ବନ୍ଧୁଗଣ ଯଦି ଆପଣ ରାସ୍ତାରୁ ପଇସା ପାଇଛନ୍ତି ତେବେ ଜାଣି ନିଅନ୍ତୁ ତାହାର ଅର୍ଥ କଣ ହୋଇପାରେ ବାଟରେ ଚାଲୁ ଥିଲା ବେଳେ ଭିଡ ମଧ୍ୟରେ ଟଙ୍କା ପଡିଥିବାର କେବେଳ ଦେଖାଯାଏ ଏମିତି ଘଟଣା ଘଟିବା ଆପଣଙ୍କ ପାଇଁ ଶୁଭନା ଅଶୁଭ ତେବେ ଚାଲନ୍ତୁ ଜାଣିବା | କେବେ କେବେ ବାଟରୁ ପାଉଥିବା ଟଙ୍କାର ଖୁସି ବର୍ଣନା ହୋଇ ପାରିନଥାଏ ଟଙ୍କା ପ୍ରତେକ ବ୍ୟକ୍ତିଙ୍କ ଆସା ଇଛା ଏବଂ ଅବଶକ୍ୟତା କୁ ପୁରାଣ କରିଥାଏ ଇଂ ଏହି କଳିଯୁଗରେ ଟଙ୍କା ଠାରୁ ବା ବଡ ବଳବାନ ଆଉ କିଛି ନଥାଏ ସେହି ଟଙ୍କା ବାଟରୁ ପାଇବା ଆପଣଙ୍କ ପାଇଁ ଶୁଭ ନ ଅଶୁଭ କେତେକ ଲୋକ ପାଉଥିବା ଟଙ୍କାକୁ ନିଜର ଵେବହାରରେ ଖର୍ଚ୍ଚ କରୁଥିଲା ବେଳେ କେତେକ ଲୋକ ଗରିବଙ୍କୁ ଦାନ କିମ୍ବା କୌଣସି ଧର୍ମୀକ କାମରେ ଲଗାଇଥାନ୍ତି |
କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପାଉଥିବା ବାଟର ଟଙ୍କା ଆପଣଙ୍କୁ ବହୁତ କିଛି କହିଥାଏ ଶକ୍ତି ଆଧ୍ୟାତ୍ମିକର ପ୍ରତୀକ | ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବାଟରୁ ପାଉଥିବା ଟଙ୍କା ଶୁଭ ହୋଇଥାଏ କାରଣ ପାଇଥିବା ଟଙ୍କାରେ ହଜାଇଥିବା ବ୍ୟକ୍ତିଙ୍କର ଉର୍ଜା ଆପଣ ପାଇବା ଦ୍ୱାରା ଆପଣ ପାଖକୁ ଆସିଥାଏ | ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଟଙ୍କା ହାତକୁ ହାତ ପୂର୍ବ ପୁରୁଷ ମାନେ ଶାସକରତ୍ମକ ଉର୍ଜା ବା ଶୁଭ ପ୍ରଭାବ ସେହି ଟଙ୍କା ଆପଣ ବାଟରୁ ପାଉଥିବା ଟଙ୍କା ଆପଣଙ୍କ ପାଖକୁ ପ୍ରତେକ ସେହି ପ୍ରଭାବ ଏବଂ ସକାରତ୍ମକ ଉର୍ଜା ଆପଣଙ୍କ ନିକଟକୁ ଆସିଥାଏ ମାନ୍ୟତା ଅନୁସାରେ ଟଙ୍କାର ସମ୍ବଦ୍ଧ ପରଲୋକଙ୍କ ସହିତ ଯୋଡି ହୋଇ ରହିଅଛି |
