Breaking News

ଆପଣ ମାନେ ରଚନା ବାନାର୍ଜୀଙ୍କୁ ଦେଖିଥିବେ କିନ୍ତୁ ତାଙ୍କ ପୁଅ ସବୁ କୋଉ ହେରା ଠାରୁ କମ ନୁହଁନ୍ତି, ଦେଖନ୍ତୁ ରଚନା ବାନାର୍ଜୀଙ୍କ ପୁଅ ପ୍ରଥମ ଥର ପାଇଁ Ollywood ଇଣ୍ଡଷ୍ଟ୍ରିରେ ପାଦ ଦେବାକୁ ଯାଉଛନ୍ତି !

ନମସ୍କାର ଦର୍ଶକବନ୍ଧୁ ଆମ ଓଡି ସିନେମା ଜଗତରେ ଜଣା ଶୁଣା ଲୋକ ପ୍ରିୟ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଭାବରେ ଜାଣିଥିବେ ତେବେ ଫ୍ରେଣ୍ଡ ଆପଣ ମାନେ ଏହି ସୁନ୍ଦରୀ ଅଭିନେତ୍ରୀ ମାନଙ୍କର ଖୁବୁ ସୁନ୍ଦର ଅଭିନୟ ଦେଖିବାକୁ ପାଈଥିବେ ଅନେକ ଗୁଡିଏ ଫିଲ୍ମ ମାଧ୍ୟମରେ କଣ ଆପଣ ମାନେ କେବେବି ଏହି ସୁନ୍ଦରୀ ଅଭିନେତ୍ରୀ ମାନଙ୍କର ପ୍ରକୃତ ପିଲା ମାନଙ୍କୁ ଦେଖିଛନ୍ତି କଣ ଜାଣିଛନ୍ତି ବର୍ତମାନେ ସମୟରେ ତାଙ୍କ ପିଲା ମାନେ କିପରି ଦେଖା ଯାଉଛନ୍ତି | ଆପଣ ମାନେ କେବେବି ସୁନ୍ଦରୀ ଅଭିନେତ୍ରୀ ମାନଙ୍କର ପ୍ରକୃତ ପିଲା ମାନଙ୍କୁ ଦେଖି ନାହାନ୍ତି ତାହାଲେ ଦେଖନ୍ତୁ |

1 ନମ୍ବର ରେ ଆସୁଛନ୍ତି ଆପଣ ମାନଙ୍କର ଅତି ପ୍ରିୟ ଅନୁ ଚୌଧୁରୀ ତେବେ ଫ୍ରେଣ୍ଡ ଆମେ ଆପଣ ମାନଙ୍କୁ କହି ରଖୁଛୁ ଏହି ହେଉଛନ୍ତି ଆପଣ ମାନଙ୍କର ଅତି ପ୍ରିୟ ଅନୁ ଚୌଧୁର ଙ୍କର ଝିଅ ତାଙ୍କର ନହେଉଛି ଅନ୍ୟାନ ଚୌଧୁରୀ |

ନମ୍ବର 2 ରେ ଆସୁଛନ୍ତି ଆପଣ ମାନଙ୍କର ଅତି ପ୍ରିୟ ଲୋକ ପ୍ରିୟ ଅଭିନେତ୍ରୀ ପ୍ରିୟା ଚୌଧୁରୀ | ତେବେ ପ୍ରିୟ ବିବାହ କରିବା ପରେ କିନ୍ତୁ ବର୍ତମାନେ ଆମ ଓଲିଉଡସିନେମା ଜଗତରେ ଦୁରେଇ ରହିଛନ୍ତି କିନ୍ତୁ ଇଏ ହେଉଛନ୍ତି ତାଙ୍କର ପୁଅ ଯାହାଙ୍କର ନାଁ ହେଉଛି ପ୍ରିୟାଂଶୁ ଯିଏ ଦେଖିବାକୁ ବହୁତ ସୁନ୍ଦର |

