Breaking News

ଆପଣ ଦେଖୁଛନ୍ତି କି ଏଭଳି ସ୍ବପ୍ନ ତେବେ କାହା କୁ ଭୁଲ ରେ ବି କୁହନ୍ତୁ ନାହିଁ ନହେଲେ…

ବନ୍ଧୁଗଣ ଆମେ ଶୋଇବା ସମୟରେ ଆମେ ବିଭିନ ପ୍ରକାରର ସ୍ବପ୍ନ ଦେଖି ଥାଉ ଯେମିତିକି କିଛି ଭୟଙ୍କର ସ୍ବପ୍ନ ଦେଖିଥାଉ ଆଉ କିଛି ଭଲ ସ୍ବପ୍ନ ଦେଖି ଥାଉ | ଆମେ ଯେଉଁ ସ୍ବପ୍ନ ଦେଖି ଥାଉ ତାହାକୁ ଅନ୍ୟମାନଙ୍କ ଆଗରେ ପ୍ରକାଶ ମଧ୍ୟ କରିଥାଉ କିନ୍ତୁ ଆଜିର ଏହି ଖବର ମାଧ୍ୟମରେ ଆପଣମାନଙ୍କୁ ଏପରି ଚାରୋଟି ସ୍ବପ୍ନ କହିବୁ ଯାହା ଅନ୍ୟ ମାନଙ୍କ ଆଗରେ ପ୍ରକାଶ କରିବା ଉଚିତ ନୁହେଁ |

ଏପରିକରିବା ଦ୍ୱାରା ମଣିଷ କୌଣସି କାମରେ ସଫଳ ହୋଇନଥାଏ ଦେଖିଥିବା ସ୍ବପ୍ନ ର ଫଳ ମଣିଷ କୁ ପ୍ରାପ୍ତ ହୋଇନଥାଏ ସେଥିପାଇଁ ସମାଚାରାଟିକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ ଏବଂ ଆମ ସମାଚାର ଟିକୁ ଲାଇକ କରନ୍ତୁ ଏବଂ ଆମ ପେଜ ଟିକୁ ଲାଇକ କରନ୍ତୁ ଆସନ୍ତୁ ପଢିବା ଆଜିର ସମାଚାର |

1.ଶୋଇବା ସମୟରେ ନିଜ ମୃତ୍ୟୁ ବିଷୟରେ ସ୍ବପ୍ନ ଦେଖୁଛନ୍ତି ତେବେ ଏହି କଥା କୁ ଅନ୍ୟ ମାନଙ୍କ ଆଗରେ ପ୍ରକାଶ କରନ୍ତୁ ନାହିଁ | କାରଣ ଏହା ଅତାନ୍ତ ଅଶୁଭ ଦାୟକ ହୋଇ ଥାଏ ଯଦି ଆପଣ କିଛି ଏପରି ସ୍ବପ୍ନ ଦେଖୁଛନ୍ତି ତେବେ ଜାଣିରଖନ୍ତୁ କି ଆପଣଙ୍କର ବହୁତ ବଡ ସମସ୍ୟା ଦୂର ହେବାକୁ ଯାଉଛି | ଆଉ ଦୁଃଖର ଦିନ ଯାଇ ସୁଖର ଦିନ ଆସୁଛି ଯଦି ଆପଣ ଏହି ସ୍ବପ୍ନ ବିସୟରେ ଅନ୍ୟ ମାନଙ୍କ ଆଗରେ ପ୍ରକାଶ କରିଦେଉଛନ୍ତି ତେବେ ଏହି ସ୍ବପ୍ନ ର ଭାବ ନଷ୍ଟ ହୋଇଥେ | ତେବେ ଭୁଲ ରେ ମଧ୍ୟ ଏହି ସ୍ବପ୍ନ ବିଷୟରେ ଅନ୍ୟ ମାନଙ୍କ ଆଗରେ ପେରାକାଶ କରନ୍ତୁ ନାହିଁ |

