ଭାରତରେ ରହିଥିବା ବିଭିନ୍ନ ଧର୍ମ ସ୍ଥାନ ଗୁଡିକର ସ୍ୱତନ୍ତ୍ର ମାହାତ୍ମ୍ୟ ରହିଛି ସେଗୁଡିକର ପୌରାଣିକ ଗ୍ରନ୍ଥା ଓ ଚମତ୍କାରୀର ରହସ୍ୟ ଭେଦ କରିବାରେ ଯାଏଁ କୌଣସି ବୈଞ୍ଜାନିକ ସଫଳ ହୋଇନାହାନ୍ତି | ସେହିଭଳି ଆଶ୍ଚର୍ଯ୍ୟ କଥା ହେଉଛି ଗଡି଼ଆ ଘାଟି ଦେବୀ ମା ଙ୍କ ମନ୍ଦିର କାଲି ସିଙ୍ଗା ମନ୍ଦିରରେ ନୀରିମିତ ମନ୍ଦିରର ମାହାତ୍ମ୍ୟ ହେଉଛି ଏଠାରେ ଦୀପ ବଦଳରେ ପାଣିରେ ଜଳିଥାଏ ଏବଂ ଏହି ଚମତ୍କାର ଦେଖିବାକୁ ଏଠାକୁ ହଜାର ହଜାର ଲୋକ ଆସନ୍ତି |
ଏହି ମନ୍ଦିରଟି ମଧ୍ୟପ୍ରଦେଶ ରେ ଆଗର ମାଲୁୱାନ ନାଲେକଡା ଗ୍ରାମ ଠାରୁ ପ୍ରାୟ 15 କିଲୋ ନିତାର ଦୂର କାଲି ସିନ୍ଦ ନଦୀ କୂଳରେ ଥିବା ଗଡି଼ଆ ଗାଁ ନିକଟରେ ଅବସ୍ତିତ ମନ୍ଦିର ର ପୂଜାରୀ କୁହନ୍ତି ଯେ ଏଠାରେ ଆଗରୁ ଦୀପ ଜାଳିବା ପାଇଁ ତେଲ ବେବହାର ହେଉଥିଲା କିନ୍ତୁ ପ୍ରାୟ 10 ବର୍ଷ ପୂର୍ବେ ତାଙ୍କୁ ମା ସ୍ୱପ୍ନରେ ଆସି ପାଣିରେ ଦୀପ ଜାଳିବାକୁ କହିଥିଲେ ସ୍ବପ୍ନ ଦେଖିବା ପର ଦିନ ପୁରହିତ ସକାଳୁ ଉଠି ଯେତେବେଳେ ନିକଟସ୍ତ କାଲି ସନ୍ଧି ନଦୀରୁ ପାଣି ନେଇ ଦୀପରେ ପକାଇ ସଳିତା ନିଆଁ ସଂଯୋଗ କଲେ ତାହା ଜଳି ଉଠିଲା ତେବେ ଏହି ଚମତ୍କାର ଦେଖି ପୁରହିତ ଭୟଭିତ ହୋଇଯାଇଥିଲେ |
ସେ ଏହି ବିଷୟରେ ଗ୍ରାମ ବାସୀଙ୍କୁ ଜାଣିଇଥିଲେ ହେଲେ ତାଙ୍କ କଥାକୁ ପ୍ରଥମେ କେହି ବିଶ୍ୱାସ କରିନଥିଲେ କିନ୍ତୁ ଯେତେବେଳେ ସେମାନେ ନିଜେ ଦୀପରେ ପାନୀ ଢାଳି ଜଳାଇଥିଲେ ସେତେବେଳେ ଘଟଣାର ସତ୍ୟତା ଉପରେ ବିଶ୍ୱସ କରିବା ସହ ଚମତ୍କାରିତା ବିଷୟରେ ସବୁଆଡେ ପରିବ୍ୟପାତ ହୋଇଯାଇଥିଲେ ତେବେ ଏହି ନଦୀ ପାଣିରେ କଣ ଅଛି ଯେଉଁଥି ପାଇଁ ଦୀପ ଜଳୁଛି ତାହାର ଉତର ଏବେ ଯାଇଁ କୌଣସି ବୈଞ୍ଜାନିକ ମାନେ ଜାଣି ପାରିନାହାନ୍ତି ତେବେ ଆପଣ ମତାମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନୁହଟି ଜଣାନ୍ତୁ |
Check Also
ଜଗନ୍ନାଥ ମନ୍ଦିରର ଗୁପ୍ତ ରହସ୍ୟ ଜାଣନ୍ତୁ ବିଶ୍ୱ ପ୍ରସିଦ୍ଧ କାହିଁକି, ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ !
ନମସ୍କାର ବନ୍ଧୁଗଣ ଆସନ୍ତୁ ଜାଣିବା ବିଶ୍ୱବ୍ରମହାଣ୍ଡର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥ ମନ୍ଦିର ଗୁପ୍ତ ରହସ୍ୟ | ତେବେ ଏହିଖବରଟି ଶେଷଯାଏଁ …