚାୟତ ରେ କୌଣସି ଭ୍ୟାକେନ୍ସ ନାହିଁ ହିଁ ସାଙ୍ଗମାନେ ସରକାର କ ନିୟମ ଅନୁସାରେ ଯେତେବେଳେ ପଞ୍ଚାୟତ ରେ ପେନସନ ରେ କିଛି ଭ୍ୟାକେନ୍ସି ରହୁଚି ସେଇ ଟାଇମ ରେ ହିଁ ଆବେଦନ କରନ୍ତୁ | ଯଦି ଆପଣ କ ପଞ୍ଚାୟତ ରେ କୌଣସି ବ୍ୟକ୍ତି ପେନସନ ପାଉଛନ୍ତି କିନ୍ତୁ ସେମାନଙ୍କର ମୃ-ତ୍ୟୁ ହେଇଯାଉଛି | ସେହି ଟାଇମ ରେ ଯେଉଁ ବ୍ୟକ୍ତି ମାନେ ଆବେଦନ କରିଛନ୍ତି |

ତାହାଙ୍କୁ ଆଡ କରିଥାନ୍ତି ସେଥି ପାଇ ଯଦି ଆପଣ କ ପରିବାର ରେ କେହି ୬୦ ବର୍ଷ ରୁ ଅଧିକ ଲୋକ ଅଛନ୍ତି ସେମାନଙ୍କ ଆଧାର କାର୍ଡ ନେଇ ପେନସନ ପାଇ ଆବେଦନ କରିବା ପାଇଁ ଯାଉଛନ୍ତି ତ ଆପଣ ମାନେ ପ୍ରଥମେ ଅନଲାଇନ୍ ରେ ଆବେଦନ କରି ନିଅନ୍ତୁ ଆପଣ କ ପଞ୍ଚାୟତ ରେ ଯେତେବେଳେ ଭ୍ୟାକେନ୍ସୀ ସେହି ଟାଇମ ରେ ସେହି ବ୍ୟକ୍ତି ମାନକର ପେନସନ ରେ ନାମ ଆଡ କରାଯିବ ଓ ସେମାନେ ପେନସନ ପାଇଁ ପାରିବେ ଏବଂ ଯଦି ଆପଣ ମାନେ ଆଗରୁ ପେନସନ ପାଇ ଆବେଦନ କରି ସାରିଛନ୍ତି |

ଆପଣ ମାନଙ୍କର ଏ ପର୍ଯ୍ୟନ୍ତ ଇସୁ ହୋଇନାହିଁ କୌଣସି ଚିନ୍ତା କରିବାର ନାହିଁ ଯେତେବେଳେ ଆପଣ ପଞ୍ଚାୟତ ରେ ଭ୍ୟକେନ୍ସି ଭାରିବ ସେତେବେଳେ ଆପଣ କର ଆଡ କରାଯିବ ଏବଂ ଆପଣ ମାନେ ପେନସନ ପାଇ ପାରିବେ ଯାହା କି ଏବେ ଯଦି ଆପଣ କ କର କିଛି ଜାଣିବାର ଅଛି ତାହେଲେ ଆପଣ ଅନଲାଇନ୍ ମାଧ୍ୟମରେ ଜାଣିପାରିବେ |

About odisha news

Check Also

ଫୁଣି ମାଡି ଆସୁଛି ଭୟଙ୍କର Batya ୫ତାରିଖରୁ ପ୍ରବଳ ବର୍ଷା ସହ ବଜ୍ରପାତର ସମ୍ଭାବନା, Panipaga ବିଭାଗ ଦେଲା ସୂଚନା ଏହି ସବୁ ଜିଲ୍ଲା କୁ ପ୍ରବଳ ଛେଚିବ…

ଏବେ ଏବେ ପାଣିପହା ବିବାହାଗ ପକ୍ଷରୁ ଲଘୁଚାପ କୁ ନେଇ ଆସିଲା ଫୁଣି ବଡ଼ ସୂଚନା ଆସୁଛି ଆଉ ଏକ …

Leave a Reply

Your email address will not be published.