Breaking News

ଆପଣ ମାନେ କେବବି ଦେଖିନଥିବେ ଦେଖନ୍ତୁ Arindamଙ୍କ ସ୍ତ୍ରୀ ଏବଂ ଝିଅ ଙ୍କୁ…. ଦେଖନ୍ତୁ ଅରିନ୍ଦମଙ୍କ ସ୍ତ୍ରୀ ଠାରୁ ତାଙ୍କ ଝିଅ ଅଧିକ ସୁନ୍ଦର !

ନମସ୍କାର ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡ଼ିଆ ଇଣ୍ଡଷ୍ଟ୍ରିର ଏକ ନାମିଦାମୀ ହିରୋ ଅରିନ୍ଦମଙ୍କୁ ଆପଣ ମାନେ ନିଶ୍ଚୟ ଭାବରେ ଜାଣିଥିବେ | ତେବେ କଣ ଆପଣ ମାନେ ଜାଣିଛନ୍ତି ଅରିନ୍ଦମ ରାୟଙ୍କର ପ୍ରକୃତ ପରିବାର ବିଷୟରେ କଣ ଆପଣ ମାନେ କେବେ ଦେଖିଛନ୍ତି ଟଙ୍କା ଫ୍ୟାମିଲି ସଦସ୍ୟଙ୍କୁ |

ଆପଣ ମାନଙ୍କର ଅତିପ୍ରିୟ ହିରୋ ଅରିନ୍ଦମ ଖୁବୁ କାମ ସମୟ ମଧ୍ୟରେ ବହୁତ ଲୋକ ପ୍ରିୟତା ହାସଲ କରିଛନ୍ତି ଯେତେବେଳେ ସେ ଓଡ଼ିଆ ଇଣ୍ଡଷ୍ଟ୍ରିରେ ହିଁ ନୁହେଁ ବରଂ ବଙ୍ଗଳା ଫିଲ୍ମ ରେ ମଧ୍ୟ କାମ କରି ସାରିଛନ୍ତି ତେବେ ଯେଉଁ ପାଇଁ ଓଡ଼ିଆ ଇଣ୍ଡଷ୍ଟ୍ରି ସହ ବଙ୍ଗଳା ଇଣ୍ଡଷ୍ଟ୍ରିରେ ମଧ୍ୟ ବହୁତ ଜଣା ସୁନା ଏବଂ ସେ ବହୁତ ଲୋକ ପ୍ରିୟତା ହାସଲ କରିଛନ୍ତି |

ଓଡ଼ିଆ ସିନେମା ଜଗତ ଏବଂ ବଙ୍ଗଳାରୁ ତେବେ ଫ୍ରେଣ୍ଡ ଆପଣ ମାନେ ଟଙ୍କାର ବହୁତ ଭଲ ଫିଲ୍ମ ଗୁଡିକ ମଧ୍ୟ ନିଶ୍ଚୟ ଭାବରେ ଦେଖିଥିବେ | ଏବେ ଜଣାନ୍ତୁ ତାଙ୍କ ପରିବାର ବିଷୟରେ ତେବେ ଇଏ ହେଉଛନ୍ତି ଟଙ୍କାର ବାପା ମା ଅରିନ୍ଦମ ବାପା ମାଙ୍କୁ ଏହି ଫୋଟର ଦେଖିପାରୁଥିବେ |

ଇଏ ହେଉଛନ୍ତି ଅରିନ୍ଦମ ଙ୍କ ସ୍ତ୍ରୀ ଯାହାଙ୍କର ନାଁ ହେଉଛି ଅନୁପା ତେବେ ଫ୍ରେଣ୍ଡ ଅନୁପାଙ୍କୁ 2016 ରେ ବିବାହ କରିଥିଲେ ତେବେ ଫ୍ରେଣ୍ଡ ଅରିନ୍ଦମ ପ୍ରଥମ ଥର ପାଇଁ 2006 ରେ ହିଁ ଫିଲ୍ମ ଇଣ୍ଡଷ୍ଟ୍ରିକୁ ପାଦ ଥାଫି ଥିଲେ ଏବଂ ଯାହା ପରେ ସେ କେବଳ ଆଗକୁ ଆଗକୁ ବଢି ଚାଲିଛନ୍ତି କେବେବି ପଛକୁ ବୁଲି ଚାହିଁ ନାହାନ୍ତି | ତେବେ ବନ୍ଧୁଗଣ ଅରିନ୍ଦମ ଏକ କୁନି ଝିଅ ମଧ୍ୟ ଅଛନ୍ତି ଯାହାଙ୍କୁ କି ଆପଣ ମାନେ ଏହି ଫୋଟର ନିଶ୍ଚୟ ଭାବରେ ଦେଖି ପାରୁଥିବେ |

ତେବ ଆପଣ ମାନେ ଜାଣିଲେ ଆପଣ ମାନଙ୍କର ଅତିପ୍ରିୟ ହିରୋ ଅରିନ୍ଦମ ରାୟଙ୍କ ବିଷୟରେ କିଛି ଅଜଣା କଥା ବି ତାଙ୍କ ପରିବାର କଥା ତେବେ ଫ୍ରେଣ୍ଡ ଆପଣ ମାନଙ୍କୁ ଅରିନ୍ଦମ ରାୟ କିପରି ଲାଗନ୍ତି ଏବଂ ତାଙ୍କ ପରିବାର ଲୋକ ଆପଣ ମାନଙ୍କୁ ଭଲ ଲାଗିଲାକି ନାହିଁ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ |

About odisha news

Check Also

ପ୍ରଥମ ଥର ଦେଖନ୍ତୁ Anu Chaudhury ଜୀବନୀ ଓ ପରିବାର ତାଙ୍କ ଘରେ କିଏ କିଏ ସବୁ ଅଛନ୍ତି ଏବଂ ତାଙ୍କ ସ୍ୱାମୀ କିଏ !

ଆପଣମାନେ ଅନୁ ଚୌଧୁରୀ ଙ୍କୁ ସିନେମାରେ ବିଭିନ୍ନ କ୍ୟାରେକ୍ଟର ରେ ଅଭିନୟ କରିଥିବାର ଆପଣମାନେ ନିଶ୍ଚିତ ଦେଖିଥିବେ ସାଙ୍ଗମାନେ ଆପଣ …

Leave a Reply

Your email address will not be published.