2.ବନ୍ଧୁଗଣ ଯଦି ଆପଣ ଶୋଇବା ସମୟରେ ନିଜକୁ କୌଣସି ଜଙ୍ଗଲରେ ବୁଲୁଥିବାର ବା ନଦୀ ପାଖରେ ବସିଥିବାର ସ୍ବପ୍ନ ଦେଖୁଛନ୍ତି ତେବେ ଏହିକଥା ଅନ୍ୟମାନଙ୍କ ଆଗରେ ପରକାଶ କରନ୍ତୁ ନାହିଁ | କାରଣ ଏହର ଅର୍ଥ ଏହା ହୋଇଥଏ କି ଆପଣଙ୍କ ଜୀବନରେ ଖୁସି ଆସିବାକୁ ଯାଉଛି ଏବଂ ଆପଣ ବହୁତ ବଡ କାମରେ ସଫଳତା ହାସଲ କରିବାକୁ ଯାଉଛନ୍ତି |

3.ଯଦି ଆପଣ ସ୍ବପ୍ନ ରେ ଗାଈ ଏବଂ ତାର ବାଛୁରୀ ଏକାସାହିତ ଚାରୁ ଥବା ର ଦେଖୁଛନ୍ତି ତେବେ ଜାଣିରଖନ୍ତୁ କି ଆପଣ ଭବିଷ୍ୟତରେ କୋଟିପତି ବନିବର ଆଶଙ୍କା ରହିଛି | ଯଦି ଆପଣ ଏହିକଥାକୁ ଅନ୍ୟମାନଂକ ଆଗରେ ପ୍ରକାଶ କରୁଛନ୍ତି ତେବେ ଆପଣଙ୍କର ଆଶା ଆଶା ରେ ହିଁ ରହିଯିବ ମାନେ ଏହି ପ୍ରଭାବ କମିଯାଇଥାଏ | ତେଣୁ ଅନ୍ୟ ମନାକଣ ଆଗରେ ପ୍ରକାଶ କରନ୍ତୁ ନାହିଁ |

4.ବନ୍ଧୁଗଣ ତାହାସହିତ ଆପଣ ଯଦି ଶୋଇବା ସମୟରେ ଯଦି ସାପ ର ସ୍ବପ୍ନ ଦେଖୁଛନ୍ତି ତେବେ ଜାଣିରଖନ୍ତୁ ଯେ ଆପଣଙ୍କ ଜୀବନରେ ମାନ ସଂମାନ ବୃଧିଘଟିବାର ଯାଉଛି |ଆଉ ଯଦି ଆପଣ ଏହି ସ୍ବପ୍ନ ବିଷୟରେ ଅନ୍ୟ ମାନଙ୍କୁ ଜଣାଇଦେଉଛନ୍ତି ତେବେ ଏହାର ପ୍ରଭାବ ନଷ୍ଟ ହୋଇଯିବ ବନ୍ଧୁଗଣ ଯଦି ଆପଣ ସ୍ୱପ୍ନରେ ଭଗବାନ ଙ୍କୁ ଦେଖୁଛନ୍ତି ଏହାର ଅର୍ଥ ଏହା ହୋଇଥାଏ ଆପଣଙ୍କର ଭଵିଷ୍ୟତ୍ବରେ କୌଣସି ଶୁଭସୂଚନା ଆସିବାକୁ ଯାଉଛି |

About odisha news

Check Also

ଦୁଃଖ କଣ ? ଦୁଃଖ କାହିଁକି ଆସିଥାଏ… କଣ କଲେ ଦୁଃଖ ( Dukha ) ଆସିବ ନାହିଁ, ଏହାକୁ ଦେଖିଲା ପରେ ଜାଣି ପାରିବେ !

ଗୌତମ ବୁଦ୍ଧ ଓ ତାଙ୍କ ଶିଷ୍ୟ ଗୋଟେ ଜଙ୍ଗଲ ଦେଇ ଯାଉଥିଲେ ବହୁତ ସମୟ ଧରି ଜଙ୍ଗଲ ଚାଳିବ ପରେ …

Leave a Reply

Your email address will not be published.