Breaking News

ଆପଣଙ୍କ ପାଖରେ ଅଛି କି ଏହିପରି ଟଙ୍କା ( Note ) ତେବେ ଆପଣ ଏଠାରେ ଏହାକୁ ବିକି ହୋଇ ପାରିବେ କୋଟିପତି…

ଦର୍ଶକବନ୍ଧୁ ଆପଣଙ୍କ ପାଖରେ ଅଛି କି ଏମିତିକା ଟଙ୍କିକିଆ ନୋଟ ତେବେ ଆପଣ ହୋଇଯିବେ ମାଲାମାଲ ମିଳିବ ଏତେ ଟଙ୍କା ଓ ଆପଣ ହୋଇଯିବେ ଧନୀ ତେବେ ବନ୍ଧୁଗଣ ପ୍ରତ୍ୟେକ ଦିନ ଆପଣମାଙ୍କ ପାଖକୁ ଅନେକ ନୋଟ ଆସିଥାଏ ଓ ଯାଇଥାଏ ଦୋକାନୀ ବ୍ୟାଙ୍କ ଆଦି ରେ ଆମେ ଆଣେ ଟଙ୍କା ଦେଇଥାଉ ଓ ତାଙ୍କ ପାଖରୁ ଅନେକ ଟଙ୍କା ଗ୍ରହଣ ମଧ୍ୟ କରିଥାଉ |

ତେବେ ଫ୍ରେଣ୍ଡ୍ସ ଏହାରି ମଧ୍ୟରେ ଅନେକ ନୋଟ ଅଛି ଯାହା ବହୁତ ପୁରୁଣା ଅଟେ ଅନେକ ନୋଟ ଅଛି ଯାହା ଦୋକାନୀ ମାନେ ଏହି ଟଙ୍କାକୁ ନେଇନଥାନ୍ତି ଏପଟେ ଏହି ନୋଟ ପାଇଁ ଅନେକ ଲୋକ କୋଟି କୋଟି ଟଙ୍କା ମଧ୍ୟ ଦେଇଥାନ୍ତି ତେବେ ଦର୍ଶକବନ୍ଧୁ ଯଦି ଆପଣଙ୍କ ପାଖରେ ଅଛି ଏପରି ନମ୍ବର ର ନୋଟ ତେବେ ଆପଣ ଏହାକୁ ବିକି ଅନେକ ସାରା ଲାଭ କରିପାରିବେ |

ତେବେ ଫ୍ରେଣ୍ଡ୍ସ ଏମିତି କିଛି ଅଫର ଅନଲାଇନ ଇ-କମର୍ସ କମ୍ପାନୀ ଦେଉଛି ଏଠାରେ ଏକ ଟଙ୍କିଆ ନୋଟ ପାଖରୁ ନେଇ ହଜାର ଟଙ୍କିଆ ନୋଟ ବିକ୍ରୟ ହେଉଛି ଆଜି ର ସମୟରେ ଏକ ଟଙ୍କିଆ ର ମୁଖ୍ୟ କିଛି ଭି ନୁହେଁ କିନ୍ତୁ ଏହି ଏକ ଟଙ୍କିଆ ଆପଣଙ୍କୁ କୋଟିପତି କରିଦେଇପାରିବ ବନ୍ଧୁଗଣ ଇ-କମର୍ସ ୱେବସାଇଟ https://www.olx.in/other-hobbies_c755/q-old-rupees ରେ ଯେଉଁ ଏକ ଟଙ୍କିଆ ୱାରେ ମୋଗଲଙ୍କ ସିଙ୍ଗନେଚର ଅଛି ଆପଣ ତାହାକୁ 11 ହଜାର ରେ ବିକି ପାରିବେ |

ସେହିଭଳି ଯୁଏ ରେ 100 ଟଙ୍କିଆ ନୋଟ କୁ ଆପଣ 5 ଲକ୍ଷ 50 ହଜାର ଟଙ୍କାରେ ବିକ୍ରି କରି ପାରିବେ ଯଦି ଏହାର ସିରିଏଲ ନମ୍ବର 7 8 9 ରହିଛି ତେବେ ଆପଣ ଏହାର ଫାଇଦା ଉଠାଇ ପାରିବେ ତେବେ ଦର୍ଶକବନ୍ଧୁ ଆପଣ ଅନଲାଇନ ରେ ଅନେକ ୱେବସାଇଟ ରେ ଏହାକୁ ବିକ୍ରି କରି ଅନେକ ଲାଭ ଉଠାଇ ପାରିବେ |

About odisha news

Check Also

ଯେତେବେଳେ ପୋଖରୀରେ ପ୍ରକଟ ହେଲେ Maa Durga ଆଉ ନିଜ ଭକ୍ତଙ୍କୁ ଦେଲେ ଦର୍ଶନ, ତାପରେ ହେଲା ଏମିତି ଚମତ୍କାର ଦେଖିକି ପୁରା ସରକାର ବି ହଲିଗଲେ…ଦେଖନ୍ତୁ

ହେଲୋ ଫ୍ରେଣ୍ଡ୍ କଣ ହେଲା ଯେତେ ବେଳେ ଝାଡ଼ଖଣ୍ଡ ର ଗୋଟିଏ ଛୋଟ ଗାଁ ରେ ଏକ ପୋଖରୀରେ ଅଚାନକ …

Leave a Reply

Your email address will not be published.