ନମ୍ବର 3 ରେ ଆସୁଛନ୍ତି ଜ୍ୟୋତି ମିଶ୍ର ତେବେ ଫ୍ରେଣ୍ଡ ଆପଣ ମାନେ ନବେଦଶକ ରୁ ଆପଣ ମାନେ ଜ୍ୟୋତି ମିଶ୍ରଙ୍କର ଅନେକ ଫିଲ୍ମ ନିଶ୍ଚୟ ରୂପରେ ଦେଖିଥିବେ ବର୍ତମାନେ ସମୟରେ ସେ ନିଜ ଶାଶୂଘରେ ବହୁତ ଖୁସିରେ ଥିବା ସମୟରେ ଆମ ଫିଲ୍ମ ଦୁନିଆରୁ ସେ ଦୁରେଇ ଯାଇଛନ୍ତି କିନ୍ତୁ ଫ୍ରେଣ୍ଡ ଏ ହେଉଛନ୍ତି ଜ୍ୟୋତି ମିଶ୍ରଙ୍କର ପୁଅ ଯାହାଙ୍କର ନାଁ ହେଉଛି ଅଭିନାଶ ମିଶ୍ର |

ତେବେ ନମ୍ବର 4 ରେ ଆସୁଛନ୍ତି ଆପଣ ମାନଙ୍କର ଅତି ପ୍ରିୟ ମାମମିଶ୍ର ତେବେ ଆପଣ ମାନେ ଜାଣିଥିବେ ମାମମିଶ୍ର ସିଦ୍ଧାନ୍ତ ମହାପାତ୍ରଙ୍କୁ ବିବାହ କରିଛନ୍ତି ଏବଂ ତାଙ୍କର ଗୋଟେ ପୁଅ ଏବଂ ଗୋଟେ ଝିଅ ଅଛନ୍ତି ଯାହାଙ୍କର ଫୋଟ ଆପଣ ମାନେ ନିଶ୍ଚୟ ରୂପରେ ଦେଖିବାକୁ ପାଉଥିବେ |

ନମ୍ବର 5 ରେ ଆସୁଛନ୍ତି ଲୋକ ପ୍ରିୟ ଅଭିନେତ୍ରୀ ରଚନା ବାନାର୍ଜୀ ତେବେ ଫ୍ରେଣ୍ଡ ରଚନା ବାନାର୍ଜୀ କିଏ ବା ଜାଣିନାହିଁ ତେବେ ଫ୍ରେଣ୍ଡ ବର୍ତମାନେ ସମୟରେ କିନ୍ତୁ ରଚନା ବାନାର୍ଜୀ ଆମ ଓଡି ଇଣ୍ଡଷ୍ଟ୍ରିକୁ ଛାଡି ସବୁ ଦିନ ପାଇଁ ଚାଲିଯାଇଛନ୍ତି ନିଜର ବହୁଳ ଇଣ୍ଡଷ୍ଟ୍ରିକୁ ଇଏ ହେଉଛନ୍ତି ତାଙ୍କର ପୁଅ ଯିଏକି ଦେଖିବାକୁ ବହୁତ ସୁନ୍ଦର | ତେବେ ଫ୍ରେଣ୍ଡ ଆପଣ ମାନେ ଜାଣିଲେ ଏହି ସୁନ୍ଦରୀ ଅଭିନେତ୍ରୀ ମାନଙ୍କର ପକୃତ ପିଲାଙ୍କ ବିଷୟରେ ତେବେ ଆପଣ ମାନଙ୍କୁ ଏହି ଅଭିନେତ୍ରୀ ମାନଙ୍କ ଠାରୁ କେଉଁ ଅଭିନେତ୍ରୀ ବେଶୀ ପସନ୍ଦ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାନ୍ତୁ |

About odisha news

Check Also

ଆପଣ ମାନେ କେବେ ନିତୁ ମିଶ୍ରଙ୍କ ସ୍ୱାମୀକୁ କେବେ ଦେଖିନଥିବେ ଦେଖନ୍ତୁ ସେ କୋଉ Hero ଠାରୁ କମ ନୁହନ୍ତି !

ନମସ୍କାର ବନ୍ଧୁଗଣ ଆପଣ ମାନେ ତ ଶିରିଏଲ ତଥା ଓଡ଼ିଆ ଇଣ୍ଡରଷ୍ଟି ର ଅଭିନେତ୍ରୀ ନିତୁ ମିଶ୍ର କୁ ବେଶ୍ …

Leave a Reply

Your email address will not be published.