କୁହାଯାଏ ପରଲୋକଙ୍କ ଶକ୍ତି ପଡିଥିବା ଟଙ୍କା ମଧ୍ୟରେ ରହିଥାଏ ଏହା ପଣଙ୍କର ଆତ୍ମା ବିଶ୍ୱାସ ବଢ଼ାଇଥାଏ ଏବଂ ୱାକରୁଥିବା କାର୍ଯ୍ୟର ଅସୁଥିଵାବ ଶୁଭ ଫଳର ପୂର୍ବ ସୂଚନା ଦେଇଥାଏ ବାଟରୁ ପାଇଥିବା ଟଙ୍କାର ପ୍ରଭାବ ଆପଣଙ୍କ ଉପରେ ଭିନ୍ନ ଭିନ୍ନ ପଡିଥାଏ |
ଯଦି ଆପଣ ନିଜ ଜୀବନରେ ହତାସ ହୋଇ ଦୁଃଖ କଷ୍ଟରେ ଜୀବନ କାଟୁଛନ୍ତି ଏବଂ କିଛି କରିବାର ଇଛା ମନରେ ଆଣୁଛନ୍ତି ସେହି ସମୟରେ ପାଇଥିବା ଟଙ୍କା ଆପଣଙ୍କୁ ଅନେକ କିଛି କହିଥାଏ ତେବେ ସେହି ସମୟରେ ଟଙ୍କା ଆପଣଙ୍କୁ ବାଟରୁ ମିଳିବା ଆପଣଙ୍କ ପାଇଁ ସଫଳତା ଆଣିଦିଏ ଏହା ପୂର୍ବ ସୂଚନା ଦେଇଥାଏ ଆପଣ କରୁଥିବା କାର୍ଯ୍ୟରେ ସଫଳତା ପାଇବା ନିଶ୍ଚତି ହୋଇଥାଏ | ତେଣୁ ପାଇଥିବା ଟଙ୍କା କୁ କୌଣସି ପୂଜା କାମରେ ଲଗାଇ ଦିଆନ୍ତୁ |
ଯଦି ଆପଣଙ୍କ ଆପଣଙ୍କ ପାଖରେ ଟଙ୍କାର ଅଭାବ ନଥାଏ ତଥାପିବି ଆପଣ ବାଟରୁ ଟଙ୍କା ପାଉଛନ୍ତି ତେବେ ଏହା ଆପଣଙ୍କ ଜୀବନରେ ରହିଥିବା ସମସ୍ତ ସମସ୍ୟା ଆଗକୁ ସମାଧାନର ଶୁଭ ସଙ୍କେତ ଦେଇଥାଏ ଏହା ସହିତ ବାଟରୁ ପାଇଥିବା ଟଙ୍କା ଆପଣଙ୍କର ଆର୍ଥିକ ପରିବର୍ତନ ନହେଉଥିବା କାରଣରେ ସଫଳତା ଆଗକୁ ଆସୁଥିବା ଧନର ଶୁଭ ସଙ୍କେତ ଦେଇଥାଏ ତେଣୁ ବାଟରୁ ପାଉଥିବା ଟଙ୍କା ଆପଣ ପାଇଁ ଶୁଭ ସୂଚନା ଦେଇଥାଏ ଏବଂ ଏହି ଟଙ୍କା ନିଜର ଆର୍ଥିକ ପରିସ୍ତିତିକୁ ସେହି ଟଙ୍କାକୁ କୌଣସି ପୂଜା କାମରେ ଲଗାଇ ଦେଲେ ଆପଣଙ୍କ ପାଇଁ ଆହୁରି ବହୁତ ଶୁଭ ହୋଇଥାଏ
Check Also
୩୦୦ ବର୍ଷ ପରେ ଏହି ୨ଟି ରାଶି ଉପରେ ପ୍ରଭୁ ଭୋଳାନାଥ ପ୍ରସନ୍ନ ହେବାକୁ ଯାଉଛନ୍ତି, ଦୁନିଆରେ ସବୁ ଠାରୁ କୋଟିପତି ଅଟନ୍ତି ଏହି ୨ଟି ରାଶି, ଏଥି ମଧ୍ୟରେ ଆପଣଙ୍କର ରାଶି ନାହିଁ ତ !
ଆପଣଙ୍କୁ କହି ରଖୁଛୁ ଯେ ଆପଣଙ୍କର ମାନସିକ ରୂପରେ ଧାର୍ମିକ ଭାବନା ଉଦୟ ହେବ ଏମାନଙ୍କ ପାଇଁ ଏହି ରାଜା …